Swastik Tv News Odisha

ଦେଖନ୍ତୁ ଭିଡିଓ – ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଶଶୁର ଓ ବୋହୂର ଜବରଦସ୍ତ ଫାଇଟିଂ , 60,000 ରୁ ଅଧିକ ଲୋକ ଦେଖି ସାରିଲେନି

0

ବର୍ତ୍ତମାନ ର ସମାଜ ରେ ଆଉ କେହି କାହାକୁ ଖାତର କରୁନାହାନ୍ତି। ବଡ଼ ମାନେ ଛୋଟ ମାନଙ୍କୁ ସେହ୍ନ ଦେବା ବଦଳରେ ନିର୍ଯାତନା ଦେଉଛନ୍ତି ତ ପୁଣି ଅନ୍ୟ ପକ୍ଷରେ ସାନ ମାନେ ବଡ଼ ଙ୍କୁ ସଂମାନ ବଦଳରେ ମାଡ଼ ମାରୁଛନ୍ତି। ଧୀରେ ଧୀରେ ସମାଜ ରେ କୌଣସି ସମ୍ପର୍କରେ ମୁଲ୍ୟ ରହୁନାହିଁ। ରାଗ , ହିଂସା , ଈର୍ଷା ଘର କରି ବସିଛି ଲୋକଙ୍କ ମଧ୍ୟରେ।

ତେବେ ଆମେ ମାନେ ଜାଣିଚୁ ଯେ, ବିବାହ ପରେ ଗୋଟିଏ ଝିଅ ତାର ଶଶୁର କୁ ବାପା ପରି ମାନିଥାଏ ଏବଂ ଶଶୁର ବହୁ ଙ୍କ ମଧ୍ୟରେ ବାପ ଝିଅ ର ସମ୍ପର୍କ ହୋଇଥାଏ। କିନ୍ତୁ ବର୍ତ୍ତମାନ ତାହା ଆଉ ନାହିଁ।ବନ୍ଧୁଗଣ ଆମେ ଆଜି ଆପଣଂକୁ ଯେଉଁ ଘଟଣା ଟି ବିଷୟରେ ଜଣେଇବା କୁ ଯାଉଛୁ ତାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ।

ତେବେ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ଏବଂ ଲୋକ ମାନେ ଏହାକୁ ନିନ୍ଦା କରିଚାଲିଛନ୍ତି। ବନ୍ଧୁଗଣ ଘଟଣା ଟି ମଧ୍ୟ ସେମିତି ରହିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିନ୍ଦା କରିବେ। ତେବେ ଘଟଣା ଟି ରେ ଗୋଟିଏ ନବ ବିବାହିତ ବହୁ ର ଶଶୁର ସାଜି ଛନ୍ତି ରାକ୍ଷସ ଏବଂ କରୁଛନ୍ତି ଏପରି ବ୍ୟବହାର ଯାହା ଅତ୍ୟନ୍ତ ଅଭାବନୀୟ ଅଟେ ।

ତେବେ ଘଟଣା ଟି କିଛି ଏପରି ଥିଲା ଯାହା ଦେଖିଲେ ଆପଣ ଏହି ସମାଜର ନୀତି ନିୟମ କୁ ଭୁଲିଯିବେ ଏବଂ ପୁଣି ଚାହିଁବେ କି ପୁଣି ସେହି ପୁରାତନ ଜମାନା କୁ ଫେରିଯିବେ।ତେବେ ଘଟଣା ଟି କିଛି ଏପରି ଥିଲେ କି , ଜଣେ ମହିଳା ଙ୍କୁ ଅତି ନିର୍ଦ୍ୱୟ ଭାବରେ ମାଡ଼ ମାରୁଥିଲେ ।ତେବେ ଜଣା ଯାଉଛି କି କୌଣସି ଘରୋଇ ସମସ୍ୟା କୁ ନେଇ ଏପରି ଘଟଣା ଘଟିଥିଲା ।ଯାହାର ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି।

ତେବେ ଭିଡ଼ିଓ କୁ ଦେଖିଲେ ଆପଣ ଜାଣିପାରିବେ କି କିପରି ଶଶୁର ଯିଏକି ବାପ ଙ୍କ ସମାନ ଲୋକ ନିଜର ଝିଅ ସମାନ ବହୁ କୁ ଅତି ନିର୍ଦ୍ୱୟ ଭାବରେ ମାରୁଛନ୍ତି ଏବଂ ବହୁତ ଖରାପ ଭାଷା ରେ ଗାଳି ଗୁଲଜ କରୁଛନ୍ତି ।ତେବେ ଏହାକୁ ପ୍ରତିବାଦ କରିବା କୁ ଯାଇ ତଥା ନିଜର ଆତ୍ମ ରକ୍ଷା କରିବା ପାଇଁ ବହୁ ଟି ମଧ୍ୟ ପାଟି ତୁଣ୍ଡ କରୁଛି। ତେବେ ପରେ ଶଶୁର ଏତେ ହିଂସ୍ର ହେବାରେ ଲାଗିଛି ଯେ, ସେ ବହୁ ଉପରକୁ ଆକ୍ରମଣ କାରୁଛି ।ତେବେ ମହିଳା ଙ୍କୁ ବଂଚିବା ପାଇଁ ଅନ୍ୟ ଜଣେ ପୋଡସି ମହିଳା ତାଙ୍କୁ ରକ୍ଷା କରିବାକୁ ଝରକା ଡେଇଁ ଘର ଭିତରକୁ ଯାଇଛନ୍ତି।

ତେବେ ଏହି ସମ୍ପୂର୍ଣ୍ଣ ଘଟଣା ଟିକୁ କେହି ଜଣେ ବ୍ୟକ୍ତି ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ।ତେବେ ଏହାକୁ ଦେଖିବା ପରେ ମହିଳା ଙ୍କର ସ୍ଵାଧିନତା ଏବଂ ସ୍ଵତନ୍ତ୍ରତା ଉପରେ ପ୍ରଶ୍ନ ଉଠୁଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.