Swastik Tv News Odisha

A success Story – ଦିନେ ସେ ଭିକାରି ଥିଲେ ଆଜି ସେ IAS ଅଫିସର , ଏହି ଛାତି ଫାଟ କାହାଣୀ ଶୁଣିଲେ ଗୋଡ ତଳୁ ମାଟି ଖସି ଯିବ…

0

ସବୁବେଳେ କୁହାଯାଏ କଷ୍ଟ କଲେ ଯାଇ କୃଷ୍ଣ ମିଳନ୍ତି, ତେବେ ଆମେ ଯଦି କୌଣସି ଜିନିଷ କୁ ପାଇବା ପାଇଁ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ ତାହେଲେ କେବେ କିଛି ବି ଅସମ୍ଭବ ଲାଗି ନଥାଏ ।ଆଉ ଜୀବନରେ ଯେତେ ବାଧା ଆସିଲେ ବି ଆମେ ଯଦି ପଠଭ୍ରଷ୍ଟ ନହେଇ ଆମ ଲକ୍ଷ୍ୟ ପ୍ରତି ଏକାଗ୍ରତା କରିବୁ ତାହେଲେ ଦିନେ ନା ଦିନେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ।ତେବେ ଆଜିର ଛାତ୍ରଛାତ୍ରୀ ମସନେ ନିଜ ଜୀବନରେ ବହୁତ କିଛି କରିବାକୁ ଚାହାନ୍ତି ବହୁତ କଷ୍ଟ କରି ପାଠ ପଡି ଥାଆନ୍ତି କିନ୍ତୁ ବହୁତ ସମୟରେ ସେମାନେ ହାର ମାନି ଯାଆନ୍ତି ଆଉ ନିଜ ଲକ୍ଷ୍ୟ କୁ ଭୁଲି ଯାଆନ୍ତି ।ସେହି ସମୟରେ କିଛି ଏମିତି ଘଟଣା ଆମକୁ ଆଗକୁ ବଡିବାକୁ ପ୍ରେରଣା ଦେଇଥାଏ ।

ଆପଣ ମାନେ ଜାଣିଛନ୍ତି ଆ ଏ ସ ହେବାକୁ ବହୁତ ପିଲା ଚାହାଁନ୍ତି କିନ୍ତୁ ଏହି ପରୀକ୍ଷା ପାସ କରିବାକୁ ହେଲେ ନିଜ ଭିତରେ ସେତିକି ମନୋବଳ ଓ ପରିଶ୍ରମ କରିବା ଦରକାର ।ତେବେ ଅସଜି ଆମର ଏମିତି ଜଣେ ଆ ଏ ସ ଅଫିସର ଙ୍କ କାହାଣୀ କହିବୁ ଯାହାଙ୍କ ଜୀବନ କଥା କହିଲେ ଆପଣ ନିଶ୍ଚିତ ମୋତିଭେଟ ହେବେ ।ତେବେ ଏହି ଆ ଏ ସ ଅଫିସର ଜଣଙ୍କ ପାଖରେ ପ୍ରଥମରୁ କିଛି ବି ସୁବିଧା ନଥିଲା ଖାଇବା ପାଇଁ ନା ଖାଦ୍ୟ ନା ରହିବା ପାଇଁ ଘର କିଛି ବି ନଥିଲା ।ତେବେ ଏହି ପରିସ୍ଥିତି ରେ ପାଠ ପଡ଼ିଥିଲେ, ରହୁଥିଲେ ରେଲୱେ ଷ୍ଟେସନରେ ଆଉ ମାଆ ସହିତ ଭିକ ମାଗୁଥିଲେ ।ମାଆ ବହୁତ କଷ୍ଟରେ ଝିଅକୁ ପାଠ ପଡ଼େଇ ଥିଲେ ଆଉ ଝିଅ ବି ଖୁବ ଜୋର ଲଗେଇ ଦେଇଥିଲେ ପାଠ ପଡିବାରେ ।

ସେଥିପାଇଁ ସ୍କୁଲ କଲେଜ ସବୁଠାରେ ସେ ଟପର ହେଇ ଆସିଥିଲେ ,ଏବେ ଆଶା ଥିଲା ଖଣ୍ଡିଏ ସରକାରୀ ଚାକିରୀ କରିବେ ନିଜ ଆବସ୍ତାରେ ଟିକିଏ ସୁଧାର ଆଣିବେ ।କିନ୍ତୁ ତାଙ୍କ ସ୍ୱପ୍ନ ସବୁ ପାଣି ହେଇ ଯାଇଥିଲା ରାଜନୀତିର ଚାପ ଭିତରେ କାରଣ ଯେତେଥର ବି ପରୀକ୍ଷା ପାଇଁ ଆବେଦନ କଲେ ସବୁଥିରେ ତାଙ୍କୁ ବିଫଳତା ମିଳିଲା ।ଏମିତି ଥରେ ମାଆ ପାଖରେ କାନ୍ଦିବାରୁ ମାଆ ତାଙ୍କୁ ବୁଝେଇଥିଲେ ଏଇ ତ ଜୀବନ ଆଉ ଏତିକିରେ ତୁ ହାରି ଯାଉଛୁ ଏଇ ତ ଆରମ୍ଭ ମାତ୍ର ଆଗକୁ ବହୁତ ରାସ୍ତା ଯିବାର ଅଛି ।

ସେହିଠାରୁ ଝିଅ ଦିନ ରାତି ଏକ କରିଦେଇ ଥିଲେ ୟୁ ପି ଏ ସି ପରୀକ୍ଷା ପାଇଁ ଆଉ 2 ବର୍ଷର କଠିନ ପରିଶ୍ରମର ଫଳ ତାଙ୍କୁ ଆ ଏ ସ ବନେଇ ଦେଇ ଥିଲା ।2021 ମସିହାରେ 135 ରାଙ୍କ ରଖି ଆଇ ଏ ସ ହେଇଥିଲେ, ତେବେ ମନେ ରଖିବେ ସଫଳତା ସବୁବେଳେ ମିଳିଥାଏ ଯଦି ଆପଣ ଠିକ ରାସ୍ତାରେ ଥିବେ ଓ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ରତା ରଖିବେ ତ ସବୁକିଛି ସମ୍ଭବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.