Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ହସ୍ପିଟାଲ ଭିତରେ କରୋନା ରୋଗୀଙ୍କ ମୃ-ତ ଦେହରୁ କ’ଣ ଚୋରି ହେଉଛି ଏହିସବୁ ଜିନିଷ ? କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଲେ…

0

‘ କରୋନା ’ ଏହି ଶବ୍ଦଟିକୁ ଶୁଣିଲା ବେଳକୁ ଲୋକ ମାନଙ୍କ ର ମନରେ ଅନେକ ବହୁତ ବଡ ବଡ ଦୁଃଖଦ ତଥା ଅସହାୟ ଚିତ୍ର ଆଖି ସାମ୍ନା କୁ ଆସିଯାଉଥିବ । ଏହି କରୋନା ଦେଢ ବର୍ଷ ହେବ ସାରା ବିଶ୍ୱ କୁ ପୁରା ହଲଚଲ୍ କରି ରଖି ଦେଇଛି । କୌଣସି ରାଜ୍ୟ, ଦେଶ ର ସରକାର ମାନେ ଶାନ୍ତି ରେ ନିଶ୍ୱାସ ଟିକେ ମଧ୍ୟ ନେଇ ପାରୁ ନାହାନ୍ତି । କେଜାଣି ଏହି କରୋନା ମହାମାରୀ କେତେ କଣ ଲୋକ ମାନଙ୍କ ପାଖରୁ ଛଡାଇ ନେଲାଣି ।

ଏହି କରୋନା କଉ ପିଲା ର ମୁଣ୍ଡ ଉପରୁ ନିଜ ବାପା ମାଆ ଙ୍କ ର ହାତ କୁ ସବୁ ଦିନ ପାଇଁ ଛଡାଇ ନେଇଛି ତ ଆଉ କେଉଁ କଅଁଳ ଶିଶୁ କୁ ନିଜ ବାପା, ମାଆ ବୋଲି କିଏ ଜାଣିବା ପୂର୍ବରୁ ତାହା ଠାରୁ ତାର ବାପା ମାଆ ଙ୍କୁ ଛଡାଇ ନେଇଛି। ଏହି କରୋନା ଅନେକ ବାପା ମାଆ ଙ୍କ କୋଳକୁ ମଧ୍ୟ ଖାଲି କରି ଦେଇଛି ।

ଏହି ମହାମାରୀ ଟି ଏପରି ଯେ ଯଦି ସାମ୍ନା ରେ ଜଣେ ନିଜ ଲୋକ ଛଟପଟ ହୋଇ ମରୁଥିବ ତାର ମରିବା ସମୟ ରେ ପାଟି ରେ ପାଣି ଟିକେ ଦେବା ପାଇଁ ମନ ଡାକୁଥିଲେ ବି ଠୁପେ ପାଣି ମଧ୍ୟ ଦେଇ ପାରିବ ନାହିଁ । ସତରେ କରୋନା ର ଏହି ରୂପ କୁ ଦେଖି ଲୋକ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି, ସତରେ କଣ ଏଡେ ନିର୍ଦୟ ହୋଇପାରେ ଏହି ଭୂତାଣୁ?

ଏହି କିଛି ଦିନ ତଳେ କରୋନା ପ୍ରକୋପ ଦେଶ ତଥା ରାଜ୍ୟରେ ଟିକେ କମ୍ ଦେଖିବାକୁ ମିଳୁଥିଲା । ଏଥିପାଇଁ ସରକାର ଅନେକ ତଥା କହିବାକୁ ଗଲେ ସମସ୍ତ ଜିନିଷ ଉପରୁ କୋହଳ ଉଠାଇ ଦେଇଥିଲେ । ଏହା ଦ୍ୱାରା ଲୋକ ମାନେ ପୁଣି ପୁର୍ବ ପରି ନିଜ ଜୀବନ ଜୀଇଁଲେ । ହେଲେ ଏହି ମହାମାରୀ ସମ୍ପୂର୍ଣ୍ଣ ଭାବେ ଛାଡି ଯାଇନଥିଲା । ଲୋକ ମାନେ ଏହାକୁ ଅବହେଳା କରିଲାରୁ ସେ ପୁଣି ଥରେ ନିଜର ତାଣ୍ଡବ ଦେଖାଇଦେଲା । ଦେଶରେ ତଥା ରାଜ୍ୟ ରେ ଯେଉଁ ପରିମାଣରେ କରୋନା ପ୍ରକୋପ ଟିକେ କମ୍ ହୋଇଥିଲା ତାହା ପୁଣି ଥରେ ଦୃତ ଗତିରେ ବଢିବାକୁ ଲାଗିଲା । ଏହା ସହ ଲୋକ ଙ୍କ ର ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଲା ।

