Swastik Tv News Odisha

ସାରା ଓଡିଶାରେ ଚହଳ ସୃଷ୍ଟି କଲା ଏହି Viral Song ” ଲକଡାଉନ ହେଲା କୁନି ଝିଅ କାନ୍ଦିଲା “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ସୁନ୍ଦର୍ ମନଛୁଆଁ ମ୍ୟୁଜିକ ଭିଡିଓ, ଯାହାକୁ ଶୁଣିଲେ ଆପଣ ନିଶ୍ଚିତ ଖୁସି ହେବେ। ତେବେ ଆପଣ ଜାଣିଛନ୍ତି ଏବେ ମ୍ୟୁଜିକ ଭିଡିଓ ଗୁଡ଼ିକର କିପରି ଚାହିଦା ରହିଛି।ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ତେବେ ଆପଣ ତ ଜାଣିଛନ୍ତି କିପରି ଭାବରେ ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ।

ତେବେ ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ଟେକ୍ନିକାଲ ମୋଡ଼ିଫିକେଶନ ମଧ୍ଯ ଅନେକ ମାତ୍ରାରେ ହେଉଛି। ଯାହା ଏହିସବୁ ଭିଡିଓ କୁ ଅନ୍ଯ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ସକ୍ଷମ ହୋଇ ପାରୁଛି। ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନାକୁ ଆସୁଛି। ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ଯ ବହୁତ୍ ଭଲ ରୋଜଗାର କରୁଛି। ଲୋକେ ଏସବୁ ଗୀତକୁ ବହୁତ୍ ଭଲ ପାଇବା ଦେଉଛନ୍ତି।

ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ତେବେ ଏହି ଗୀତଟି ଏକ ଭିନ୍ନ ବିଷୟବସ୍ତୁ ଏବଂ ସଚେତନତା ବାର୍ତ୍ତା ପ୍ରଦାନ କରିବା ଭଳି ଗୀତ ଅଟେ।ଏହି ଗୀତର ଦୁଇଟି ପାର୍ଟ ରହିଛି। ପ୍ରଥମେ ଆପଣ ଲକ୍ ଡାଉନ୍ ସମୟରେ ଲୋକଙ୍କୁ ସଚେତନ କରିବା ପାଇଁ ଦିଆ ଯାଉଥିବା ବାର୍ତ୍ତା ବିଷୟରେ ଜାଣିବାକୁ ପାଇବେ ଯାହା ସୁନ୍ଦର୍ ଭାବରେ ରଚନା କରା ଯାଇଛି। ଆଉ ତାପରେ ଏକ କୁନି ଝିଅର ଭାଇରାଲ ଭିଡିଓ କୁ ନେଇ ଏକ ଗୀତ ଶୁଣିବାକୁ ପାଇବେ।ଏହି ଗୀତଟି ହେଉଛି ଲକ୍ ଡାଉନ୍ ହେଲା ପୁଣି ଏବଂ କୁନି ଝିଅଟା କାନ୍ଦିଲା।

ବହୁତ ସୁନ୍ଦର୍ ଭାବରେ ଏହି ଗୀତକୁ ରଚନା କରାଯିବା ସହିତ ସ୍ଵରରେ ମଧ୍ୟ ସଜା ଯାଇଛି।ଏହି ଗୀତକୁ ସୁନ୍ଦର୍ ଭାବରେ ଗାଇଛନ୍ତି ଜଣେ ଯୁବ ଗାୟକ, ଯାହାଙ୍କ ନାମ ହେଉଛି ମାନସ କୁମାର।ସେ ଏହି ଗୀତର ମ୍ୟୁଜିକ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।ଏହି ଭାଇରାଲ ଗୀତର ଲିରିକ୍ସ ଦେଇଛନ୍ତି ରାଜାରାଜ୍।ଆପଣ ଏହି ଗୀତଟିକୁ ଶୁଣିଲେ ନିଶ୍ଚୟ ଏହାକୁ ପସନ୍ଦ କରିବେ।ଏହି ଗୀତକୁ ଏବେ ସୁଦ୍ଧା ୧୪ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.