Swastik Tv News Odisha

Heart Touching Love ଷ୍ଟୋରୀ ଉପରେ ଆଧାରିତ ଏହି ଛୋଟ ଛୁଆ ଙ୍କ ଭିଡ଼ିଓ ଦେଖିଲେ ହେବେ ତାଯୁବ… ମାତ୍ର 04 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ପାଉଥିବେ।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ। କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ଆପଣ ନିଜର ହସକୁ ଅଟକାଇ ପାରନ୍ତି ନାହିଁ। ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ।

ସୁନ୍ଦର୍ ଗୀତ ସୁନ୍ଦର୍ କାହାଣୀ ଆଦିକୁ ନେଇ ଏହିସବୁ ଭିଡିଓ ଗୁଡିକ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ।ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଅନେକ ଭିଡିଓ ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ନୂଆ ନୂଆ କାହାଣୀ ଉପରେ ଆଧାରିତ ଭିଡିଓ ସବୁ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଲୋକେ ବେଶି ପସନ୍ଦ କରନ୍ତି।

ଆପଣ ଜାଣିଛନ୍ତି କିଛି ଏମିତି ଯୁବ କଳାକାର ଅଛନ୍ତି ଯେଉଁମାନେ ତାଙ୍କର ଦକ୍ଷତା ଏବଂ ପାରଦର୍ଶିତା ବଳରେ ଅନେକ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି। ୟୁ ଟ୍ୟୁବ୍ ସେମାନଂକୁ ଏକ ବିଶେଷ ପରିଚୟ ଦେଇଛି। ୟୁ ଟ୍ୟୁବ୍ ମାଧ୍ଯମରେ ସେମାନେ ତାଙ୍କର କଳାକୁ ପ୍ରଦର୍ଶନ କରି ଏବେ ଅଗଣିତ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସେହିଭଳି ଜଣେ ଜଣାଶୁଣା ଯୁବ ଆରଟିଷ୍ଟ୍ ହେଉଛନ୍ତି ଆମେ କହିବାକୁ ଯାଉଥିବା ଏହି ୟୁ ଟ୍ୟୁବର ଜଣଙ୍କ। ତାଙ୍କର ଚ୍ୟାନେଲ ନାମ ହେଉଛି ଲଭ୍ କ୍ରିଏସନ୍। ଯେଉଁ ଭିଡିଓ ବିଷୟରେ ଆମେ କହିବାକୁ ଯାଉଛୁ ସେହି ଭିଡିଓ ରେ ଏକ ସୁନ୍ଦର ପ୍ରେମ କାହାଣୀ ଦେଖିବାକୁ ମିଳିଛି।

ସବୁଠାରୁ ବଡ କଥା ହେଲା ଯେ ଏକ ସୁନ୍ଦର୍ ପ୍ରେମ କାହାଣୀ ଉପରେ ଆଧାରିତ ଏହି ବିଷୟ ବସ୍ତୁ କୁ କୁନି ପିଲା ମାନେ ଅଭିନୟ କରିଛନ୍ତି। ଜଣେ ପ୍ରେମକୁ ପାଇବା ପାଇଁ କିପରି ଭାବରେ ନିଜକୁ ପ୍ରସ୍ତୁତ କରି ତାଙ୍କ ପ୍ରେମିକା ପାଖରେ ପୁଣି ନିଜର ବ୍ୟକ୍ତିତ୍ଵ କୁ ପ୍ରଦର୍ଶନ କରୁଚି ଏବଂ ନିଜ ପ୍ରେମିକା କୁ ଅସାମାଜିକ ଯୁବକ ମାନଙ୍କ ପାଖରୁ ଉଦ୍ଧାର କରୁଛନ୍ତି ତାହା ଆପଣ ଏଠାରେ ଏହି ଭିଡିଓ ରେ ଦେଖି ପାରିବେ।ଏହି ସର୍ଟ ଫିଲ୍ମ୍ କୁ ଏବେ ସୁଦ୍ଧା ୧୦ କୋଟି ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଆପଣଙ୍କୁ ବି ଏହି କାହାଣୀ ଏବଂ ପିଲା ମାନଙ୍କର ଅଭିନୟ ନିଶ୍ଚିତ ଆକର୍ଷିତ କରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.