160 ବର୍ଷ ପରେ ଘଟୁଛି ମହା ସଂଯୋଗ ! ପଣା ସଂକ୍ରାନ୍ତି (14 April) ଏହି 5ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ – Jyotisha Shastra

ଗ୍ରହ ମାନଙ୍କ ର ଅବସ୍ଥିତି ଏବଂ ଚଳନ ହେତୁ ରାଶି ମାନଙ୍କ ଉପରେ ଅନେକ ମାତ୍ରା ରେ ପ୍ରଭାଵ ପଡେ। ବ୍ୟକ୍ତି ବିଶେଷ ଙ୍କ ଜୀବନରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଆସେ। ଖାସ୍ କରି କେଉଁ ରାଶି ମାନଙ୍କ ଜୀବନ ରେ ଆଗକୁ କଣ୍ ଘଟିବ ତାହା ଗ୍ରହ ମାନଙ୍କ ର ଅବସ୍ଥିତି ଦ୍ଵାରା ହିଁ ନିର୍ଣ୍ଣୟ ହୋଇ ଥାଏ। ତେବେ ଏହି ଚାରୋଟି ରାଶି ଙ୍କ ଆଗମୀ ଜୀବନ ରେ ଅଧିକ ସୁଖ ଏବଂ ସଫଳତା ଆସିବ। ବନ୍ଧୁଗଣ କାଲି ହେଉଛି ଆମ ଓଡ଼ିଆ ମାସ ର ନବବର୍ଷ , ପଣା ସଂକ୍ରାନ୍ତି ତଥା ବିଷୁବ ସଂକ୍ରାନ୍ତି ମଧ୍ୟ। ଏହି ବିଷୁବ ସଂକ୍ରାନ୍ତି ରେ ଆମେ ଭଗବାନ ହନୁମାନ ଙ୍କୁ ଆରାଧନା କରିଥାଉ କିନ୍ତୁ ଚଳିତ ବର୍ଷ ଏହି ସଂକ୍ରାନ୍ତି ଠାରୁ ୫ ଟି ରାଶି ଉପରେ ଏହାର ବହୁତ ଶୁଭ ପ୍ରଭାବ ରହିଛି।

ତେବେ ଶାସ୍ତ୍ର ଅନୁସାରେ କାଲି ଠାରୁ ଏହି ୫ ଟି ରାଶି ଉପରେ ପ୍ରଭୁ ହନୁମାନ ଓ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ବର୍ଷା ହେବା ସହିତ ଏହି ରାଶି ଙ୍କ ଜୀବନ ରେ ଅନେକ ସମସ୍ୟା ର ସମାଧାନ ମଧ୍ୟ ହେବ। ତେବେ ଆସନ୍ତୁ ଜାଣିବା ଏହି ୫ଟି ରାଶି ଗୁଡ଼ିକ ନାମ କଣ କଣ। ଏଵଂ ଏମାନଙ୍କ ଜୀବନ ରେ ଆଗମୀ ଦିନରେ କଣ୍ ଘଟିବ।

ବୃଷ ରାଶି:-

ଏହି ରାଶିର ବ୍ୟକ୍ତି ମାନଂକ ପାଇଁ କାଲି ଠାରୁ ବହୁତ ଭଲ ସମୟ ଆସିବାକୁ ଯାଉଛି। ମାତା ଲକ୍ଷ୍ମୀ ଓ ହନୁମାନ ଙ୍କର ଆଶୀର୍ବାଦ ରୁ ଏମାନଙ୍କ ର କୌଣସି ପ୍ରକାରର ବିପଦ ଆଗକୁ ଆସିବ ନାହିଁ। ଏମାନଙ୍କ ର ସବୁ ମନସ୍କାମନା ପୂରଣ ହେବ ଆଗକୁ ଏମାନଙ୍କ ର ଥିବା ସମସ୍ତ କାର୍ଯ୍ୟ ସଫଳ ହେବ ଓ ଏମାନଂକୁ ସବୁ ଆଡେ ସମ୍ମାନ ମିଳିବ।ବ୍ୟବସାୟୀ ର ଲାଭ ହେବା ସହ ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ସଫଳ ହେବ।

ସିଂହ ରାଶି:-

ସିଂହ ରାଶିର ବ୍ୟକ୍ତି ମାନଙ୍କ ଆଗକୁ ହେବାକୁ ଥିବା ସମସ୍ତ କାର୍ଯ୍ୟ ସଫଳ ହେବ। ଏମାନଙ୍କ ର ଜୀବନ ରେ କେବେବି ଅଶାନ୍ତି ଆସିବ ନାହିଁ, ଖୁସିରେ ଏମାନଙ୍କ ର ସବୁ ସମୟ ବିତିବ। ଏହା ସହ ଏମାନଙ୍କୁ ବିଭିନ୍ନ ଧନ ପ୍ରାପ୍ତି ର ଯୋଗ ମଧ୍ୟ ରହିଛି।

କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତି।ମାନଙ୍କ ପାଇଁ ଆଗକୁ ବହୁତ ବଡ଼ ବଡ଼ କାର୍ଯ୍ୟ ହେବାକୁ ଯାଉଛି। ଏମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ଏହା ସହ ଏମାନଙ୍କ ର ଶରୀର ଭଲ ରହିବ। ଏମାନଙ୍କ ର ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବା ସହ ମାନ ସମ୍ମାନ ର ରେ ବୃଦ୍ଧି ହେବ। ଏମାନଙ୍କ ର କୌଣସି କାର୍ଯ୍ୟ ରେ ବିଫଳତା ମିଳିବ ନାହିଁ। ଏମାନେ ନିଶ୍ଚିତ ନିଜର ଉଦ୍ଦେଶ୍ୟ ପୁରଣ କରିବେ।

ତୁଳା ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଆଗକୁ ମାତା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ପ୍ରାପ୍ତି ହେବାକୁ ଯାଉଛି। ଏମାନଙ୍କୁ ଆଗକୁ ବହୁତ ବଡ଼ ସଫଳତା ମିଳିବାକୁ ଯାଉଛି। କୌଣସି ପ୍ରକାର ର ବିପଦ ଏମନଙ୍କ ଉପରକୁ ଆସିବ ନାହିଁ। ଏହା ସହ ଏମାନଙ୍କ ର ସବୁ ଇଛା ପୂରଣ ହେବ।

କୁମ୍ଭ ରାଶି:-

କାଲି ଠାରୁ ଏହି ରାଶି ର ବ୍ୟକ୍ତି ଙ୍କ ଜୀବନ ରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଅନେକ ଦିନ ରୁ ରହିଥିବା ସମସ୍ୟା ଦୂର ହେବା ସହ ସଂମାନ ମଧ୍ୟ ମିଳିବ। ମାତା ଲକ୍ଷ୍ମୀ ଙ୍କର କୃପା ରୁ ଏମାନଙ୍କ ଆୟ ବୃଦ୍ଧି ହେବ ଏବଂ ଚାକିରୀ କ୍ଷେତ୍ରରେ ସଫଳତା ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment