Swastik Tv News Odisha

ଓଃ କି ଡ୍ୟାନ୍ସ ! Road ground ଉପରେ Genda Phool ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଏବେ ଦୁଇଜଣ କୁନି ପିଲାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ କୁ ଯିଏ ବି ଦେଖୁଚି ସେ ଖୁସି ହେବା ସହିତ ନିଶ୍ଚିତ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି ଆଉ ପ୍ରଶଂସା ବି କରୁଛି। ତେବେ ଏହି ଭିଡିଓ ହେଉଛି ଦୁଇଟି କୁନି ଝିଅଙ୍କର କ୍ୟୁଟ୍ ଡାନ୍ସ ଭିଡିଓ। ଆପଣ ତ ଜାଣିଛନ୍ତି ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇଥାଏ।

ଆଉ ଏହା ସହିତ ସେମାନଙ୍କୁ ମନୋରଞ୍ଜନର ସୁରାକ ଏବଂ ସୁଯୋଗ ମଧ୍ଯ ମିଳିଯାଏ।ଆଉ ଯଦି ଏହା କୁନି ପିଲାମାନଙ୍କ ର ଡାନ୍ସ ଭିଡିଓ ହୋଇଥାଏ ତେବେ ଏଥିପ୍ରତି ଏକ ଭିନ୍ନ ଉତ୍ସୁକତା ଦେଖାଦିଏ।ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପିଲାମାନଙ୍କର ଏହିପରି ଡାନ୍ସ ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ଏହାସହ ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।

ଯେତେବେଳ କୁନି ପିଲା ଜଣେ ନାଚୁଥିବାର ଆପଣ ଦେଖିବାକୁ ପାଆନ୍ତି ସେତେବେଳ ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେଉଥିବେ। କାରଣ ଛୋଟ ପିଲା ମାନଙ୍କ ର ଡାନ୍ସ ଭିଡିଓ ଦେଖିବା ମାତ୍ରେ ଆମ୍ଭେ ସେହି ତାଳରେ ଅଜାଣତରେ ଗୋଡ଼ ଉଠାଇ ଦେଇ ଥାଉ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି।ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।

ଏଠାରେ ଦୁଇଟି କୁନି ଝିଅ ସୁନ୍ଦର୍ ଭାବରେ ଏକ ଲୋକପ୍ରିୟ ହିନ୍ଦୀ ଗୀତରେ ନୃତ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳିଛି। ଏହି ଗୀତଟି ହେଉଛି, ବଡ ଲୋକେର ବେଟି। ଯାହାକୁ ଗାଇଛନ୍ତି ବାଦଶାହା।ଏକ ସୁନ୍ଦର ସ୍ଥାନରେ ଫାଙ୍କା ଜାଗାରେ କୁନି ଝିଅ ଦୁଇଜଣଙ୍କର ଏପରି ଡାନ୍ସକୁ ରେକର୍ଡ କରା ଯାଇଛି। ଗୀତର ତାଳେ ତାଳେ ସେମାନେ ଝୁମି ଝୁମି ନାଚୁଛନ୍ତି। ଏତେ ସୁନ୍ଦର ଭାବରେ ସେମାନେ ତାଙ୍କର କୁନି ହାତରେ ବିଭିନ୍ନ ପ୍ରକାରର, ଭଙ୍ଗି ଦେଖାଇ ଏହି ନୃତ୍ୟ ପରିବେଷଣ କରୁଛନ୍ତୁ ତାକୁ ଦେଖିଲେ ଆପଣ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ଯ ହେବେ ଏବଂ ନିଶ୍ଚିତ ପ୍ରଶଂସା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.