Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ପାଦରୁ ଅଳତା ଲିଭିନି କରୋନା ରେ ଚାଲିଗଲା ବରର ଜୀବନ, ଶବ ଫେରିବା ଆଗରୁ କନ୍ୟାର ହେଲା ଏହି ଅବସ୍ଥା, ପୁରା ଘଟଣା ଜାଣି ହେବେ ତାଯୁବ….

0

ଆମେ ସମସ୍ତେ ଏବେ କରୋନା ମହାମାରୀ ପାଇଁ ଉବୁ ଟୁବୁ ହେଉଛୁ । ଏହି ମହମାରୀ ଟି ଦିନ କୁ ଦିନ ତାର ଉଗ୍ର ରୂପ ସମସ୍ତଙ୍କୁ ଦେଖାଇବାରେ ଲାଗିଛି । ଯାହା କୁ ଦୂରେଇ ଦେବା ପାଇଁ ଆମ ସମସ୍ତଙ୍କ ମନ ରେ ଚିନ୍ତା ରହୁଛି କେବଳ ଆମେ ନୁହଁ ଆମ ସହିତ ବହୁତ୍ କରୋନା ଯୋଦ୍ଧା ଓ ତାଙ୍କ ସହିତ ସରକାର ମଧ୍ୟ ଏଥି ପାଇଁ ସାମିଲ ହେଉଛନ୍ତି।

ଭାରତ ର ସମସ୍ତ ରାଜ୍ୟ ରେ ବର୍ତ୍ତମାନ ଲକଡାଉନ୍ ଓ ସଟଡାଉନ୍ ଚାଲିଛି । ଦେଶର ଆର୍ଥିକ ପରିସ୍ଥିତି ତେଣୁ ବହୁତ୍ କଠିନ ଅବସ୍ଥା ରେ । କୋରନା ମହାମାରୀ ରେ ଏବେ ମୃତ୍ୟୁ ସଂଖ୍ୟା ଓ ଆକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ରେ ଲାଗିଛି ।ଧିରେ ଧିରେ କୋରନା ତାର ଉଗ୍ର ରୂପ ଦେଖାଇବାରେ ଲାଗିଛି ଯାହା ପାଇଁ ଆମେ ସମସ୍ତେ ଏତେ ସବୁ ଅସୁବିଧା ଭୋଗ କରୁଛୁ ।

ଦିନ କୁ ଦିନ ଲକ୍ଷ ଲକ୍ଷ ଲୋକ ଙ୍କ ର କୋରନା ପରୀକ୍ଷା ହେଉଛି। ଅନେକ ଲୋକ ଆକ୍ରାନ୍ତ ବି ହେଉଛନ୍ତି । ବର୍ତ୍ତମାନ ର ମହାମାରୀ ଯାହା ମଧ୍ୟ ସମସ୍ତ ଙ୍କ ପାଦ ରେ ବେଢ଼ି ପକାଇଦେଇଛି । ସାରା ଭାରତ ରେ ଲୋକ ଏତେ ସଂଖ୍ୟା ରେ ମୃତ୍ୟୁ ବରଣ କରୁଛନ୍ତି ଯେ ସବ ଦାହ କାର୍ଯ୍ୟ ପାଇଁ ଜାଗା ଟିକେ ବି ମିଳୁନାହିଁ ।

ଏହି ମହାମାରୀ ର କୌଣସି ବାଛ ବିଚାର ନାହିଁ ସେ ଧନୀ ଅବା ଗରିବ କିଛି ଦେଖି ନଥାଏ । ଏହି ମହାମାରୀ ପାଇଁ କେତେ କଣ ଦୁଃଖ ଘଟଣା ଜୀବନ ରେ ଘଟିଯାଇଛି ତାହା ଭାବିବା ବହୁତ୍ କଷ୍ଟ କର କେତେବେଳେ ସ୍ତ୍ରୀ ଆଗରେ ସ୍ବାମୀ ଚାଲିଯାଉଛି ତ ପୁଣି କେତେବେଳେ ମାଆ ଆଗରେ ଛୁଆ । ଶେଷ ରେ ଏହିଭଳି ହୃଦୟ ବିଦାରକ ଘଟଣା ଆମକୁ ଦେଖିବା ପାଇଁ ମିଳିବ ଏହା ଆମେ କେବେ ଭି ଆଶା କରି ନଥିଲୁ ।

ସେହି ଭଳି ଏକ ହୃଦୟ ବିଦାରକ ଘଟଣା ଆମ ଆଗରେ ଆସି ପହଞ୍ଚିଛି ମାଆ କହୁଛି ମୋ ସ୍ଵାମୀ ଏ ପୁର ରୁ ଯିବ ପରେ ମୁଁ ଏହି ଗୋଟିଏ ମାତ୍ର ପୁଅ ଟିର ମୁହଁ କୁ ଚାହିଁ ପଡ଼ିଥିଲି ଏବେ ମୁଁ କଣ କରିବି । ମାଆ କହୁଛି ଏ ନିଆଁ ଲଗା କୋରନା ମୋ କୋଳ କୁ ଫାଙ୍କା କରିଦେଲା ଓ ପୁଅ କୁ ମୋ ଠୁ ଛଡାଇ ନେଲା । ସେପଟେ ଦେଖିବା ପାଇଁ ଗଲେ ସ୍ତ୍ରୀ ଟି ନୂଆ କରି ମାସେ ହେବା ଘରେ ପାଦ ଥାପିଛି ସ୍ତ୍ରୀ ପାଦ ରୁ ଅଳତା ଲିଭି ନାହିଁ ହେଲେ ଲିଭୀଗଲା ସିନ୍ଦୂର ।

ସେ କିଛି ବୁଝି ପାରୁନି କି କିଛି କହି ପାରୁନି । ଘର କାନ୍ଥ ରେ ଏବେ ଭି ବାହାଘର ଚିତ୍ର ରହିଛି କିନ୍ତୁ ଲିଭି ଯାଇଛି ଜୀବନ ଦୀପ । ନୂଆ କରି ସେ ଘର ତୋଳି ଥିଲେ ଖୁସି ହାସି ରେ ସୁନ୍ଦର୍ ସଂସ୍କାର ଟେ ଗଢି ତୋଳି ଥାନ୍ତେ ହେଲେ ସବୁ କିଛି ଆରମ୍ଭ ହଉ ହଉ ଶେଷ ହୋଇ ଗଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.