Swastik Tv News Odisha

Wild Wild Wet Waterpark ସିଙ୍ଗାପୁର, ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

0

ବନ୍ଧୁଗଣ ଆପଣ ଅନେକ ସମୟରେ ଅନେକ କିଛି ସ୍ଥାନ ମାନଙ୍କ ବିଷୟରେ ଜାଣିବାକୁ ପାଉଥିବେ।ତେବେ ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ସ୍ଥାନ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ହୋଇଥାଏ।କାରଣ ଏଭଳି ବିସ୍ମୟକର ସ୍ଥାନ ଆପଣ ହୁଏତ ଆଗରୁ ବାସ୍ତବରେ କେବେ ଦେଖି ନଥିବେ।ସେହିଭଳି କିଛି ସ୍ଥାନର ନାମ, ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇ ଯାଇଥାନ୍ତି।ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ବ୍ଲଗ୍ ଭିଡିଓ ସଂସ୍ପର୍ଶରେ ଆସିଥାଉ।ଆଉ ସେସବୁ ଭିଡିଓ ରେ ଯେଉଁ ଘଟଣା ସଂପର୍କରେ କୁହା ଯାଇଥାଏ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।

ତେବେ ଆଜି ଆମେ ଜାଣିବା ଏକ ଏମିତି ସୁନ୍ଦର୍ ଦୃଶ୍ୟର ଭିଡିଓ ବିଷୟରେ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆପଣ ତ ଜାଣିଛନ୍ତି ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ଦେଖିଲା ପରେ ବିଚଳିତ ହୋଇ ପଡ଼ିଥାଉ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଏହିପରି ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ସେହିଭଳି ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଭିଡିଓ କୁ ଦେଖିଲେ ବୁଝି ପାରିବେ ଯେ ଏମିତି ବି ସ୍ଥାନ ଅଛି ଯାହା ଦେଖିବାକୁ ସାମାନ୍ଯ ଅଜିବ ଲାଗୁଥିଲେ ବି ସେଠାରେ ସମୟ ଅତିବାହିତ କରିବାର ମଜା, ଆନନ୍ଦ କିଛି ଅଲଗା ପ୍ରକାରର ଅଟେ।

ଏହି ସ୍ଥାନ ହେଉଛି ସିଙ୍ଗାପୁର ର ଏକ ୱାଟର ପାର୍କ ର। ଯାହାର ନାମ ହେଉଛି ୱାଇଲ୍ଡ ୱାଇଲ୍ଡ ୱେଟ ୱାଟର ପାର୍କ। ଏଠାରେ ଯେଉଁଭଳି ଭାବରେ ଏହାକୁ ନିର୍ମାଣ କରା ଯାଇଛି ଏବଂ ଏହି ୱାଟର ପାର୍କ ର ଯେଉଁଭଳି ଭାବରେ ସୋନ୍ଦର୍ଯ୍ୟ ରହିଛି ତାହା ବେଶ୍ ଆକର୍ଷଣୀୟ ଏବଂ ସୁନ୍ଦର୍ ଅଟେ। ଏଠାରେ କେଉଁଭଳି ଭାବରେ ଲୋକେ ଏହାର ମଜା ନେଉଛନ୍ତି ତାହା ଥରେ ଦେଖନ୍ତୁ। କିଭଳି ଭାବରେ ବାଙ୍କ ବାଙ୍କ ହୋଇ ଏହି ପାର୍କ କୁ ନିର୍ମାଣ କରା ଯାଇଛି ଯେଉଁଠି ଶୋଇଲେ ଆପଣ ଏକ ଭିନ୍ନ ଆନନ୍ଦ ପାଇବେ। ତେବେ ଏହି ୱାଟର ପାର୍କ କୁ ପ୍ରତିଦିନ ଅନେକ ସଂଖ୍ୟାରେ ଲୋକ ଯାଇଥାନ୍ତି।

ଦେଶ ବିଦେଶରୁ ଲୋକଙ୍କ ଭିଡ଼ ଏଠାରେ ଜମିବାରେ ଲାଗିଥାଏ। ବିଶେଷ କରି ଗ୍ରୀଷ୍ମ ଦିନରେ ଏଠାରେ ଲୋକେ ଆନନ୍ଦ ଉପଭୋଗ କରିବାକୁ ଏହି ୱାଟର ପାର୍କ କୁ ଆସିଥାନ୍ତି।ତେବେ ଏହି ୱାଟର ପାର୍କ ର ସୋନ୍ଦର୍ୟ୍ଯ ସାଙ୍ଗକୁ ଏହାର ପରିଷ୍କାର ଏବଂ ପରିଚ୍ଛନ୍ନତା ବେଶ ଉଚ୍ଚ କୋଟୀର ଯାହା ଆପଣ ଏଠାରେ ଏହି ଭିଡିଓ ରେ ଦେଖି ପାରୁଥିବେ। ଏମିତିରେ ସିଙ୍ଗାପୁର କୁ ଅନେକ ଦମ୍ପତ୍ତି ବୁଲିବାକୁ ଯାଇଥାନ୍ତି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ। ଆଉ ସେଠାରେ ଏହି ୱାଟର ପାର୍କ ସେହି ସୋନ୍ଦର୍ଯ୍ୟକୁ ଅଧିକ ଦ୍ଵିଗୁଣିତ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.