Swastik Tv News Odisha

ଏହି ଗୋଟେ ପତ୍ର ଆପଣଙ୍କୁ ୮୦ ବର୍ଷ ପର୍ଯ୍ୟନ୍ତ ରୋଗ ହେବାକୁ ଦେବ ନାହିଁ ଚ୍ୟାଲେଞ୍ଜ – Health Tips

0

ଦର୍ଶକବନ୍ଧୁ ଆପଣ ମାନେ ଶରୀରକୁ ସୁସ୍ଥ, ସବଳ ଓ ସୁରକ୍ଷିତ ସଖିବା ପାଇଁ ପ୍ରତେକ ଦିନ ବହୁତ ପ୍ରକାରର ଔଷଧ ବ୍ୟବହାର କରିଥାଉ, ଯାହା ଆମ ଶରୀର ପାଇଁ ଯେତେ ଭଲ ହୋଇଥାଏ ତାହା ଆମର ଶରୀରରେ ସାଇଡ ଇଫେକ୍ଟ ପକେଇଥାଏ କିନ୍ତୁ ବହୁତ ପରିମାଣରେ ଆୟୁର୍ବେଦିକ ପତ୍ର ରହିଛି ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହିତ କିଛି ଅସୁବିଧା ମଧ୍ୟ ହୋଇନଥାଏ , ଏପରି ଏକ ଔଷଧୀୟ ପତ୍ର ହେଉଛି ଅମୃତଭଣ୍ଡାର ପତ୍ର ଯାହା ଆମ ଶରୀରରେ ଘଟୁଥିବା ବିଭିନ୍ନ ପ୍ରକାରର ରୋଗ କୁ ଦୂର କରିବା ସହିତ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ | ତାହେଲେ ଆସନ୍ତୁ ଆଜି ଆମେ ଆଲଚନା କରିବା ଅମୃତଭଣ୍ଡା ପତ୍ର ର ଉପକାରିତା ଏବଂ କେଉଁ କେଉଁ ରୋଗ ର ପ୍ରତିକାର ପାଇଁ ଆମେ ଏହି ପତ୍ରକୁ ବ୍ୟବହାର କରିଥାଉ |

ସାଧାରଣତଃ ଆମେ ଜାଣିଛୁ ଅମୃତ ଭଣ୍ଡା କୁ ଆମେ କଞ୍ଚା ସମୟରେ ପରିବା ଓ ପାଚିଗଲେ ତାକୁ ଫଳ ରୂପରେ ବ୍ୟବହାର କରୁ ଯାହା ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି କରିଥାଏ , ସେହିଭଳି ଅମୃତଭଣ୍ଡା ର ପତ୍ରଠାରୁ ମଧ୍ୟ ଆମେ ବିଭିନ୍ୟ ପ୍ରକାରର ଉପକାରିତା ଗୁଣ ପାଇଥାଉ, ଏହି ପତ୍ର କୁ ପେଷ୍ଟ କରି ପିଇବା ଦ୍ୱାରା ଏହା ଆମ ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା କୁ ଦୂର କରେ , ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ku ମଧ୍ୟ ବଢ଼ାଉ ଥାଏ, ଏହି ପତ୍ରରେ ଭିଟାମିନ A, B, C, D,E ଓ K ରହିଛି , ଯାହା ଆମ ଶରୀରରେ ଘଟୁଥିବା ବିଭିନ୍ନ ପ୍ରକାରର ସମସ୍ୟା କୁ ଦୂର କରି ଆମ ଶରୀରକୁ ସୁସ୍ଥ ରଖିଥାଏ |

ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତି କୁ ବଢ଼େଇଥାଏ |ଏହି ପତ୍ର ବ୍ୟାକଟେରିଆ କୁ ମଧ୍ୟ ରୋକିଥାଏ,ଏହି ପତ୍ର ରେ ଥଣ୍ଡା କାଶ ଭଳି ରୋଗକୁ ରୋକିବାର କ୍ଷମତା ମଧ୍ୟ ଥାଏ,ଏହା ଆମର ବ୍ଲଡ ପ୍ଲାଟୀଲେଟ ଗୁଣକୁ ବୋଧଇଥାଏ, ଏହା ଆଣ୍ଟିମ୍ୟାଲେରିଆ ଭଳି ମଧ୍ୟ କାମ କରେ,ଡେଙ୍ଗୁ ରୋଗ ରୁ ରକ୍ଷା ପାଇଁ ଏହି ପତ୍ର କୁ ବ୍ୟବହାର କରାଯାଏ,ଏହା ବ୍ୟତୀତ ଏହି ପତ୍ର ମହାମାରୀ ରୋଗରୁ ମଧ୍ୟ ଆମକୁ ବଞ୍ଚାଇ ଥାଏ ଓ ମୁହଁରେ ସୃଷ୍ଟି ହେଉଥିବା ଦାଗ ଓ ଚି଼ହ୍ନକୁ ଦୂର କରିବା ପାଇଁ ମଧ୍ୟ ଏହି ପତ୍ରକୁ ବ୍ୟବହାର କରାଯାଏ |

ଏହା ବ୍ୟତୀତ ଆପଣ ଯଦି ଏହି ପତ୍ରର ଜୁସ କୁ ସବୁଦିନ ପିଇବେ ତାହେଲେ ଏହା ଆମକୁ ଭୋକ ଲାଗିବାରେ ମଧ୍ୟ ସାହାଯ୍ୟ କରିଥାଏ ଓ ଆପଣଙ୍କର ପଚନତନ୍ତ୍ର କୁ ମଧ୍ୟ ଠିକ ରଖିଥାଏ ଏହି ପରି ଏହି ପତ୍ର କୁ ଯଦି ସବୁଦିନ ଆପଣ ସେବନ କରିବେ ତାହେଲେ ଆପଣଙ୍କ ଶରୀରରେ ଘଟୁଥିବା ସବୁ ପ୍ରକାର ରୋଗରୁ ମୁକ୍ତି ପାଇପାରିବେ ଓ ସୁସ୍ଥ ରହିବେ, ଏହି ପତ୍ର କୁ ସବୁଦିନ ସେବନ କରିବା ଦ୍ୱାରା ଆପଣ ଅଶୀ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବେ ଓ ଆପଣଙ୍କୁ କୋୖଣସି ପ୍ରକାରର ବେମାରୀ ଛୁଇଁ ପାରିବ ନାହିଁ|ତେଣୁ ଆଉ ଡେରି କାହିଁକି ସାଙ୍ଗ ମାନେ ଆପଣ ମାନେ ବି ଏହି ପତ୍ର କୁ ବ୍ୟବହାର କରନ୍ତୁ ଆଉ ସବୁବେଳେ ସୁସ୍ଥ ହୋଇରୁହନ୍ତୁ, ନିଜେ ସୁସ୍ଥ ରହିବା ସହିତ ପରିବାରର ସମସ୍ତଙ୍କୁ ସୁସ୍ଥ ରଖନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.