Swastik Tv News Odisha

ଦେଖନ୍ତୁ Live ଭିଡିଓ – ଏତେ କମ ବୟସର ଯୁବତୀଙ୍କ ସହିତ ବିଧାୟକ ଙ୍କ ଭିଡ଼ିଓ ହେଲା ଭାଇରାଲ, ନିର୍ବାଚନ ସମୟରେ ନିଆଁ ଭଳି ଭାଇରାଲ…

0

ପ୍ରେମ ଏକ ପବିତ୍ର ବନ୍ଧନ ।ପ୍ରେମ ଆଗରେ ବୟସ,ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ।ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ ।ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବନ୍ଧନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ ।ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ।

ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି।ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼ ଶକ୍ତି ନାହିଁ।ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି ।ଉଭୟ ପ୍ରେମ ନିଶା ରେ ପୁରା ମଜଦୂର ହୋଇ ଥାଆନ୍ତି ।

ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ ।ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ।

କିନ୍ତୁ ଏବେ ସମୟ ର ପ୍ରେମ ର ଅର୍ଥ କେବଳ କାମନା । ଏବେ ଲୋକେ ମନ କୁ ଦେଖି ପ୍ରେମ କରୁ ନାହାନ୍ତି ଏବେ ଲୋକେ ଶରୀର କୁ ପ୍ରେମ କରୁଛନ୍ତି । ଆଜି ଆମେ ସେହି ଭଳି ଏକ ପ୍ରତାରଣା ମୂଳକ ପ୍ରେମ ବିଷୟରେ କହିବୁ ଯାହା ଭୁବନେଶ୍ୱର ରେ ଘଟିଛି ଏହି ଘଟଣା ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ସତ ଘଟଣା ଟି ହେଉଛି ଭୁବନେଶ୍ଵର ର ଜଣେ ଆଇନ ଛାତ୍ରୀ ଗତ କାଲି ପଲହଡାର ଜଣେ ଆଇନ ଛାତ୍ରୀ ବିଜେଡି ବିଧାୟକ ମୁକେଶ କୁମାର ପାଲ ଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ବସିଥିଲେ ଓ ତାଙ୍କୁ ବିବାହ କରିବା ପାଇଁ ତାଙ୍କ ଘର ସାମ୍ନା ରେ ଦୀର୍ଘ ୭ ରୁ ୮ ଘଣ୍ଟା ଧାରଣା ଦେଇ ବସିଥିଲେ ।

ସେହି ମହିଳା ଜଣଙ୍କ କହିବା କଥା ଅନୁସାରେ ସେହି ବିଧାୟକ ମୁକେଶ କୁମାର ପାଲ ତାଙ୍କ ସହିତ ଘଣ୍ଟା ଘଣ୍ଟା ଧରି ଗପ କରୁଥିଲେ ଉଭୟ ଉଭୟ ଙ୍କ ସହିତ କଥା ବାର୍ତ୍ତା ହେଉଥିଲେ । ତାଙ୍କର ଅତିରିକ୍ତ କଥା ବାର୍ତ୍ତା ପାଇଁ ସେହି ମହିଳା ଜଣଙ୍କ ବିଧାୟକ ଙ୍କୁ ପ୍ରେମ କରି ବସିଥିଲେ । ଯେତେବେଳ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗିଥିଲା ସେତେବେଳେ ତାଙ୍କର ବିବାହ ପାଇଁ କଥା ଉଠାଇଥିଲେ ।

ହେଲେ ବିଧାୟକ ଜଣକ ବିବାହ କରିବା ପାଇଁ ମନା କରି ଦେଇଥିଲେ । କିନ୍ତୁ ଯୁବତୀ ଜଣକ ବିବାହ କରିବା ପାଇଁ ଜିଦ୍ ଧରି ବସିଥିଲେ । ଏହି ଘଟଣା ଟି ସୋସିଆଲ ମିଡିଆରେ ଖୁବ୍ ଜୋର୍ ଧରିବାରେ ଲାଗିଛି । ଏହି ଘଟଣା ଟି ସମ୍ପୂର୍ଣ ରୂପେ ଚର୍ଚ୍ଚା ର ପରିସର ମଧ୍ୟ ରେ ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.