Swastik Tv News Odisha

ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ରାନୀ ଙ୍କର ଏହି ଭିଡ଼ିଓ ଦେଖିଲେ ଆପଣ ବେହସ ହୋଇଯିବେ – ରାନୀ ପଣ୍ଡା

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ କିଛି ଅଧିକ ମାତ୍ରରେ ଭାଇରଲ ବା ଚର୍ଚ୍ଚାର ବିଷୟ ପାଲଟିଛି କହିଲେ ତାହା ହେଉଛି ବଲିଉଡ, ଓଲିଉଡ , ଟଲିଉଡ଼ ଏବଂ ଜଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ ।ଏହି ସିନେମା ଜଗତର କଳାକାର ମାନେ ସବୁବେଳେ ନିଜର ର ଫୋଟ , ଆଲବମ ,ପୋଷାକ , ନିଜର ଅଭିନୟ , ପ୍ରେମ ତଥା ନିଜର ବୈବାହିକ ଜୀବନ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ଆପ ଜଲିଉଡ଼ ସୋନି ଲିଓନି ରାନୀ ପଣ୍ଡା ଙ୍କୁ ତା ନିଶ୍ଚିତ ଭାବରେ ଜାଣିଥିବେ।ତେବେ ରାନୀ ପଣ୍ଡା ହେଉଛନ୍ତି ଜଣେ ଏପରି ଯାତ୍ରା କଳାକାର ଯିଏକି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡ଼ିଆ ରେ। କେତେବେଳେ ନିଜର ଅଶୀଳ ଡ୍ୟାନ୍ସ ଙ୍କୁ ନେଇ ତ୍ କେତେବେଳେ ପୁଣି କୋଉ ରାଜନୈତିକ ପାଟି ପାଇଁ ତ୍ ପୁଣି ଆଉ କେତେବେଳେ ନିଜର ବ୍ୟବହାର ପାଇଁ ।

ତେଣୁ ତାଙ୍କୁ ଜଣେ ବିବାଦୀୟ ଅଭିନେତ୍ରୀ ଭାବରେ ପରିଚୟ ମଧ୍ୟ ମିଲିସରିଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବିବାଦୀୟ କୁଇନ ରାନୀ ଙ୍କର ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁ ଥିରେ ଦେଖାଯାଇଛି ଯେ, ରାନୀ କେହି ଜଣେ ବ୍ୟକ୍ତି ଙ୍କୁ ବେଶ ଗାଳି ଛନ୍ତି ଯାହା ଦେଖିଲେ ଆପଣଂକ ହସ ଉଡିଯିବ।

ତେବେ ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ଭୁବନେଶ୍ୱର ର ଖଣ୍ଡଗିରି ରେ ଏକ ଯାତ୍ରା ହେଉଥିବା ବେଳେ ସେଠାରେ ରାନୀ ପଣ୍ଡା ବହୁତ ଅଶୀଳ ଭାବରେ ନିଜର ବ୍ଲାଉଜ ଖୋଲି ଡ୍ୟାନ୍ସ କରିଥିଲେ। ତେଣୁ ତାଙ୍କର ଏହିପରି ଡ୍ୟାନ୍ସ ସମାଜ ପରି ଖରାପ ପ୍ରଭାବ ପକାଉଛନ୍ତି ବୋଲି କହି ତାଙ୍କୁ ଖଣ୍ଡଗିରି ର ଯାତ୍ରା କୁ ଆସିବାକୁ ବାରଣ କରାଯାଇଥିଲା। ଏବଂ କିଛି ଲୋକ ଏପରି ମଧ୍ୟ କହିଥିଲେ କି, ତୁମ କୁ ଯାତ୍ରା ମନା ବୋଲି। ତେବେ ଏହାର ଉତ୍ତରରେ ରାଣୀ ପଣ୍ଡା ଯାହା କହିଛନ୍ତି ଶୁଣିଲେ ଆବାକ ହୋଇଯିବେ।

ରାନୀ ପଣ୍ଡା କହିଛନ୍ତି ଯେ, ଯେଉଁ ବ୍ୟକ୍ତି ମାନେ ମତେ ଆଜି ମନା କରୁଛନ୍ତି ଯାତ୍ରା ପାଇଁ ଦିନେ ସେହି ବ୍ୟକ୍ତି ମତେ ତାଙ୍କ ସହ ଶୋଇବାକୁ ଡାକିଥିଲେ। ତାଙ୍କର ପ୍ରଶ୍ନ ଏହାକି ଯଦି ମୋତେ ତୁମ୍ଭ ମାନେ ମାସକୁ ୩ ଲକ୍ଷ ଟଙ୍କା ଦେଇଦେବ ମୋ ଖର୍ଚ୍ଚ ପାଇଁ ମୁଁ ଆଉ କୌଣସି ଯାତ୍ରା କୁ ଯିବି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ଯାତ୍ରା ରେ ଏପରି ଡ୍ୟାନ୍ସ ନିଜ ପାଇଁ ନୁହେଁ ବରଂ ତୁମ ମାନଙ୍କ ପାଇଁ କରେ ।ଏଥିରେ ମୋର ଭୁଲ କଣ କୁହ ମତେ।

ଏହିପରି ଅନେକ ପ୍ରଶ୍ନ କରିବା ସହ ସେହି ବ୍ୟକ୍ତି ମାନଙ୍କୁ ବହୁତ କୁର୍ଷିତ ଭାଷା ରେ ଗାଳି ଗୁଲଜ କରିଥିଲେ ରାନୀ ପଣ୍ଡା। ତେବେ ତାଙ୍କର ଯୁକ୍ତି ଏହାକି ଯେ, ଏପରି ବହୁତ୍ ଲୋକ ଅଛନ୍ତି ଯେଉଁ ମାନେ ଆହୁରି ଅଶୀଳ କରନ୍ତି ତାଙ୍କୁ ତ୍ କେହି କିଛି ବି କହୁନାହାନ୍ତି ।ତ ମୁଁ ଯଦି କଣ ଟିକେ ଡ୍ୟାନ୍ସ କଲି ତ୍ କଣ ଭୁଲ କରିଦେଲି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.