Swastik Tv News Odisha

OPERA – ORIYA ମେଲୋଡି ଜବରଦସ୍ତ ଗୀତ ସହ ରୋମାଣ୍ଟିକ ଡ୍ୟାନ୍ସ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଯାତ୍ରା ଦେଖିବାକୁ ତ ଅଗଣିତ ଯାତ୍ରା ପ୍ରେମୀ ବହୁତ୍ ଭଲ ପାଆନ୍ତି। କିନ୍ତୁ କିଛି ଏମିତି ଅଛନ୍ତି ଯେଉଁମାନେ ଯାତ୍ରା ପୂର୍ବରୁ ହେଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଦେଖିବାକୁ ଅଧିକ ପସନ୍ଦ କରନ୍ତି। ତେବେ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ଜବରଦସ୍ତ କାର୍ଯ୍ୟକ୍ରମ। ଯାହାକୁ ଅନେକ ଯାତ୍ରା ପ୍ରେମୀ ବିଶେଷ କରି ଦେଖିବାକୁ ପସନ୍ଦ କରନ୍ତି। ଏବଂ ଯାତ୍ରା ପେଣ୍ଡାଲ ସାମ୍ନାରେ ବସି ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଉପଭୋଗ କରନ୍ତି। ତେବେ କହିବାକୁ ଗଲେ ଯାତ୍ରା ଜଗତ ପାଇଁ ଅନେକ ଦର୍ଶକ, ଯାତ୍ରା ପ୍ରେମୀ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି।

ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ତେବେ ଯାତ୍ରା ପୂର୍ବରୁ ହେଉଥିବା ଡାନ୍ସ ଦର୍ଶକଙ୍କୁ ଅଧିକ ପସନ୍ଦ ଆସିଥାଏ। ତେବେ ଆପଣ ତ ବିଭିନ୍ନ ପ୍ରକାର ଡାନ୍ସ ଏବଂ ଡାନ୍ସ ର ଭିନ୍ନ ଭିନ୍ନ ଷ୍ଟାଇଲ ସବୁ ଅନେକ ସମୟରେ ଦେଖିବାକୁ ପାଉଥିବେ।ନାଚ ଦେଖିଲା ମାତ୍ରେ ହିଁ ମନ ଭିତରେ ଏକ ଭିନ୍ନ ପୁଲକ ଭରି ଯାଇଥାଏ।

ଅନେକ ସମୟରେ ଆମେ ଅନେକ କିଛି ଡାନ୍ସ ର ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥାଉ। ସେହିପରି ଆପଣ ତ ଅନେକ ଯୁବକ ଯୁବତୀ ମାନଙ୍କର ଅନେକ ଡାନ୍ସ ଯାତ୍ରାରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଡାନ୍ସ ର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ଭରି ରହିଥାଏ।ଡାନ୍ସ ଭିଡିଓ ଦେଖି ମନ ଝୁମି ଉଠିଥାଏ।ଯେ କୌଣସି ବି ଡାନ୍ସ ଭିଡିଓ ଯେତେବେଳେ ବି ସାମ୍ନାକୁ ଆସିଥାଏ ତାହା ବେଶ୍ ଆନନ୍ଦ ଦାୟକ ହୋଇଥାଏ ଏବଂ ମନୋରଞ୍ଜନ ପୂର୍ଣ୍ଣ ହୋଇଥାଏ ଦେଖିବାକୁ।

ସେଥିପାଇଁ କେହି ନାଚୁ ଥିବାର ଭିଡିଓ ଦେଖିବାକୁ ଭଲ ଲାଗିଥାଏ। ସେହିପରି ଯାତ୍ରା ପେଣ୍ଡାଲ ର ଏହି ସୁପରହିଟ ଡାନ୍ସ ଭିଡିଓ କୁ ଥରେ ଦେଖନ୍ତୁ। କିପରି ଭାବରେ ଆକର୍ଷିତ କଲାଭଳି ଗେଟ୍ ଅପ୍ ରେ ଏଠାରେ ଏହି ଯୁବକ ଓ ଯୁବତୀ ମାନେ ଡାନ୍ସ କରୁଛନ୍ତି ତାହା ଦେଖିଲେ ଆପଣ ବି ଏହି ଡାନ୍ସ କୁ ପ୍ରଶଂସା କରିବେ। ତେବେ ଏଠାରେ ଏମାନେ ବିଭିନ୍ନ ପ୍ରକାରର ଓଡ଼ିଆ ଆଲବମ ଗୀତରେ ଆକର୍ଷଣୀୟ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଯାହାକୁ ଦେଖି ଉତ୍ସାହିତ ହେଉଛନ୍ତି ଉପସ୍ଥିତ ସମସ୍ତ ଦର୍ଶକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.