Swastik Tv News Odisha

Amazing Video 1000 ବର୍ଷ ପରେ ଆଶ୍ଚର୍ଯ୍ୟଜନକ ଭିଡିଓ କ୍ୟାମେରାରେ ରେକର୍ଡ ହେଲା ବିଷାକ୍ତ ସାପର ଭୟଙ୍କର ହରକତ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି। ଆମେ ସାପକୁ ବହୁତ୍ ଭୟ କରିଥାଉ। କାରଣ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ସମସ୍ତଙ୍କୁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଆପଣ ଦେଖିବାକୁ ପାଉଥିବେ।

ସାପ କେତେବେଳେ କିପରି ଘର ଭିତରକୁ ପଶି ଆସିଥାଏ ଏବଂ ଏହା କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।ତେଣୁ ଏହିପରି ଭାବରେ ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ତେବେ ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ମଧ୍ଯ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ସାପ ଗୁଡ଼ିକ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ଖାଦ୍ୟ ସନ୍ଧାନରେ ସେମାନେ କେତେବେଳେ କାହା ଘର ଭିତରକୁ ପଶି ଆସିବେ ତାହା କହିହେବ ନାହିଁ।

ତେଣୁ ଏଥିପ୍ରତି ସଚେତନ ନରହିଲେ କିମ୍ୱା ଘରର ଚାରି ପଟକୁ ଭଲଭାବରେ ସଫା ସୁତୁରା ନରଖିଲେ ତାହା ମଣିଷ ପାଇଁ ବିପଦ ସୃଷ୍ଟି କରିବ। ତେବେ ହଠାତ୍ ସାପ ଟିକୁ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ଏହି ସାପ କାମୁଡ଼ାରେ ପୃଥିବୀରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଯାଇଥାଏ। ତେବେ ଏବେ ଭଦ୍ରକ ଜିଲ୍ଲାର ଜାମପୁର ଗ୍ରାମରୁ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ରାତ୍ରୀ ସମୟରେ ଏକ କମନ୍ କ୍ରେଟ ବା ଚିତ୍ତିି ସାପ ଗାଆଁ ର ଏକ ଘର ଭିତରକୁ ପଶି ଏକ ଝିଅକୁ ଶୋଇଥିବା ଅବସ୍ଥାରେ ତାର ବିଛଣାକୁ ଚଢ଼ି ଯାଇଛି।

କିନ୍ତୁ ସୌଭାଗ୍ୟ ବଶତଃ ସାପଟି ଝିଅଟିକୁ ଦଂଶନ କରିନାହିଁ।ଏହି ସାପଟି ଯେଉଁଠି ରହିଥିଲା ତାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହି ସାପଟି ତକିଆ ଭିତରେ ପଶି ଯାଇଥିଲା। ଯାହାକୁ ମହିଳା ସାପ ଧରାଳି ଜଣଙ୍କ କୌଶଳ କ୍ରମେ ଉଦ୍ଧାର କରିଛନ୍ତି। ତେବେ ଆପଣମାନେ ଏଥିପ୍ରତି ସଚେତନ ରହିବେ ଯେ ମଶାରି ଟାଣି ଶୋଇବେ ଏବଂ ଶୟନ କକ୍ଷକୁ ଶୋଇବା ପୂର୍ବରୁ ଭଲ ଭାବରେ ଚେକ୍ କରିବେ ଏବଂ ଆଖପାଖ ସ୍ଥାନକୁ ସଫା ସୁତୁରା ରଖିବାକୁ ଚେଷ୍ଟା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.