Swastik Tv News Odisha

ଦେଖନ୍ତୁ ଭିଡିଓ – ସୋସିଆଲ ମିଡ଼ିଆରେ ଅସୀମା ପଣ୍ଡା ଙ୍କ ଘର ଭିତରେ ଚାଲିଥିବା ଏହି ବ୍ୟକ୍ତିଗତ ଭିଡ଼ିଓ ହେଲା ସେୟାର ହେବାକୁ ଲାଗିଛି

0

ଆମେ ସମସ୍ତେ ଓଡ଼ିଆ ଫିଲ୍ମ ସିରିଏଲ ଆଦି ଦେଖିବା ପାଇଁ ଖୁବ୍ ଭଲ ପାଇଥାଉ ହେଲେ ଏ ସବୁ କୁ ଆହୁରି ଅଧିକ ମାତ୍ରା ରେ ଭଲ ପାଇବାର କାରଣ ସଙ୍ଗୀତ । ଏହି ସବୁ ମଧ୍ୟ ରେ ଆମେ ଆଲବମ୍ ସଙ୍ଗୀତ କୁ ଅଧିକ ମାତ୍ରା ରେ ଭଲ ପାଇବା ଦେଇଥାଉ । ଆମେ ଓଡ଼ିଆ ଫିଲ୍ମ କୁ ଯେତିକି ମାତ୍ରା ରେ ଭଲ ପାଇବା ଦେଇ ନଥାଉ ତା ଠୁ ଭି ଅଧିକ ଭଲ ପାଇଥାଉ ସେହି ସଙ୍ଗୀତ କୁ ।

ଏତେ ସବୁ ବିରାଟ ଧରଣ ର ବଡ଼ ବଡ଼ ସଙ୍ଗୀତ କରିବା ପଛରେ କେଉଁ ମାନେ କାମ କରିଥାନ୍ତି ଯେଉଁ ମାନେ କ୍ୟାମେରା ପଛରେ କାମ କରିଥାନ୍ତି ସେହି ମାନେ ହିଁ ମୁଖ୍ୟ ସୁପର ଷ୍ଟାର୍ । ତାଙ୍କ କଣ୍ଠ ର ସ୍ୱର୍ ପାଇଁ ଆମେ ସମସ୍ତେ ଭାବ ବିହ୍ବଳ ହୋଇ ଯାଇଥାଉ ।

ବିରାଟ ବଡ଼ ବଡ ଦୁଃଖ ରୁ ନିଜ କୁ ଦୂରେଇ ଆଣି ପରିଥାଉ ଓ ଖୁସି କରି ପରିଥାଉ । ସେହି ମାନେ ହେଉଛନ୍ତି ସଙ୍ଗୀତଜ୍ଞ ,ସଙ୍ଗୀତ ନିର୍ଦ୍ଦେଶକ , ଏଡ଼ିଟର ଏମିତି ବହୁତ୍ ଜଣ ରହିଛନ୍ତି ଯେଉଁ ମାନଙ୍କର ସତ ଚେଷ୍ଟା ପରେ ଆମେ ମାନେ ଗୋଟିଏ ସୁନ୍ଦର ସଙ୍ଗୀତ ପାଇଥାଉ ଏଥି ସହିତ ନିଜର ମନରଞ୍ଜନ କରିଥାଉ ।

ଆପଣ ମାନେ ସମସ୍ତେ ସମସ୍ତେ ଜଣେ ମହାନ୍ ମହିଳା ସଙ୍ଗୀତଜ୍ଞ ଙ୍କ ବିଷୟରେ ବହୁତ୍ ଭଲ ଭାବରେ ଜାଣିଛନ୍ତି ଯିଏ କି ନିଜର ବିଶିଷ୍ଟ ସଙ୍ଗୀତ ଓ ସେହି ସୁରିଲା କଣ୍ଠ ପାଇଁ ସମସ୍ତ ସ୍ଥାନ ରେ ପରିଚିତ । ସେ ଏବେ ସୁଦ୍ଧା ବହୁତ୍ ଗୁଡାଏ ଫିଲ୍ମ ଓ ଭଜନ ଆଦି ରେ ନିଜର କଣ୍ଠ ଦାନ କରି ସରି ସାରିଛନ୍ତି । ସେ ମଧ୍ୟ ଆଲବମ୍ ଗୀତ ମଧ୍ୟ ବହୁତ୍ ଗୁଡ଼ିଏ କରି ସାରିଛନ୍ତି ସେ ମଧ୍ୟ ଓଡ଼ିଆ ରେ ୩୦୦ ରୁ ଉର୍ଦ୍ଧ ଗୀତ ଗାଇ ସାରିଛନ୍ତି ତାଙ୍କ ର ଗୀତ ପାଇଁ ସେ ବହୁତ୍ ଲୋକ ଙ୍କ ଠୁ ଭଲ ପାଇବା ପାଇ ପାରୁଛନ୍ତି ।

ଏବେ ଏବେ ମଧ୍ୟ ତାଙ୍କର ମଧ୍ୟ ଭାଇ ଭଉଣୀ ରେ ଏକ ଗୀତ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ସେହି ଭିଡିଓ ଟି ଖୁବ୍ ଲାଇକ ଆଉ କମେଣ୍ଟ ପାଇବାରେ ଲାଗିଛି ଯେଉଁ ଥିରେ ସେ ତାଙ୍କ ଭାଇ ଙ୍କ ସହିତ ଅଭିନୟ କରିଛନ୍ତି ସେହି ଭିଡିଓ ରେ ତାଙ୍କ ଭାଇ ଙ୍କୁ ସେ ଖୁଆଉଛନ୍ତି ଓ ଦୁଇଜଣ ବହୁତ୍ ହସ ଖୁସି କରୁଛନ୍ତି ତାହା ଦେଖିବା ପାଇଁ ମିଳିଛି ।

ସେ ମଧ୍ୟ ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ପଠେଇ ଲେଖିଛନ୍ତି ତାଙ୍କ ଭାଇ ତାଙ୍କ ର ସବୁଠୁ ବଡ ଶତ୍ରୁ ଓ ସେ ତାଙ୍କ ବିନା ରହିପାରିବେନି ବୋଲି କହିଛନ୍ତି । ଏଥି ସହିତ ଭିଡିଓ ଟି ୧୩ ହଜାର ଲାଇକ ପାଇ ସାରିଛନ୍ତି ଓ ଅସୀମା ପଣ୍ଡା ଙ୍କ ଫ୍ୟାନ ମାନେ ଏହି ଭିଡିଓ କୁ ସେୟାର ଓ କମେଣ୍ଟ ଦେଉଛନ୍ତି । ଏହି ଭିଡିଓ ଟି ମଧ୍ୟ ୩୦ ସେକେଣ୍ଡ ରେ ହୋଇଚି ଓ ଏହା ଲୋକ ଙ୍କୁ ଏକ ଭାଇ ଓ ଭଉଣୀ ର ବାର୍ତ୍ତା ଦେଉଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.