Swastik Tv News Odisha

Part 2 – ଏହି ଝିଅ ର କଥା ଟିକେ ଶୁଣିଲେ ହସି ହସି ଗଡ଼ିଯିବେ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ତ ଅନେକ କମେଡି ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ସେହିପରି ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ କୁ ଯିଏ ବି ଦେଖୁଚି ସେ ଖୁସି ହେବା ସହିତ ନିଶ୍ଚିତ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି। ଆପଣ ତ ଜାଣିଛନ୍ତି କମେଡି ଭିଡିଓ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।

ଏହିଭଳି ଭିଡିଓ ଦେଖି ସେମାନଙ୍କୁ ଖୁସି ହେବା ସହିତ ମନୋରଞ୍ଜନର ସୁରାକ ଏବଂ ସୁଯୋଗ ମଧ୍ଯ ମିଳିଯାଏ। ଆଉ ଯଦି ଏହା କିଛି ଏମିତି ଢଗ ଢମାଳି ଭଳି କମେଡି ଭିଡିଓ ହୋଇଥାଏ ତେବେ ଏଥିପ୍ରତି ଏକ ଭିନ୍ନ ଉତ୍ସୁକତା ଦେଖାଦିଏ।ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ଏହାସହ ସେମାନେ ନିଜର କିଛି ଭିନ୍ନ ପ୍ରତିଭାର ଭିଡିଓ, ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।

ଆପଣ ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ। ଏହିଭଳି ଭିଡିଓ ଟିଏ ଦେଖିଲେ ଏହାକୁ ଦେଖି ଏହାକୁ ଉପଭୋଗ କରୁ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି କମେଡି ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।

ଏଠାରେ ଏହି ଭିଡିଓରେ ପ୍ରଥମେ ଜଣେ ଝିଅ କହୁଛି ସାଙ୍ଗମାନେ ଗୋଟେ କଥା କହିବୁ ଦେହକୁ ନେବେନି। ଏହାପରେ ସେ କହୁଛି ଯେ,କଳା ଟୋକା ଦେଖି ଭଲ ପାଉଥିବ ଶ୍ୟାମଳ ହେଲେ ବି ଚଳିବ, ଏ ଗୋରା ଟୋକାଙ୍କୁ ଭଲ ପାଇବନି କାନ୍ଦି କାନ୍ଦି ଦିନେ ମରିବ। ଏହାପରେ ଯୁବକ ଜଣଙ୍କ କହୁଛନ୍ତି ମାଇନର ସ୍କୁଲ୍ ଝିଅକୁ ଭଲ ପାଇଲେ ହାଇ ସ୍କୁଲ ରେ ଚଳିବ, ତୁମ ପରି କଲେଜ୍ ଝିଅକୁ ଭଲ ପାଇଲେ ଶଳା ଏଡ଼ସ ରୋଗରେ ମରିବ। ଏହିଭଳି ଅନେକ ଢଗ ଭଳି ଗୀତ ତିଆରି କରି ଯୁବକ ଜଣଙ୍କ ଏଠାରେ କହୁଛନ୍ତି। ଏହାକୁ ଶୁଣି ଆପଣବି ହସି ହସି ଗଡି ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.