Swastik Tv News Odisha

ମାନବିକତା ଭୁଲି ଗଲା ମଣିଷ , ଚୋରିକଲା ବୋଲି ବୋଲି… ଦେଖନ୍ତୁ Video

0

ବନ୍ଧୁଗଣ ବେଳେବେଳେ କିଛି ଏମିତି ଦୃଶ୍ୟ ଆପଣ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ଯ ହେଉଥିବେ। ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ପାଉଥିବେ।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ।

କାରଣ କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ଆପଣ ବିଚଳିତ ହୋଇ ପଡ଼ନ୍ତି ଏବଂ ଭୟରେ ଛାତି ଥରି ଉଠିଥାଏ। ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ। ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ। ଆଉ ଏହାକୁ ଦେଖି ସେମାନେ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି।

କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ। ନିଶ୍ଚିତ ଭାବରେ ଆପଣ ପ୍ରତିଦିନ ଦେଖୁଥିବା ଅନେକ ଭାଇରାଲ ଭିଡିଓ ମଧ୍ୟରୁ ଭୟଭୀତ କଲାଭଳି ଖବର ମଧ୍ୟ ଦେଖିବାକୁ ପାଉଥିବେ। ତେବେ ଏହି ଭିଡିଓ ଏମିତି ହୋଇଥାଏ ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ଏକ ଡର ସୃଷ୍ଟି କରିଥାଏ।କିନ୍ତୁ ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଏମିତି ଏକ ଆଚମ୍ବିତ କରିବା ଭଳି ଘଟଣା ବିଷୟରେ ଯାହା ସାଧାରଣରେ ଆଲୋଚନା ର ବିଷୟ। ଏଠାରେ ଜଣେ ବ୍ୟକ୍ତିଙ୍କୁ କିପରି ତରିକାରେ ଦଣ୍ଡ ଦିଆ ଯାଉଛି ତାହା ଥରେ ଦେଖନ୍ତୁ।

ଘଟଣାକ୍ରମ ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ଗାଡିରୁ ମୋବାଇଲ ଚୋରି କରିଥିଲେ ଆଉ ଏହାପରେ ସେ ଯେତେବେଳେ ଧରା ପଡ଼ିଥିଲେ ସେତେବେଳେ ତାଙ୍କୁ ଗାଡ଼ି ଆଗରେ ବାନ୍ଧି ଗାଡ଼ି ଚଳାଇ ଚଲାଇ ନିଆ ଯାଉଛି। ବ୍ୟକ୍ତି ଜଣଙ୍କ ଟ୍ରକ୍ ଆଗରେ କିପରି ଝୁଲି ରହିଛନ୍ତି ତାହା ଥରେ ଦେଖନ୍ତୁ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଚୋରି କଲେ ବୋଲି କଣ ଏପରି ଭାବରେ ମାନବିକତା ଭୁଲି ଦଣ୍ଡ ପ୍ରଦାନ କରାଯିବା ପ୍ରଯୁଜ୍ୟ ଅଟେ। ଏହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣାଟି ହେଉଛି ଅର୍ଥାତ୍ ଆପଣ ଯେଉଁ ଭିଡିଓ ଦେଖିବାକୁ ପାଉଛନ୍ତି ଏହା ପାରାଦ୍ଵୀପ ଭୂତୁମୁଣ୍ଡାଇ ସ୍ଥିତ ମହାନଦୀ ପୋଲ ଉପରର ଦୃଶ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.