Swastik Tv News Odisha

ଧାନ ବିଲରେ ଭାଉଜକୁ କୁ ଗୋଡେଇ ଗୋଡେଇ ଦିଅର, କରିଲା ଏଭଳି କାଣ୍ଡ ତା’ପରେ କଣ ହେଲା ଦେଖନ୍ତୁ , Viral Video

0

ଆମ ସମାଜରେ ଏବେ ଧୀରେ ଧୀରେ ଅସମାଜିକତା ତଥା ଅମାନବିକତା ର ପ୍ରଭାବ ବଢ଼ିବାରେ ଲାଗିଛି । ଆମେ କହିଛନ୍ତି ଯେ , ଆମେ ଏବେ ଏକ ଅତ୍ୟାଧୁନିକ ତଥା ଗ୍ଲବଳାଇଜଡ଼ ଦେଶରେ ବସବାସ କରୁଛୁ ଏହାର କାରଣ ହେଉଛି ଆମ ଚିନ୍ତା କରିବାର ତଥା ଜୀବନ ଯାପନ ପ୍ରଣାଳୀ ରେ ଉନ୍ନତି ଘଟିଛି ।କିନ୍ତୁ ଏହାର ବିପରୀତ ପଟ ଟୀକୁ ଦେଖିଲେ ଜଣା ଯାଏ ଯେ ଆମେ ଉନ୍ନତି ନୁହେଁ ବରଂ ନିଜର ଅବନତି କରୁଛନ୍ତି ।

ତେବେ ଏହି ଅତ୍ୟାଧୁନିକତା ର ପ୍ରଭାବ ରେ ଆମ ଦେଶର ଯୁବ ପିଢୀ ଏବେ ଆମ ସଂସ୍କୃତି ଓ ପରମ୍ପରା କୁ ଭୁଲିଯାଇ ଏମିତି ସବୁ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ ।ଏହି ସମାଜ ଏତେ ଅବନତି ସ୍ତର କୁ ଆସିଲାଣି ଯେ, ଲୋକମାନେ ଆଉ କୌଣସି ସମ୍ପର୍କ ର ମୂଲ୍ୟ କୁ ବୁଝୁନାହାନ୍ତି।

ଏମାନେ ଏତେ ଖରାପ ଗତିରେ ଆଗୁଛନ୍ତି ଯେ, କୌଣସି ସମ୍ପର୍କ କୁ ସମ୍ନାନ କରୁନାହାନ୍ତି ବରଂ ନିଜର କାମନା ଏବଂ ବାସନା କୁ ପୂରଣ କରିବାକୁ ତଥା ମାତ୍ର କ୍ଷଣିକ ସୁଖ ପାଇଁ ସବୁ ସୀମା ପାର କରିଦେଉଛନ୍ତି।ଏହି କୌତୁହଳିକ ସମାଜ ରେ ନା ବାପ- ଝିଅ ର ସମ୍ପର୍କ କୁ କେହି ସଂମାନ କରୁଛନ୍ତି ନା ଭାଇଭଉଣୀ ନା ସ୍ୱାମୀ-ସ୍ତ୍ରୀ ।ବର୍ତ୍ତମାନ ସବୁ ଆଡେ ସବୁ ସମ୍ପର୍କରେ କେବଳ ଛଳନା ହିଁ ଛଳନା।

ତେବେ ଏହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଂକୁ ଜଣେଇବାକୁ ଯାଉଛୁ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବନ୍ଧୁକ ର ଗୁଳି ପରି ଭାଇରଲ ହେବାରେ ଲାଗିଛି। ତେବେ ଭିଡ଼ିଓ ଟି ଦେଖିଲେ ଆପଣ ଏହି ଯୁବପିଢ଼ି ଙ୍କ ପାଇଁ ଲଜ୍ଜିତ ଅନୁଭବ କରିବେ। ତେବେ ଆମେ ଜାଣିଚୁ ଯେ, ଦିଅର ଏବଂ ଭାଉଜ ଙ୍କର ମଧ୍ୟରେ ଥିବା ପବିତ୍ର ସମ୍ପର୍କ କୁ ମା ଓ ପୁଅ ର ସମ୍ପର୍କ ସହ ତୁଳନା କରାଯାଏ। କିନ୍ତୁ ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ଭୁଲି ଯିବେ ଏହି କଥା ଟିକୁ ।

ତେବେ ସୂଚନା ଅନୁସାରେ, ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା ବାଲେଶ୍ଵର ଜିଲ୍ଲା ର ଭୋଗରାଇ ବ୍ଲକ ଅନ୍ତର୍ଗତ ନହରା ଗ୍ରାମରେ। ଯେଉଁ ଠାରେ ଜଣେ ଯୁବକ ତାଙ୍କର ଭାଉଜ କୁ ଗୋଡେଇ ଗୋଡ଼ାଇ ବିଲ ପର୍ଯ୍ୟନ୍ତ ନେଇଯାଇଥିଲେ ଏବଂ ପରେ ତାଙ୍କ ସହ କିଛି ଏପରି କରିଥିଲେ ଜାଣିଲେ ଆପଣ ଚକିତ ହୋଇଯିବେ। ତେବେ କୌଣସି ପାରିବାରକ ସମସ୍ୟା କୁ ନେଇ ଜଣେ ଯୁବକ ନିଜର ଭାଉଜ କୁ ଗୋଡ଼ାଇ ଗୋଡ଼ାଇ ବିଲ ପର୍ଯ୍ୟନ୍ତ ନେଇଯାଇଥିଲେ ଏବଂ ପରେ ତାଙ୍କୁ ନିର୍ଦ୍ୱୟ ଭାବରେ ମାଡ଼ ମାରିଥିଲେ। ତେବେ ସମ୍ପୂର୍ଣ୍ଣ କାରଣ ଜଣାନଥିଲେ ମଧ୍ୟ ପାରିବାରିକ ସମସ୍ୟା କୁ ନେଇ ଏପରି ହୋଇଛି ବୋଲି ଜଣାଯାଇଛି।

ତେବେ କେହି ଜଣେ ବ୍ୟକ୍ତି ଏହି ଘଟଣା ଟିକୁ ରେକର୍ଡ କରି ପରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।ତେବେ ଆମେ ଆପଣଂକୁ କହିରଖୁଚୁ ଯେ, ସମସ୍ୟା କିଛି ବି ହେଉନା କାହିଁକି କେହି ନାରୀ ଉପର କୁ ଏପରି ବ୍ୟବହାର କରିବା ଉଚିତ ନୁହେଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.