ଦେଖନ୍ତୁ Viral ଭିଡ଼ିଓ : Stage ଉପରେ ଭଗବାନ ଙ୍କ ନାମରେ ରାସଲୀଳା, ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି….

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କି ଏବେ ସେସିଆଲ ମିଡିଆର ଯୁଗ ଚାଲିଛି , ଯାହା ଯୋଗୁଁ ଅନେକ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ସବୁ ଭାଇରାଲ ମଧ୍ୟ ହେଉଛି | ତେବେ ଭାଇରାଲ ହେଉଥିବା ବିଭିନ୍ନ ପ୍ରକାରର ଭିଡିଓକୁ ଦେଖି ଆମେ ସମାଜରେ ଘଟୁଥିବା ବିଭିନ୍ନ ଘଟଣା ବିଷୟରେ ଜାଣି ମଧ୍ୟ ପାରୁଛ |ତାହା ବ୍ୟତୀତ ପୁରୁଣା ଯୁଗରେ ଆମ ସଂସ୍କାର, ସଂସ୍କୃତି ଓ ପରମ୍ପରା କଣ ଥିଲା , ଆଉ ଏବେ ଆମ ସମାଜରେ ସଂସ୍କୃତି, ସଂସ୍କାର ଓ ପରମ୍ପରା ରେ କଣ ସବୁ ପରିବର୍ତ୍ତନ ଆସିଛି | ସମସ୍ତ ଘଟଣା ବିଷୟରେ ଜାଣିପାରିବା |ତେବେ ଆସନ୍ତୁ ଜାଣିବା ଏହି ପରି ଗୋଟିଏ ପୌରାଣିକ ଘଟଣା ବିଷୟରେ ଯାହା ଏବେ ଆଧୁନିକ ଯୁଗରେ କଣ ପରିବର୍ତ୍ତନ ହୋଇଛି |

ସମସ୍ତେ ସେ ଅଳ୍ପ ହେଉ କି ବେଶୀ ପୌରାଣିକ ବିଷୟ ବସ୍ତୁକୁ ନେଇକି ନିଶ୍ଚୟ ଧାରଣା ଥିବ, ସେହିଭଳି ପୂରଣରେ ଘଟି ଯାଇଥିବା ଘଟଣା ବିଷୟରେ ଲୋକ ମାନେ ବି ଜାଣି ରଖିବା ଆବଶ୍ୟକ | ଯାହା ଯୋଗୁଁ ଆମେ ଜାଣିପାରିବା ଯେ ପୂରଣ ଯୁଗରେ ଅମର ସଂସ୍କାର କଣ ଥିଲା, ଯାହା ଜାଣିବା ଯୋଗୁଁ ଆମ ଯୁବ ପିଢ଼ି ମାନଙ୍କ ଉପରେ ମଧ୍ୟ ବହୁତ ଭଲ ପ୍ରଭାବ ପକାଇଥାଏ |ତେବେ ଆଜିର ଏହି ମୋଡାର୍ଣ୍ଣ ସମାଜରେ ଆମ ଯୁବ ପିଢ଼ି ମାନେ ସଂକୃତିକୁ ନଷ୍ଟ କରୁଛନ୍ତି, ଯାହା ଭାଇରାଲ ହେଇଥିବା ଏହି ଘଟଣା ଟିକୁ ଦେଖିଲେ ଆପଣ ମାନେ ଭଲ ଭାବରେ ବୁଝିପାରିବେ |

ତେବେ ଭାଇରାଲ ହେଇଥିବା ଭିଡିଓ ରେ ଦେଖା ଦେଇଛି କି ଗୋଟିଏ ସ୍ଥାନରେ ଯାତ୍ରା ରେ ଅଭିନୟ ଚାଲିଛି |ଏମିତି ଗାଁ ମାନଙ୍କରେ ପୌରାଣିକ ଘଟଣା କୁ ନେଇକି ଅନେକ ଅଭିନୟ ହୋଇଥାଏ ଯାହାକୁ ଆମ ବୟସ୍କା ଲୋକ ମାନେ ବେଶୀ ପସନ୍ଦ କରିଥାନ୍ତି , କିନ୍ତୁ ଆମ ଯୁବ ପିଢ଼ି ମାନେ ସେଥିପାଇଁ ସେତେ ଆଗ୍ରହୀ ନୁହଁନ୍ତି | ଯାହା ଏହି ଭିଡିଓକୁ ଜାଣି ହେଉଛି |ସାଧାରଣତଃ ଆମେ ମାନେ ଜାଣିଛୁ କି ରାମାୟଣ ରେ ରାମ ଓ ସୀତା ମୁଖ୍ୟ ଭୂମିକା ନେଇଥାନ୍ତି |ତେବେ ଷ୍ଟେଜ ଉପରେ ଯୋଉ ଭିଡିଓଟି ଦେଖା ଦେଇଛି ସେଥିରେ ରାମ ଓ ସୀତା ର ଆକ୍ଟିଙ୍ଗ କରିଥିବା ପୁଅ ଝିଇ ମାନେ ଗୋଟିଏ ମୋଡର୍ଣ୍ଣ ଗୀତରେ ଡାନ୍ସ କରିଥିବାରୁ ନଜର ଆସିଛନ୍ତି |

ସେମାନେ ଯୋଉ ଡାନ୍ସ କରିଥିଲେ ସେଥିରେ ପୌରାଣିକ କଥା କିଛି ନଥିଲା, କିନ୍ତୁ ପୁଅ ଝିଅ ଅର୍ଥାତ ଆକ୍ଟିଙ୍ଗ କରିଥିଵା ରାମ ଓ ସୀତା “ତୋର ସବୁ ନଜର ମତେ ଲାଗେ ପ୍ରେମ ନଜର ” ଗୀତରେ ଡାନ୍ସ କରିଥିଲେ | ଯାହାକୁ ଦର୍ଶକ ମାନେ ମଧ୍ୟ ଦେଖିକି ମଜା ନେଉଥିଲେ |ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଛି ଓ ରାମାୟଣ ଭଳି ପୌରାଣିକ ଘଟଣା କୁ ଏହି ଭଳି ମୋଡର୍ଣ୍ଣ କରିଥିବାରୁ ଅନେକେ କମେଣ୍ଟ ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment