୮୦ ବର୍ଷୀୟ ବୃଦ୍ଧ କଲେ କମାଲ…ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି

ଦର୍ଶକ ବନ୍ଧୁ ଆଜିର ଏହି ଦୁନିଆ ରେ ଫେସବୁକ, ହୁଆଟ୍ସଆପ ଏମିତି ସୋସିଆଲ ମିଡ଼ିଆ ଯୁଗରେ ଆପଣ ମାନେ ହୁଏତ ବହୁତ ସାଙ୍ଗ ସାଥି ବନେଇ ଥିବେ ହେଲେ କଣ ସମସ୍ତ ଙ୍କୁ ମନେ ରଖିଛନ୍ତି ଦର୍ଶକ ବନ୍ଧୁ, ଏ ଜୀବନ ର ସୁର ରଙ୍ଗ ଭରା ହେଇଥିଲେ ମଧ୍ଯ ଯଦି ପାଖରେ ସାଙ୍ଗ ଟିଏ ନାହିଁ ତାହାଲେ ଜୀବନ ଅର୍ଥ କିଛି ନାହିଁ, ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ଙ୍କୁ ଭଲ ପାଇବା ସ୍ନେହ ଶ୍ରଦ୍ଧା, ସୁଖ ଦୁଃଖ ଏହି ବନ୍ଧୁତ୍ୱ ରୁ ମିଳିଥାଏ | କାରଣ ବନ୍ଧୁତ୍ୱ ହେଉଛି ସେହି ସମ୍ପର୍କ ଯାହାପାଇଁ ନିଜକୁ ଗର୍ବ ଅନୁଭବ ହେଇଥାଏ, ତେଣୁ ଯେତେବେଳେ କାହା ସହିତ ବି ବନ୍ଧୁତା ହେଇଥାଏ ସେତେବେଳେ ବନ୍ଧୁ ଦେଖେନାହିଁ ବୟସ, ଟଙ୍କା ପଇସା, ତେଣୁ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ବନ୍ଧୁତ୍ୱ ବିଷୟରେ ଜାଣିବା ଯାହା ସତରେ ଗୋଟାଏ ଭଲ ଉଦାହରଣ ଆଜିର ଏହି ଯୁବ ପିଢ଼ି ପାଇଁ |

ଦର୍ଶକ ବନ୍ଧୁ ସାତ ସ୍ୱର ରେ ବନ୍ଧା ହେଇଥାଏ ଆମର ଜୀବନ, ଏହି ସାତ ସ୍ୱର ମାଧ୍ୟମ ରେ ଆମେ ଅନେକ ଙ୍କୁ ମନେ ପକାଇଥାଉ, ଠିକ କିଛି ଏହି ଭଳି ଭାବରେ ଜଣେ ବୃଦ୍ଧ ହାତରେ ହରମୋନିୟମ ଧରି ସ୍ୱର ର ସେଇ ଅଭୁଲା ବଙ୍ଗଳା ଗୀତ ରେ ନିଜକୁ ହଜେଇଦେଇଛନ୍ତି, କାରଣ ସେ ଗୀତ ମାଧମ ରେ ନିଜର ଆତ୍ମୀୟ ସାଙ୍ଗ ମାନଙ୍କୁ ମନେ ପକାଇବା ସହିତ ନିଜର ପ୍ରେମକୁ ମଧ୍ୟ ଏହି ଗୀତ ମାଧ୍ୟମ ରେ, କାରଣ ମଣିଷ ର ଧୀରେ ଧୀରେ ବୟସ ବଢିବା ସହିତ ତାହାର ସ୍ମରଣ ଶକ୍ତି ହ୍ରାସ ପାଇବା ରେ ଲାଗିଥାଏ ତେଣୁ ମଣିଷ କୁ ଏହି ସମୟରେ ବା ଏହି ବୟସ ରେ ନିଜକୁ ସବୁବେଳେ ଖୁସିରେ ରଖିବା ପାଇଁ ବୃଦ୍ଧ ଜଣକ ଆପଣଇଛନ୍ତି ଏହି ରାସ୍ତା |

ଦର୍ଶକ ବନ୍ଧୁ ଆପଣ ମାନେ ଦେଖିଥିବେ ବା ନିଜେ ମଧ୍ଯ ଯେତେବେଳେ ଆମର ମନ ଭଲ ନଥାଏ ଆମେ ନିଜକୁ ନିଜେ ସାନ୍ତ୍ଵାନା ଦବା ପାଇଁ ବହୁତ ସମୟରେ ଆମେ ଗୀତ ଶୁଣିଥାଉ କାରଣ ଗୀତ ରେ ଏମିତି କିଛି ଥାଏ ଯାହା ଶୁଣିବା କ୍ଷଣି ନିଜକୁ ଧୀରେ ଧୀରେ ଭଲ ଲାଗିବାରେ ଲାଗିଥାଏ, ଠିକ ଏହି ପରି ଭାବରେ ମନର ବେଦନାକୁ ଛାତି ତଳେ ରଖି ହାତରେ ହରମୋନିୟମ ସେଇ ବୋଟମ କୁ ଧରି ବୃଦ୍ଧ ଜଣକ ଏ ବୟସ ରେ ମଧ୍ଯ ସୁନ୍ଦର ଭାବରେ ସୁନ୍ଦର ସ୍ୱର ରେ ନିଜକୁ ହଜେଇଦେଇଛନ୍ତି ତାଙ୍କର ପିଲା ଦିନ ର ବନ୍ଧୁ ମାନଙ୍କ ପାଖରେ |

ଦର୍ଶକ ବନ୍ଧୁ ଏହାଥିଲା ବୃଦ୍ଧ ଜଣକ ଙ୍କ ଗୀତ ମାଧ୍ୟମରେ ମନେ ପକାଉଥିବା ତାଙ୍କ ସାଙ୍ଗ ସାଥି ଙ୍କୁ,ଯାହା ଏବେ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment