Swastik Tv News Odisha

Begginers belly ” ଚୁନରି -ଚୁନରି ” ଗୀତରେ ରୋମାଣ୍ଟିକ Expression କଲେ ଏହି ଯୁବତୀ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0

ବନ୍ଧୁଗଣ ଆଜିକାଲି ଯୁଗରେ ଟେକ୍ନୋଲୋଜି ଏତେ ଆଗକୁ ବଢ଼ି ଲାଣି ଯେ ଅନେକ ଲୋକ ସେମାନଙ୍କ ର ଅନେକ ପ୍ରତିଭାକୁ ନିଜର ସ୍ମାର୍ଟ ଫୋନ୍ ରେ ରେକର୍ଡ କରି ଅନ୍ଯ ମାନଙ୍କୁ ଦେଖାଇ ବାରେ ସଫଳ ହେଉଛନ୍ତି। ସେହିପରି ଭାବରେ ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଯୁବପିଢି ଏବଂ ପିଲା ମାନଙ୍କର ଅନେକ ଭିଡିଓ ଦେଖି ପାରୁଥିବେ। ଯାହା ଦେଖି ଆପଣ ଖୁସି ବି ହେଉଥିବେ। ଅନେକ ଯୁବକ ଯୁବତୀ ମୋବାଇଲ୍ ରେ ସେମାନ ଙ୍କର ଡାନ୍ସ ଭିଡିଓ କୁ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରୁ ଥିବାର ମଧ୍ଯ ଆପଣ ଦେଖିବାକୁ ପାଇଥିବେ।

ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଅନ୍ୟ ମାନଙ୍କୁ ଦେଖାଇଥାନ୍ତି।ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ। ସେହିପରି ଏବେ ଜଣେ ଯୁବତୀଙ୍କ ଏକ ବେଲି ଡାନ୍ସ ର ଭିଡିଓ ସାମ୍ନାକୁ ଆସିଛି। ଆପଣ ତ ଜାଣିଛନ୍ତି ଅନେକ ପ୍ରକାରର ଡାନ୍ସ ଷ୍ଟାଇଲ ରହିଛି। ସବୁ ଡାନ୍ସର ସମାନ ଡାନ୍ସ ଷ୍ଟାଇଲ ରେ ଡାନ୍ସ କରନ୍ତି ନାହିଁ।

ସେହିଭଳି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।ଏହି ଯୁବତୀ ଜଣଙ୍କ ସଲମାନ୍ ଖାନ୍ ଓ ସୁସ୍ମିତା ସେନ୍ ଙ୍କ ଏକ ଗୀତ ଚୁନେରି ଚୁନେରି ହିନ୍ଦି ସଙ୍ଗ ରେ ତାଙ୍କର ବେଲି ଡାନ୍ସ ଦେଖାଉଥିବା ର ଦେଖିବାକୁ ମିଳିଛି।ତେବେ ତାଙ୍କର ଏହି ନୃତ୍ୟର ଭିଡିଓ ଦେଖି ଅନେକ ଏହାକୁ ପସନ୍ଦ କରୁଛନ୍ତି ଏବଂ ଅନେକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି।

ଯୁବତୀ ଜଣଙ୍କ ଯେଉଁ ଭଳି ଭାବରେ ଯେଉଁ ଷ୍ଟାଇଲ ରେ ପେଟକୁ ଅଣ୍ଟାକୁ ହଲାଇ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ ଲାଗୁଛି। ତାଙ୍କ ମୁହଁରେ ଗୀତର ଭାବ ଏବଂ ଅନୁଭବ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି। ତେବେ ଏହି ଭିଡିଓ କୁ ଆପଣ ଥରେ ଦେଖିଲେ ଜାଣି ପାରିବେ ଯେ ଏହି ଡାନ୍ସ ଟି କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।ଏହି ଯୁବତୀଙ୍କ ବେଲି ଡାନ୍ସର ଭିଡିଓକୁ ଏବେ ସୁଦ୍ଧା ୧ କୋଟି ୫୦ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.