Swastik Tv News Odisha

” ଜାନେ ଜିଗର ଜାନେମନ ମୁଝକୋ ହେ ତେରି କସମ ” heart touching ଲଭ ଷ୍ଟୋରୀ… ଦେଖିଲେ ଆପଣ ବି ହୋଇଯିବେ ଫିଦା….

0

ବନ୍ଧୁଗଣ ଅନେକ ଗୁଡ଼ିଏ ସୁନ୍ଦର୍ କାହାଣୀ ସବୁକୁ ନେଇ ଆଜିକାଲି ତିଆରି ହେଉଛି ଅନେକ ୟୁ ଟ୍ୟୁବ୍ ଭିଡିଓ। ଆଉ ଲୋକେ ଏସବୁ ଦେଖିବାକୁ ବି ବହୁତ୍ ପସନ୍ଦ କରୁଛନ୍ତି। ଲୋକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଛୋଟ ପିଲା ମାନଙ୍କୁ ଏହି ଭିଡିଓ ମାନଙ୍କରେ ଅଭିନୟ ରେ ସୁନ୍ଦର୍ ଚରିତ୍ର ଦିଆ ଯାଉଛି। ଛୋଟ ପିଲା ମାନଙ୍କ ଦ୍ଵାରା ତିଆରି ହେଉଥିବା ଏହି ସବୁ ସର୍ଟ ଫିଲ୍ମ୍ ର ଭିଡିଓ ଲୋକଙ୍କୁ ଅଧିକ ପସନ୍ଦ ଆସୁଛି।ତେଣୁ ଆପଣ କୁନି ପିଲାମାନଙ୍କ ର ଅନେକ ଭିଡିଓ ସମୟକ୍ରମେ ଦେଖିବାକୁ ପାଉଥିବେ। ଆଉ ସେହିସବୁ ଭିଡିଓ ଯେମିତି ବି ହୋଇ ଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଭଲ ଲାଗେ ଏବଂ ଏକ ଭିନ୍ନ ଖୁସି ମିଳିଥାଏ।

ଏହା ଏମିତି ମନୋରଞ୍ଜନ ପୂର୍ଣ୍ଣ ଅଟେ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଏହାଛଡା ଏପରି ସେମନଙ୍କର ଭିଡିଓ ଦେଖି ମନୋରଞ୍ଜନର ସୁରାକ ମଧ୍ଯ ମିଳିଯାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏବଂ କୁନି ପିଲାମାନଙ୍କ ର ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି।

ସେମାନେ ନିଜର ଅନେକ ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ, ସର୍ଟ ଷ୍ଟୋରୀ ର ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।ତେବେ ଆପଣ ତ ପିଲା ମାନଙ୍କ ର ଏପରି ଭିଡିଓ ଦେଖିବାକୁ ଭଲ ପାଉଥିବେ ଆଉ ମନୋରଂଜନ ପାଉଥିବେ। ମନୋରଂଜନ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ତେଣୁ ଆପଣ ଏହିଭଳି ଭାବରେ ଅନେକ ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ। ସେହିପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଠି କୁନି ପିଲା ମାନଙ୍କ ଦ୍ଵାରା ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି।

ଏକ ପ୍ରେମ କାହାଣୀ କୁ ନେଇ ତିଆରି ହୋଇଛି ଏହି ସର୍ଟ ଭିଡିଓ ଟି।ଯେଉଁଠି ଜଣେ ପ୍ରେମିକା ପାଇଁ ପ୍ରେମିକ କଣ ସବୁ କରୁଛି ତାହା ଆପଣ ଦେଖିବାକୁ ପାଇବେ। ସବୁଠାରୁ ବଡ଼ କଥା ହେଲା ପିଲା ମାନେ ଯେଉଁଭଳି ଭାବରେ ଏଠାରେ ସେମନଙ୍କର ଅଭିନୟ ଦେଖାଉଛନ୍ତି ଏବଂ ତାଙ୍କର ଏକ୍ସପ୍ରେସନ୍ ଦେଉଛନ୍ତି ତାହା ପ୍ରଫେସନାଲ ଆକ୍ଟର ମାନଙ୍କର ଅଭିନୟ ଭଳି ଲାଗୁଛି।ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଏବେ ସୁଦ୍ଧା ୧ କୋଟି ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.