Swastik Tv News Odisha

ପୁଣି Ranu mandal ଙ୍କ ପାଇଁ ସୁପର ହିଟ ଗୀତ ଗାଇଲେ Manas Kumar…. ମାତ୍ର 04 ଘଣ୍ଟାରେ 10 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ବିଭିନ୍ନ ସ୍ୱାଦର ସଙ୍ଗୀତ ପ୍ରତିଦିନ ଶୁଣିବାକୁ ପାଉଥିବେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ। ଏହା ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ। ଟିକିଏ ନାଚି ଦେଲେ ଆମକୁ ଖୁସି ଲାଗିଥାଏ। ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ ଜାଗା ନଥାଏ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି।

ତେଣୁ ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ସେହିପରି ଏବେ ଅନେକ ଗୁଡ଼ିଏ ମ୍ୟୁଜିକ ଭିଡିଓ ତିଆରି ହେଉ ଥିବାର ଆପଣ ଦେଖିବାକୁ ପାଉଥିବେ। ଯେଉଁ ଗୀତ ଗୁଡ଼ିକୁ ନୂଆ ନୂଆ କଣ୍ଠ ଶିଳ୍ପୀ ଗାଉଛନ୍ତି। ସୁନ୍ଦର୍ ଭାବରେ ଏସବୁ ଗୀତର ସଙ୍ଗୀତ ରଚନା ଏବଂ ନିର୍ଦ୍ଦେଶନା ହେଉଛି। ଯାହାକୁ ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଷ୍ଟୁଡିଓ ରେ ପ୍ରସ୍ତୁତ ହେଉଥିବା ଏହିଭଳି ଗୀତ ଗୁଡିକର ଚାହିଦା ମଧ୍ୟ ବହୁତ୍ ଅଧିକ ରହିଛି। ଅନେକ ସଙ୍ଗୀତ କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଏବଂ ଶ୍ରୋତା ମାନଙ୍କ ପାଇଁ ଅନେକ ସମୟରେ ଆସୁଛି ଭିନ୍ନ ଭିନ୍ନ ମନ ପସନ୍ଦର ସଙ୍ଗୀତ।

ସେହିପରି ଏବେ ଯେଉଁ ସଙ୍ଗୀତ ସାମ୍ନାକୁ ଆସିଛି ତାହା ମଧ୍ୟ ବହୁତ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ବହୁତ୍ ଭଲ ପାଇବା ଦେଉଛନ୍ତି ଏବଂ ଏହି ଗୀତକୁ ସେୟାର ମଧ୍ୟ କରୁଛନ୍ତି। ତେବେ ଏହି ଗୀତଟି ରାନୁ ମଣ୍ଡଳ ଙ୍କ ଉପରେ ପର୍ଯ୍ୟବେଶିତ। ତାଙ୍କ ନାମରେ ହୋଇଛି ଏହି ଗୀତଟି। ଯେତେବେଳ ରାନୁ ମଣ୍ଡଳ ଜଣେ ପରିଚିତ ଚେହେରା ପାଲଟି ଥିଲେ, ଯେତେବେଳ ତାଙ୍କର ଲୋକପ୍ରିୟତା ବଢିଥିଲା ଏବଂ ତାଂକୁ ଗୀତ ଗାଇବାର ସୁଯୋଗ ମିଳିଲା ସେତେବେଳେ ତାଙ୍କ ନାମରେ ଏହି ଗୀତଟି ପ୍ରସ୍ତୁତ ହୋଇଥିଲା।ଏହି ଗୀତଟି ହେଉଛି, ହସିଲା ହସିଲା ରାନୁ ଦିଦି ହସିଲା।

ଏହି ଗୀତଟିକୁ ଗାଇଛନ୍ତି ଗାୟକ ମାନସ କୁମାର ଏବଂ ସେ ନିଜେ ମଧ୍ୟ ଏହି ଗୀତର ମ୍ୟୁଜିକ ଦେଇଛନ୍ତି। ଆଉ ଏହି ଗୀତର ଲିରିକ୍ସ କରିଛନ୍ତି ମିଲନ ମହାପାତ୍ର। ତେବେ ଏହି ଗୀତଟି ଶୁଣିବାକୁ ବହୁତ୍ ସୁନ୍ଦର୍ ହୋଇଛି ଯାହାକୁ ଆପଣ ଶୁଣିଲା ପରେ ଜାଣି ପାରିବେ। ତେବେ ଲୋକେ ବହୁତ୍ ମାତ୍ରାରେ ପସନ୍ଦ କରୁଥିବା ଏହି ଗୀତକୁ ୟୁ ଟ୍ୟୁବ୍ ରେ ଅପଲୋଡ଼ କରା ଯାଇଥିବା ବେଳେ ଏବେ ସୁଦ୍ଧା ଏହି ଗୀତକୁ ଏକ କୋଟିରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.