Swastik Tv News Odisha

Prents Tips – ଆପଣଙ୍କ ପିଲାଙ୍କର କମ ରହୁଛି କି ସ୍ମରଣ ଶକ୍ତି, ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ, ଗ୍ୟାରେଣ୍ଟି ବଢିବ…

0

ଆଜିର ବ୍ୟସ୍ତ ଜୀବନ ଭିତରେ ମଣିଷ ନିଜ ଭିତରେ ଏତେ ବ୍ୟସ୍ତ ରହୁଛି ଯେ ବହୁତ କିଛି ଭୁଲିବାରେ ଲାଗୁଛି ଆଉ ଯେତେ ଚେଷ୍ଟା କଲେ ବି କିଛି କଥା କିମ୍ବା କିଛି ଘଟଣା ମନେ ରହେ ନାହିଁ ।ତେବେ ଏହା କେବଳ ବଡ଼ ମାନଙ୍କ ପାଖରେ ନୁହେଁ ଏହା ଛୋଟ ପିଲା ମାନଙ୍କ ପାଖରେ ବି ଦେଖିବାକୁ ମିଳିଥାଏ ।ବହୁତ ସମୟରେ ବାପାମାଆ ଚିନ୍ତିତ ରହି ଥାଆନ୍ତି କି ତାଙ୍କ ପିଲା ମାନେ ଖୁବ ଜଲଦି କିଛି ମନେ ରଖିପାରୁ ନାହିଁ ଆଉ ବହୁତ ଜଲଦି କିଛି କଥା ଭୁଲି ଯାଉଛନ୍ତି ।ତେବେ ଏହାର ସମାଧାନ କଣ ବି ସେହି ବାପାମାଆ ମାନେ ଜାଣି ପାରୁ ନାହାନ୍ତି ।

ତେବେ କହିବାକୁ ଗଲେ ସମସ୍ତ ପିଲା ମାନଙ୍କ ଭିତରେ ସମାନତା ନଥାଏ ତେଣୁ କାହାର କର୍ମୀୟୀ ମେମୋରୀ ଶକ୍ତି କହିହୁଏ ନାହିଁ ।ତେବେ ଜାଣି ଖୁସି ହେବେ କି ଏହାର ବି ସମାଧାନ ବି ରହିଛି ଯାହା କାହାର ବି ସ୍ମୃତିଶକ୍ତି କୁ ବଡେଇ ପାରିବ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ଆଉ କେମିତି ତାହାକୁ ବ୍ୟବହାର କରିବେ ।

ଆବଶ୍ୟକ ସାମଗ୍ରୀ:-
-ପେସ୍ତା ବାଦାମ
-ନଡ଼ିଆ
-ଅଖୃଟ
-କ୍ଷୀର

ପ୍ରସ୍ତୁତି ପ୍ରଣାଳୀ:-

-ସ୍ମୃତିଶକ୍ତି କୁ ବିଡେଇବା ପାଇଁ ଆପଣ ପ୍ରଥମେ ଏହି ଚାରିଟି ଜିନିଷ ନିଜ ପାଖରେ ରଖନ୍ତୁ ଯେଉଁ ଗୁଡିକ ହେଲା ପେସ୍ତା ବାଦାମ,ନଡ଼ିଆ,ଅଖୃଟ,କ୍ଷୀର ।

-ଏବେ ଆପଣ କଞ୍ଚା କିଂବା ଶୁଖିଲା ନଡ଼ିଆରୁ 20 ଗ୍ରାମ ନିଅନ୍ତୁ ଆଉ ତାକୁ ଛୋଟ ଛୋଟ କରି କାଟି ନିଅନ୍ତୁ ।ତାପରେ 4ରୁ ଟି ପେସ୍ତା ବାଦାମ ନିଅନ୍ତୁ ଆଉ ତାକୁ ବି ଛୋଟ ଛୋଟ କାଟି ନିଅନ୍ତୁ ଏବେ ଗୋଟିଏ ଅଖୃଟ ନିଅନ୍ତୁ ଆଉ ତାକୁ ଭାଙ୍ଗି ତା ଭିତରେ ଥିବା ଅଂଶକୁ ଛୋଟ ଛୋଟ କାଟି ନିଅନ୍ତୁ ।

-ଏବେ ସେହି ସବୁକୁ ମିଶେଇ ଦିଅନ୍ତୁ ଆଉ ଏବର ସେଥିରେ ଆବଶ୍ୟକ ମୁତାବକ ମିଶ୍ରୀ ମିଶାନ୍ତୁ ତେବେ ମିଶ୍ରୀ ଗୁଣ୍ଡ କରି ମିଶାଇବେ ।

କେମିତି ଏହାର ବ୍ୟବହାର କରିବେ:-

-ତେବେ ଏହାକୁ ଆପଣ ଦିନରେ ଯେକୋୖଣସି ସମୟରେ ଖାଇ ପାରିବେ, ଖାଲି ପାଟିରେ ଚୋବେଇ ଖାଇବେ ତାପରେ ଗୋଟିଏ ଗ୍ଲାସ କ୍ଷୀର ପିଇବେ ଯାହା ଆପଣଙ୍କ ପାଇଁ ଖୁବ ଲାଭଦାୟୀ ଅଟେ ।ନହେଲେ ଆପଣ ସିଧା କ୍ଷୀରରେ ସେହି ସବୁକୁ ମିଶେଇ ବି ଖାଇ ପାରିବେ ଏଥିରେ ବି କିଛି ଅସୁବିଧା ନାହିଁ ।

-ଆଉ ଏହା ସବୁ ବର୍ଗର ଲୋକମାନେ ଖାଇ ପାରିବେ ଆଉ ଏହାକୁ ଖାଇବା ପରେ ଦେଖିବେ କେମିତି ଆପଣଙ୍କ ସ୍ମୃତିଶକ୍ତି ବଡିବାରେ ଲାଗିବ । ତେବେ ଏହା ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ବି ଖୁବ ଦାୟକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.