କରୋନା ରେ ମୃତ୍ୟୁ ସଂଖ୍ୟା ଏତେ ମାତ୍ରାରେ ବଢିବାରେ ଲାଗିଲା ଯେ ଏହାକୁ ନେଇ ଅନେକ ଡାକ୍ତର ଏବଂ ହସ୍ପିଟାଲ ବିଷୟରେ ବହୁତ କିଛି କଥା ଶୁଣିବାକୁ ମିଳିଲା । ଯେଭଳି କି ଅନେକ ଡାକ୍ତର ମାନେ ରୋଗୀ କରୋନା ରୁ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଇଥିବା ପରେ ମଧ୍ୟ ତାଙ୍କୁ କରୋନା ରେ ମୃତ୍ୟୁ ବରଣ କରୁଛନ୍ତି ବୋଲି ସେମାନଙ୍କ ପରିବାର ଲୋକ ଙ୍କୁ କହୁଥିଲେ । ଏହାପରେ ପରିବାର ଲୋକ ମଧ୍ୟ ସେମାନଙ୍କ କଥା ରେ ମାନି ବିଶ୍ୱାସ କରିଯାଉଥିଲେ, ଏହାପରେ ଡାକ୍ତର ମାନେ ଲୋକ ଙ୍କ ଦେହରୁ ଭଲ ଭଲ ପାର୍ଟ ସବୁ କୁ କାଢି ବିକ୍ରି କରିଦେଉଥିଲେ ।

ତେବେ ଏହିସବୁ କଥା ଶୁଣିବାକୁ ମିଳୁଥିଲା, ହେଲେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରୁ କେଉଁଠି ନା କେଉଁଠି ଏହି କଥା ଗୁଡିକ ସତ୍ୟ ବୋଲି ପ୍ରମାଣ ହେଉଛି । ଆପଣ ମାନେ ବି ହୁଏତ ଏହି ଭିଡିଓ ଟି କୁ ଦେଖିଥିବେ କାହିଁକି ନା ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଏହି ଭିଡିଓ ଟି କେଉଁ ସ୍ଥାନ ର ତାହା ଜଣା ପଡେ ନାହିଁ, ହେଲେ ଏଠାରେ ଜଣେ ରୋଗୀ କରୋନା ରେ ମୃତ୍ୟୁ କରିବା ପରେ ବ୍ୟକ୍ତି ଜଣଙ୍କୁ ଏକ ଜାଗାରେ ଶୁଆଇ ଦେଉଛନ୍ତି ଏବଂ ତାଙ୍କ ର କିଛି ଅଂଶ କୁ ଭଲ ଭାବରେ ପରଖୁଛନ୍ତି । ଏହି ଭିଡିଓ ଟି କୁ ଦେଖିବା ପରେ ଏହି କଥା ଟି ସମ୍ପୂର୍ଣ୍ଣ ଭାବେ ଜଣା ପଡୁଛି କି ସେହି ବ୍ୟକ୍ତି ଜଣଙ୍କ ସହ କିଛି ନା କିଛି ତ ଭୁଲ୍ କାମ ହେଉଛି । ଯଦି ଆମ ମାନଙ୍କ ର କଥା ସଠିକ୍ ହୋଇଥାଏ ତେବେ ଏହା ସମ୍ପୂର୍ଣ୍ଣ ଭାବେ ଏକ ଭୁଲ୍ କାମ ଅଟେ । କାରଣ ଯେତେବେଳେ କରୋନା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ଛୁଇଁବାରେ ବି କରୋନା ହେଉଛି ତେବେ ଏମାନେ ସେହି ମର ଶରୀର ସହ କଣ କରୁଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.