Swastik Tv News Odisha

ସୁପରଷ୍ଟାର ସିଙ୍ଗର Priti ଏବଂ Harshit କଲେ ଏମିତି ମଜାଦାର ପେରଫୋରମନ୍ସ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଦର୍ଶକ ବନ୍ଧୁ ଏବେ ସୋନୀ ଟିଭି ରେ ପ୍ରସାରଣ ହେଉଥୁବା ସୁପର ଷ୍ଟାର ସିଙ୍ଗର ରିୟାଲିଟି ଶୋ ରେ କଣ ଅନୁକୋଣରୁ ଅନେକ ଛୋଟ ଛୋଟ ପିଲା ମାନେ ତାଙ୍କର ପ୍ରତିଭା ଦେଖାଇବା ପାଇଁ ଏହି ଶୋ ରେ ଭାଗ ନେଇଛନ୍ତି |ଏହି ଶୋ ରୁ ଆଗରୁ ମଧ୍ୟ ଅନେକ ପ୍ରତିଭା ଦେଖାଇ ତାଙ୍କର ଟେଲେଣ୍ଟ ଦେଖାଇ ତାଙ୍କର ଭବିଷ୍ୟତ ତିଆରି କରିବା ରେ ଲାଗିଛନ୍ତି |ଏହି ଭଳି ରିୟାଲିଟି ଶୋ ରେ ଯେଉଁ ମାନେ ନିଜର ଟ୍ୟାଲେଣ୍ଟ ଦେଖାଇ ଆଗକୁ ଯାଇପାରିଲେ ସେ ତାଙ୍କର ଭବିଷ୍ୟତ ତିଆରି କରିବାରେ ମୁଖ୍ୟ ଭୂମିକା ନିଏ ବୋଲି କହିଲେ କିଛି ଭୁଲ ହେବ ନାହିଁ |କାରଣ ତୁଳସୀ ଦୁଇ ପତ୍ର ରୁ ବାସେ ବୋଲି ଆମେ ଜାଣିଛେ ଠିକ ସେଇ ପରି ଛୋଟ ପିଲାମାନେ ଏବେ ଠୁ ଯଦି ତାଙ୍କର ପ୍ରତିଭା ଏମିତି ଦେଖାଉଛନ୍ତି |ତାହାଲେ ଏଥିରୁ ଜାଣି ହେଉଛି କି ଭବିଷ୍ୟତ ରେ ସେମାନେ ଦିନେ ବଡ଼ ଗାୟକ ବା ଗାୟିକା ନିଶ୍ଚୟ ହେବେ ଏଥିରେ କିଛି ସନ୍ଦେହ ନାହିଁ |

ଏହି ରିୟାଲିଟି ଶୋ ରେ ବଲିଉଡ ର ନାମୀ ଦାମୀ ସିଙ୍ଗର ମାନେ ମୁଖ୍ୟ ଜର୍ଜ ଭାବେ ଦେଖାଦେବେ, ଓ ଛୋଟ ଛୋଟ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ଆଗକୁ ବଢିବାର ରାସ୍ତା ମଧ୍ୟ ଦେଖାଇବେ | ତାହାଲେ ସେହି ବଲିଉଡ ଜଗତ ରେ ନିଜର ଖ୍ୟାତି ଅର୍ଜନ କରିଥିବା ମସୁର କଳାକାର ବା ସିଙ୍ଗର ଯେଉଁ ମାନେ ଏହି ରିୟାଲିଟି ଶୋ କୁ ପରିଚାଳନା କରିବେ ଓ ଛୋଟ ଛୋଟ ପିଲାଙ୍କୁ ସହସିକତା ର ସହିତ ଆଗକୁ ନେବେ | ତାହାଲେ ଆମେ ଏହିଭଳି ଏକ ରିୟାଲିଟି ସୋ ରେ ଗୀତ ଗାଇ ଦର୍ଶକଙ୍କ ମନକୁ ଝୁମେଇ ଥିଵା କଳାକାର ଙ୍କ ବିଷୟରେ ଆସନ୍ତୁ ସେମାନଙ୍କ ନାଁ ଜାଣିଵା |

ଏହି ରିୟାଲିଟି ଶୋ ତିନି ଜଣ ମୁଖ୍ୟ ଜର୍ଜ ଙ୍କୁ ଅନୁଷ୍ଠିତ ହେଇଛି ଓ ସେମାନେ ହୋଉଛନ୍ତି ଯାଭେଦ ଅଲ୍ଲି, ୟାଲକା ୟାଗନିକ, ଓ ହିମେଶ ରୋଷମେୟା, ହଁ ଦର୍ଶକ ବନ୍ଧୁ ଏହି ତିନି ଜଣ ବଲିଉଡ ଇଣ୍ଡଷ୍ଟ୍ରି ରେ ସବୁବେଳେ ଆଗ ଧାଡି ର ସିଙ୍ଗର ଭାବେ ବେଶ ଜଣାଶୁଣା |ଏମାନଙ୍କ ସମ୍ମୁଖରେ ପ୍ରୀତି ହର୍ଷିତ ଙ୍କ ଚୁରାକେ ଦିଲ ମେରା ଗୀତ ଟି ଏତେ ସୁନ୍ଦର ଭାବରେ ଗାଇଦେଲେ ଯେ ଯାହା ଯିଏ କେହି ଶୁଣିବ ଆଶ୍ଚର୍ଯ୍ୟ ହେଇଯିବ| ଏତେ କମ ବୟସ ରେ ଏତେ ମଧୁର ସ୍ୱର ଯେ ଯେତେଥର ଶୁଣିଲେ ବି ତାଙ୍କୁ ପୁଣି ଥରେ ଶୁଣିବାକୁ ଇଛା ହେବ ଆଉ ଥରେ ଶୁଣିବା ପାଇଁ |ପ୍ରକୃତ ରେ ଏହି ଗୀତ ଟି କୁ ୟାଲକା ୟାଗନିକ ଓ ଉଦିତ ନାରାୟଣ ଗାଇଥିଲେ, ହେଲେ ଆଜି ଏହି ଗୀତ ଟି ଶୁଣିଲେ ଲାଗୁଛି ଯେମିତି ପୁଣି ଥିରେ ୟାଲକା ଜି ଓ ଉଦିତନାରାୟଣ ଜି ଙ୍କ ସ୍ୱର ଭଳି ଲାଗୁଛି | ଦୁଇଜଣ ଙ୍କ ଏହି ପାରରଫୋରମାନ୍ସ ଦେଖି ସେଠାରେ ଉପସ୍ଥିତ ଥିବା ଜର୍ଜ ମାନେ ପ୍ରୀତି ଓ ହର୍ଷିତ ଙ୍କୁ ଆଗକୁ ନବାକୁ ସିନ୍ଧାନ୍ତ ନେଇଥିଲେ |

ଏହା ଥିଲା ସେହି ରିୟାଲିଟି ଶୋ ଯେଉଁ ଥିରେ ପ୍ରୀତି ଓ ହର୍ଷତ ବହୁତ ସୁନ୍ଦର ଗାଇ ଏବେ ଚର୍ଚ୍ଚା ରେ ଅଛନ୍ତି ଯାହା ସେସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହିତ ଲୋକ ମାନେ ଲାଇକ କରିବା ସହିତ, ଭଲ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.