Swastik Tv News Odisha

ଆଶ୍ଚର୍ଯ୍ୟ ! White Ever Water Slide ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ଦେଶ ବିଦେଶର ଅନେକ ଜାଗା ଯଦି ବୁଲିଥିବେ, ତେବେ ଜାଣିଥିବେ ସବୁ ସ୍ଥାନର କିଛି ନା କିଛି ଭିନ୍ନ ସୋନ୍ଦର୍ଯ୍ୟ ରହିଥାଏ। ଯାହାକୁ ଦେଖି ବହୁତ ଖୁସି ଲାଗିଥାଏ।ସେହିଭଳି ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ ଭିଡିଓ ରେ ଏକ ଏମିତି ସ୍ଥାନ ଆପଣ ଦେଖିବାକୁ ପାଇବେ ଯାହା ଆପଣଙ୍କୁ ଏକ ଭିନ୍ନ ଆନନ୍ଦ ଦେବ। ଏହି ଭିଡିଓ କୁ ଦେଖିଲେ ଆପଣ ବୁଝି ପାରିବେ ଯେ ଏମିତି ବି ସ୍ଥାନ ଅଛି ଯାହା ଦେଖିବାକୁ ସାମାନ୍ଯ ଅଜିବ ଲାଗୁଥିଲେ ବି ସେଠାରେ ସମୟ ଅତିବାହିତ କରିବାର ମଜା, ଆନନ୍ଦ କିଛି ଅଲଗା ପ୍ରକାରର ଅଟେ।ଏହି ସ୍ଥାନ ହେଉଛି ଇଣ୍ଡୋନେସିଆ ର ଏକ ୱାଟର ପାର୍କ ର।

ଯାହା ଏକ ଭିନ୍ନ ଧରଣର ଏବଂ ଭିନ୍ନ ପ୍ରଣାଳୀରେ ପ୍ରସ୍ତୁତ ହୋଇଛି।ଯାହାର ନାମ ହେଉଛି ସ୍ନୋ ବେ ୱାଟର ପାର୍କ। ଏଠାରେ ଯେଉଁଭଳି ଭାବରେ ଏହାକୁ ନିର୍ମାଣ କରା ଯାଇଛି ଏବଂ ଏହି ୱାଟର ପାର୍କ ର ଯେଉଁଭଳି ଭାବରେ ସୋନ୍ଦର୍ଯ୍ୟ ରହିଛି ତାହା ବେଶ୍ ଆକର୍ଷଣୀୟ ଏବଂ ସୁନ୍ଦର୍ ଅଟେ। ଏଠାରେ କେଉଁଭଳି ଭାବରେ ଲୋକେ ଏହାର ମଜା ନେଉଛନ୍ତି ତାହା ଥରେ ଦେଖନ୍ତୁ।ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଖୁସି ଦେବ।ତେବେ କିଭଳି ଭାବରେ ବାଙ୍କ ବାଙ୍କ ହୋଇ ଏହି ପାର୍କ କୁ ନିର୍ମାଣ କରା ଯାଇଛି ଯେଉଁଠି ଶୋଇଲେ ଆପଣ ଏକ ଭିନ୍ନ ଆନନ୍ଦ ପାଇବେ। ତେବେ ଏହି ୱାଟର ପାର୍କ କୁ ପ୍ରତିଦିନ ଅନେକ ସଂଖ୍ୟାରେ ଲୋକ ବୁଲିବାକୁ ଏବଂ ମଜା ନେବାକୁ ଯାଇଥାନ୍ତି।

ଏଠାକାର ପାଣି ଯେମିତି ରହିଛି ତାହା ଦେଖିବାକୁ ଯେମିତି ଶ୍ନୋ ଭଳି ଏବଂ ଗରମ ଦିନରେ ବେଶ ଆନନ୍ଦ ଦାୟକ ଅଟେ। ତେବେ ଦେଶ ବିଦେଶରୁ ଲୋକଙ୍କ ଭିଡ଼ ଏଠାରେ ଜମିବାରେ ଲାଗିଥାଏ ପ୍ରତିବର୍ଷ। ତେବେ ବିଶେଷ କରି ଗ୍ରୀଷ୍ମ ଦିନରେ ଏଠାରେ ଲୋକେ ଆନନ୍ଦ ଉପଭୋଗ କରିବାକୁ ଏହି ୱାଟର ପାର୍କ କୁ ଆସିଥାନ୍ତି।ତେବେ ଏହି ୱାଟର ପାର୍କ ର ସୋନ୍ଦର୍ୟ୍ଯ ସାଙ୍ଗକୁ ଏହାର ପରିଷ୍କାର ଏବଂ ପରିଚ୍ଛନ୍ନତା ବେଶ ଉଚ୍ଚ କୋଟୀର ଯାହା ଆପଣ ଏଠାରେ ଏହି ଭିଡିଓ ରେ ଦେଖି ପାରୁଥିବେ। ଏମିତିରେ ବି ଇଣ୍ଡୋନେସିଆ କୁ ଅନେକ ଦମ୍ପତ୍ତି ବୁଲିବାକୁ ଯାଇଥାନ୍ତି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ।

ସେଠାରେ ଏମିତି ଅନେକ ସ୍ଥାନ ରହିଛି ଯାହା ଲୋକଙ୍କୁ ଆକୃଷ୍ଟ କରିଥାଏ।ଆଉ ସେଠାରେ ଏହି ୱାଟର ପାର୍କ ସେହି ସୋନ୍ଦର୍ଯ୍ୟକୁ ଅଧିକ ଦ୍ଵିଗୁଣିତ କରୁଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ୱାଟର ପାର୍କ ଟି ଇଣ୍ଡୋନେସିଆର ସ୍ନ ବେ ର ହ୍ୱାଇଟ ଏଭର୍ ୱାଟର ପାର୍କ ସ୍ଲାଇଡ୍ ଅଟେ, ଯାହା ଜାକର୍ତା ରେ ଅବସ୍ଥିତ। ଏହି ୱାଟର ପାର୍କ ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.