Swastik Tv News Odisha

ଦେଖନ୍ତୁ ଭିଡିଓ – ସ୍ବାମୀ ପାଇଁ ଚାଲିଛି ପୂଜାର୍ଚ୍ଚନା ଏବଂ ସୋସିଆଲ ମିଡ଼ିଆ ରେ ସାହାଯ୍ୟ ଭିକ୍ଷା ହସ୍ପିଟାଲ ରୁ କିଛି ଖବର ଆସିଲା ତାପରେ

0

ସାରା ଦେଶରେ ପଡିଛି ହାହାକାର.. ଜାଣି ହେଉନାହିଁ କିପରି ଟଳିବ ଏହି ମହାବିପତି…କିଏ ରକ୍ଷା କରିବ ଏହି ପୃଥିବୀ ପୃଷ୍ଠା କୁ ।ବର୍ତ୍ତମାନ ମାନ ର ଏହି କରନା ଭୁତାଣୁ ର ପରିସ୍ଥିତି କୁ ଦେଖି ଏହିପରି ସବୁ ଚିନ୍ତା ଆମ ମନ କୁ ଆସିବା ସ୍ବଭାବିକ ଅଟେ ।ତେବେ ୨୦୧୯ ର ଶେଷ ରେ ଏହି କରନା ଭୂତାଣୁ ର ଉତ୍ପତି ହୋଇଥିଲା ସୁଦୂର ଚୀନ ଦେଶରେ କିନ୍ତୁ ୨୦୨୦ ମସିହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ପ୍ରାୟ ସମଗ୍ର ଦେଶରେ ମାତି ଯାଇଥିଲା।

ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଥମିବାର ନାମ ନେଉନାହିଁ।ଏହା ଏତେ ଭୟଙ୍କର ହୋଇ ଉଠୁଛି ଦିନ କୁ ଦିନ ଯେ ଏହା ହଜାର ହଜାର ଲୋକଙ୍କ ର ଘର ଉଜୁଡି ସାରିଲେଣି ।କେଉଁ ପରିବାର ସବୁ ପୁଅ ଝିଅ ଙ୍କୁ ହରେଇ ତାର ସର୍ବସ୍ୱ ହରାଉଛି ତ୍ କିଏ ପୁଣି ନିଜ ବାପା ମା ଙ୍କୁ ହରାଇ ଅନାଥ ହୋଇଯାଉଛି ।

ତେବେ ଏହି ରୋଗ ଏତେ ଭୟଙ୍କର ତା ସହ ପୁଣି ଖର୍ଚ୍ଚ ବହୁଳ ହୋଇଥିବାରୁ ଏହାର କୁ ସାମ୍ନା କରିବା ସମ୍ଭବ ନୁହେଁ। ତଥାପି ସେମାନେ ଭଗବାନ ଙ୍କ ଉପରେ ଭରସା ରଖି ଏବଂ ଲୋକ ମାନ ଙ୍କୁ ସାହାଯ୍ୟ ମାଗି ଚିକିତ୍ସା କରୁଛନ୍ତି।କିନ୍ତୁ ଆମେ ଆଜି ଆପଣଂକୁ ଯେଉଁ ଘଟଣା ଟି ବିଷୟରେ ଜଣେଇବୁ ତାହା ଜାଣିବା ଆପଣଙ୍କ ଆଖିରୁ ଲୁହ ଝରିଯିବ।

ପତ୍ନୀ ଓ ପରିବାର ଭଗବାନ ଙ୍କ ପାଖରେ ପୂଜାର୍ଚ୍ଚନା କରୁଛନ୍ତି ଏପଟେ ସୋସିଆଲ ମିଡ଼ିଆ ମାଧ୍ୟମରେ ସ୍ୱାମୀ ର ଚିକିତ୍ସା ପାଇଁ କାନି ପତାଉଛନ୍ତି ।କିନ୍ତୁ ସେହି ସମୟରେ ହସ୍ପିଟାଲ ରୁ ଖବର ଆସିଲା କି ସ୍ୱାମୀ ଆଉ ନାହାନ୍ତି। ଭାବନ୍ତୁ କେମିତି ଲାଗିଥିବ ତାଙ୍କୁ କଣ ହୋଇଥିବ ତାଙ୍କର ଅବସ୍ଥା ।ତେବେ ଏହିପରି ଘଟଣା ଟି ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ।ତେବେ ଘଟଣା ଟି ପୁରା ଜିଲ୍ଲା କୁ ଦୁଖଃ ର ଦରିଆ ମଧ୍ୟରେ ଭସେଇ ଦେଇଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲାର ଜଣେ ବ୍ୟକ୍ତି ମେ ୩୦ ତାରିଖରେ ତାଙ୍କୁ କୋଭିଡ ପଜିଟିଭ ବୋଲି ଜଣାପଡିଥିଲା ।ପରେ ତାଙ୍କୁ କେନ୍ଦ୍ରାପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କର ସ୍ୱାସ୍ଥ୍ୟ ଆହୁରି ବିଗିଡ଼ି ଯିବାରୁ ଦୁଇ ଦିନ ତଳେ ତାଙ୍କୁ ଭୁବନେଶ୍ୱର ର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ମାତ୍ର ତାଙ୍କର ଚିକିତ୍ସା ପାଇଁ ଅର୍ଥ ଅଭାବ ହୋଇଥିବାରୁ ସେମାନେ ଲୋକ ଙ୍କୁ ସାହାଯ୍ୟ ମାଗିଥିଲେ ପତ୍ନୀ। ଏପଟେ ଆଉ ବାପା ମା ଓ କୁନି ଝିଅ ବାପା ଙ୍କର ସ୍ୱାସ୍ଥ୍ୟ ଘରେ ପୂଜାର୍ଚ୍ଚନା କରୁଥିଲେ ।

ତେବେ ପୂଜାର୍ଚ୍ଚନା ସମ୍ପୂର୍ଣ୍ଣ ହୋଇନାହିଁ କିନ୍ତୁ ମାଡି ଆସିଲା ଅନ୍ଧକାର ଆଉ ହସ୍ପିଟାଲ ରୁ ଖବର ଆସିଥିଲା କି ତାଙ୍କର ସ୍ଵାମୀ ଆଉ ନାହାନ୍ତି ବୋଲି। ଏହି ସୂଚନା ଆସିବା ପରେ ଚାରିଆଡେ ମାଡି ଯାଇଥିଲା ଦୁଃଖର ଲହରୀ ।ପତ୍ନୀ, ପରିବାର ଓ ଝିଅ ର ଲୁହ ରେ ଭାସିଯାଇଥିଲା ପୁରା ଗାଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.