ଜୁହାର ଜୁହାର ଆମ ଦ୍ରୋପଦୀ ଦିଦିକେ … ଦ୍ରୋପଦୀ ମୁର୍ମୁଙ୍କୁ ଗୀତ ମାଧ୍ୟମରେ ଅଭିନନ୍ଦନ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଓଡିଶା ର ଗର୍ବ ଓ ଗୌରବ ଭାବେ ଏବେ ସାରା ବିଶ୍ୱ ରେ ନିଜର ନା ରଖିସାରିଛନ୍ତି ନବନିର୍ବାଚିତ ତଥା ଓଡିଶା ଝିଅ ଓଡିଶା ବୋହୂ ଜାତି ଧର୍ମ ନିର୍ବିଶେଷରେ ଭାରତ ଦେଶରେ ନବନିର୍ବାଚିତ ହେଇଥିବା ଭାରତ ର 15 ତମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ | ଏ ନେଇ ସାରା ଓଡିଶା ବାସୀ ବେଶ ଖୁସିରେ ଅଛନ୍ତି | ଯେମିତି କି ଜଣା ପଡୁଛୁ ଓଡିଶା ପାଇଁ ଏବେ ଠୁ ଭଲ ଦିନ ଆସିଗଲା ପରି ସେଥିପାଇଁ ସମସ୍ତ ଙ୍କ ମନ ଖୁସିରେ ନାଚି ଉଠୁଛି | ଛୋଟ ରୁ ଆରମ୍ଭ କରି ବଡ ଯାଏ ସମସ୍ତେ ଖୁସି ଥିବା ଜଣାପଡିଛି | ତେବେ ଏହି ଖୁସି ର ମାହଲ ଭିତରେ ଏବେ ସୋସିଆଲ ମିଡିଆରେ ଦେଶର 15 ତମ ରାଷ୍ଟ୍ରପତି ଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ସୁନ୍ଦର ଗୀତ ଟି ରେକର୍ଡ ହେଇଛି |

ତାହେଲେ ବନ୍ଧୁ ଗଣ ଭାରତର 15 ତମ ରାଷ୍ଟ୍ରପତି ତଥା ଆଦିବାସୀ ଘର ଝିଅକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଗୀତ ଭାଇରାଲ ହେବାରେ ଲାଗିଛି | ଯେଉଁ ଗୀତ ରେ ଓଡିଶା ନା ରଖିଥିବା ତଥା ରାଇରଙ୍ଗପୁର ପୁର ନା ରଖିଥିବା ଓ ସାରା ଭାରତ ବର୍ଷ ର ନା ରଖିଥିବା ମହିଳା ଙ୍କ ନା ରେ ଗାନ କରାଯାଇଛି | ତେବେ ସୁନ୍ଦର ଗୀତ ଟିକୁ ସୁନ୍ଦର ଭାଷାରେ ଓ ସମସ୍ତ ଙ୍କ ମନ ଜିଣିଲା ଭଳି କଣ୍ଠ ରେ ଗାଇଛନ୍ତି ଗୀତିକାର ଜଣଙ୍କ ଓ ଗୀତ ଟି ଦ୍ରୋପଦୀ ମୁର୍ମୁ ଙ୍କ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲା ପରେ ହିଁ ସେ ଗାଇଥିଲେ | ଏହି ଗୀତ ଟି ହେଉଛି “ ଜୁହାର ଜୁହାର ଆମ ଦ୍ରୋପଦୀ ଦିଦିକେ ଜୁହାର ” ଏହି ଗୀତ ରେ ଦେଶର 15 ତମ ରାଷ୍ଟ୍ରପତି ଙ୍କ ସ୍ୱାଗତ କରିବା ସହିତ ଓଡିଶା ଗୌରବ କଥା କୁ ମଧ୍ୟ ସୁନ୍ଦର ଭାବରେ ବୁଝାଇଛନ୍ତି ଗାୟକ କଳାକାର ଜଣଙ୍କ |

ତାହାଲେ ଏହି ଗୀତ ମାଧ୍ୟମ ରେ ଓଡିଶା ର ଝିଅ ତଥା ଦେଶ ର 15 ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଇଥିବା ରାଷ୍ଟ୍ରପତି ଙ୍କ ସ୍ୱାଗତ ପାଇଁ ଗାନ କରାଯାଇଥିବା ବେଳେ ଏହି ଗୀତ ରେ ସେ ସୁନ୍ଦର ଭାବରେ ବୁଝାଇ କହିଛନ୍ତ ଯେ ଏବେ ଓଡିଶା ର ଭଲ ଦିନ ଆସିଗଲା କହିଛନ୍ତି | ତେବେ ଏହି ସୁନ୍ଦର ଗୀତ ଟିକୁ ସୁନ୍ଦର ଭାବରେ ଗାଇସାରିବା ପରେ ଏହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଦେଖା ଯାଇଛି |

ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଗୀତ ଯାହା ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଙ୍କ ସ୍ୱାଗତ କରିବା ଉଦେଶ୍ୟ ରେ ଗାନ କରାଯାଇଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହି ଗୀତ ର ଆନନ୍ଦ ଉଠାଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment