Swastik Tv News Odisha

ପାଣି ଭିତରେ ସାପ-କୁକୁର ଭୟଙ୍କର ଲଢେଇ, ଏମିତି ବିରଳ ଦୃଶ୍ୟ ଜୀବନରେ କେବେ ବି ଦେଖି ନଥିବେ… ଦେଖନ୍ତୁ Video

0

ବେଳେ ବେଳେ ଏମିତି ସବୁ ଘଟଣା ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯାହା ସମସ୍ତେଙ୍କୁ ଚମକାଇ ଦେଇଥାଏ।ଆଉ ଏବେ ସେହି ପରି କିଛି ଆଖି କୁ ଚମକାଇ ଦେଲା ଭଳି ଦୃଶ୍ୟ ଜୋର ରେ ଭାଇରଲ ହୋଇଛି ଯାହା ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ। ଆଉ ତେବେ ଏଠାରେ ଦୁଇ କୁକୁର ମିଶି ଗୋଟିଏ ସାପ ସହିତ ଯାହା କରିଛନ୍ତି ଦେଖିବା ପରେ ଚମକି ପଡିବେ।

ଏହିଠାରେ ଏବେ ଅଭୂତ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଯାହା ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଯାହା ସମସ୍ତ ଙ୍କୁ ଚମକାଇ ଦେଇଛି ଆଉ ଏବେ ତାହା ସୋସିଆଲ ମିଡ଼ିଆରେ ଅନେକ ମଧ୍ୟ ଶେୟାର କରିଛନ୍ତି। ଏହିଠାରେ ତିନୋଟି ପ୍ରାଣୀ ଯେଉଁଭଳି ଭାଵରେ ପାଣି ଭିତରରେ ଖେଳୁଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏଠାରେ ଦୁଇ କୁକୁର ର ଯାହା କରିଛନ୍ତି ତାହା କୁ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଯାହା ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହେବାରେ ଲାଗିଛି। ଆଉ କୁକୁର ଦୁଇଟି ଗୋଟିଏ ସାପ ସହିତ ଯାହା କରିଛନ୍ତି ତାହା ଅତି ହୃଦୟ ବିଦାରକ।

ଏହି ଭିଡ଼ିଓ ଟିରେ ଗୋଟିଏ ସାପ ଟି ସହ ଯାହା ସବୁ ହୋଇଛି ତାହା ଏକ ହୃଦୟ ବୁଦାରକ ଦୃଶ୍ୟ ହୋଇପାରେ ସାପ ପାଇଁ। ଆଉ ଏହିଠାରେ ଯାହା ସବୁ ଦେଖିବାକୁ ମିଳିଛି ସେହି ଦୁଇ କୁକୁର ରଙ୍କର କାରନାମା ତାହା ସମସ୍ତଙ୍କୁ ଚମକାଇ ଦେଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଆଉ ଏଠାରେ ଦୁଇ କୁକୁର ମିଶି କେଇ ଏକ ସାପ କୁ ପାଣି ଭିତରେ ଆକ୍ରମଣ କରୁଥିବାର ଦୃଶ୍ୟ ନଜରକୁ ଆସିଛି ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ସେହି ଦୁଇ କୁକୁର ସେହି ସାପ କୁ ପାଣି ଭିତରେ କୁଆଡେ ଯିବା ପାଇ ଦେଇ ନାହାଁନ୍ତି ଏବଂ ସେ ଦୁହେଁ ତାଙ୍କୁ କାମୁଡିବା ପାଇଁ ଲାଗିଛନ୍ତି। ଆଉ ସେହି ସମୟରେ ସେହି ସାପ ଟି ନିଜକୁ ବଞ୍ଚେଇବା ପାଇଁ ଲାଗି ତାଙ୍କୁ ମଧ୍ୟ ଓଲଟା ଦଂଶନ କରିବା ଲାଗି ମଧ୍ୟ ଲାଗିଛନ୍ତି ଯାହା ଏଠାରେ ନଜରକୁ ଆସିଛି।

ଏହି ଭିଡ଼ିଓ ଟିରେ ସେହି ଦୁଇ କୁକୁର ସାପ ସହିତ ଏମିତି ଆବସ୍ଥା କରିଛନ୍ତି ଯାହା ଦେଖିବା ପରେ ମୁଣ୍ଡରେ ହାତ ଦେବେ। ଆଉ ଆପଣ ମାନେ ମଧ୍ୟ ଜାଣିଥିବେ ସାପ କାମୁଡ଼ିଲେ ସମସ୍ତଙ୍କର ମୃତ୍ୟୁ ବରଣ ହୋଇ ଯାଇଥାଏ।ହେଲେ ଏଠାରେ ସେହି ଦୁଇ ସାପ କୁ ଟିକେ ମଧ୍ୟ ଡର ନାହିଁ ଯାହା ଏଠାରେ ତାଙ୍କୁ ବାହାରକୁ ଯିବା ପାଇଁ ଦେଇ ନାହାଁନ୍ତି। ଆଉ ସେହି ସାପ ଟି ଶେଷରେ ଶୁଖିଲା କୁ ଯିବା ପାଇଁ ପ୍ରୟାସ କରିଲା ଯାହା ପରବର୍ତ୍ତୀ ସମୟରେ ବାହାରେ ମଧ୍ୟ ଆକ୍ରମଣ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.