Swastik Tv News Odisha

ମିଛ ପ୍ରେମ କରୁଥିବା ଲୋକର 5 ଟି ଗୁଣ… Love କରୁଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ବନ୍ଧୁମାନେ ଆଜିର ଦୁନିଆରେ ଅନେକ ଯୁବକ ଯୁବତୀ ମାନେ ଭଲପାଇବା ବା ପ୍ରେମ ସମ୍ପର୍କରେ ବାନ୍ଧି ହେଇ ଯାଉଛନ୍ତି ତେବେ ସେହି ପ୍ରେମ ଭିତରେ ବି କେହି କେହି ନିଜର ସ୍ୱାର୍ଥ ରଖି ଥାଆନ୍ତି ଆଉ ଯେତେବେଳେ ତାଙ୍କର ସ୍ୱାର୍ଥ ହାସଲ ହେଇ ଯାଏ ସେତେବେଳେ ସେହି ବ୍ୟକ୍ତି ଅନ୍ୟ ଜଣଙ୍କୁ ଛାଡି ଦିଏ ।ତେବେ କେମିତି ଜାଣିବେ କି ଆପଣଙ୍କୁ ସ୍ତ୍ରେ କେହି ଭଲ ପାଉଛି କି ନାହିଁ, ଆଉ ଏହାକୁ ଜାଣିବା ଏତେ ସହଜ କଥା ନୁହେଁ କାରଣ ଆପଣ ଅନ୍ୟ ଜନଙ୍କ ଉପରେ ଏତେ ବିଶ୍ୱାସ ଓ ଭରଷା କରି ଯାଆନ୍ତି ଯେ ସେହି ବ୍ୟକ୍ତି ଯାହା କହିଲେ ଆପଣ କରିବାକୁ ପଚାଙ୍ଗି ନାହିଁ ।ମାତ୍ର ଯେତେବେଳେ ସେହି ବ୍ୟକ୍ତି ଆପଣଙ୍କୁ ଧୋକା ଦିଅନ୍ତି ତାହାକୁ ଆପଣ ସହି ପାରନ୍ତି ନାହିଁ ।

ଆଉ ଏହି ପରିସ୍ଥିତିରେ ବହୁତ ଯୁବକ ଯୁବତୀ ମାନେ ଜୀବନ ହାରିବାକୁ ବି ପଛ ଘୁଞ୍ଚା ଦିଅନ୍ତି ନାହିଁ ।ତେବେ ସବୁଠାରୁ ଭଲ କଥା ହେଉଛି ଏପ୍ରି ପରିସ୍ଥିତି ଉପୁଜିବା ଆଗରୁ ଆପଣ ପ୍ରଥମରୁ ରୁ ହିଁ ସେହି ବ୍ୟକ୍ତିକୁ ପରୀକ୍ଷି ନେବା ଉଚିତ ।ତେବେ ଏହା କିପରି କରିବେ, ସେଥି ପାଇଁ ଆମେ ଆଜି 5ଟି କଥା କହିବୁ ଯାହାକୁ ଆପଣ ନିଜ ପାର୍ଟନରଙ୍କ ପାଖରେ ଦେଖି ପାରିବେ ଜାଣି ପାରିବେ ସେ କଣ ସତରେ ଆପଣଙ୍କୁ ଭଲପାଉଛି କି ।

1.ଯେତେବେଳେ ଆପଣ କାହାକୁ ଭଲ ପାଉଛନ୍ତି ଆଉ ତାଙ୍କୁ ନେଇ ନିଜର ଭବିଷ୍ୟତ କଳ୍ପନା କରିଛନ୍ତି ମାତ୍ର ସେହି ବ୍ୟକ୍ତି କେବେ ଆପଣଙ୍କ ସହିତ ଭବିଷ୍ୟତରେ କେମିତି ରହିବେ କେମିତି ଉଭୟଙ୍କ ବିବାହ ହେବ ସେ କଥା ହେଉ ନାହିଁ ।ଆଉ ଆପଣ ଯେତେବେଳେ ଏହି ଭିଷ୍ୟରେ କଥା ହେବେ ସେ କଥା ଖେଳେଇ ଦେଉ ଥିବ ତାହେଲେ ସେହି ବ୍ୟକ୍ତି ଆପଣଂକୁ ସତରେ ଭଲ ପାଉ ନାହିଁ ।

2.ଆଉ ଆପଣ ଯେତେବେଳେ ବି ସେହି ବ୍ୟକ୍ତି ସହିତ କଥା ହେଉଛନ୍ତି ସେ ସବୁବେଳେ ସେକ୍ସୁଆଲ ଆକ୍ଟିଭିଟି ବିଷୟରେ କଥା ହେଉଥିବ ଓ ଅଧିକାଂଶ ସମୟରେ ସେହି ସବୁ କଥାରେ ଫୋକ୍ଷ କରୁଥିବ ତାହେଲେ ବି ସେହି ବ୍ୟକ୍ତି କେବେ ଆପଣଙ୍କୁ ସତରେ ଭଲ ପାଏ ନାହିଁ ।

3.ଯେତେବେଳେ ବି ଆପଣ ଦୁହିଁଙ୍କ ସହିତ କଥା ହେବେ କେବେ ଦୁହିଁଙ୍କ ଭିତରେ ଭଲ ବୁଝାମଣା ନଥିବ ଯେତେବେଳେ ଆପଣ କିଛି କହୁଛନ୍ତି ସେ ବୁଝୁ ନଥିବ ଓ ତାଙ୍କ କଥା ବି ଆପଣ ବୁଝୁ ନଥିବେ ।

4.ଯେଉଁ ସମ୍ପର୍କରେ ସବୁବେଳେ କିଛି କଣ୍ଡିସନ ରହୁଥିବ ଆଉ ଯେତେ ଯାଏ ଆପଣ ସେହି କଣ୍ଡିସନ ମାନିବେ ସେତେବେଳେ ଯାଏ ସେହି ସମ୍ପର୍କ ରହିବ ନହେଲେ ଯେତେବେଳେ ଆପଣ କିଛି କଣ୍ଡିସନ ନ ମାନିବେ ତାହେଲେ ସେହି ସମ୍ପର୍କ ଭାଙ୍ଗିଯିବ ।

5.ଆଉ ଗୋଟିଏ ଗୁଣ ଆପଣ ଦେଖି ପାରିବେ କି ସେହି ବ୍ୟକ୍ତି ଜଣଙ୍କ ଆପଣଂକୁ ସବୁବେଳେ ନିଜ ଆୟତରେ ରଖିବାକୁ ଚାହୁଁଥିବ ଆଉ ବଦଳାଇବାକୁ ଚାହିଁବ ତହେଲେ ବି ଆପଣଂକୁ ସେହି ବ୍ୟକ୍ତି ବାସ୍ତବରେ ଭଲ ପାଏ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.