Swastik Tv News Odisha

ହତାଭାଗା ସ୍ୱାମୀ: ମଥାରେ ସିନ୍ଦୁର ଦେବାର ୬ ଘଣ୍ଟା ପରେ ସ୍ତ୍ରୀର କୋକେଇ ଉଠାଇଲା, ଶାଶୁଘରେ ନୂଆ ବୋହୁର ସ୍ୱାଗତ ବଦଳରେ ହେଲା ଅନ୍ତ୍ୟେଷ୍ଟି କାରଣ ଜାଣିଲେ ଅବାକ୍ ହୋଇଯିବେ

0

“ଦ୍ୱୟବ ଦୌଡ଼ି ବିଧାତା ଗାଈ ଯୁଆଡେ ଟାଣଇ ସିଆଡେ ଯାଇ”-ଏହି ଉକ୍ତି ଟି କହିବା ର ଅର୍ଥ ଏହାକି ଯେ, ମଣିଷ ଯେତେ ଚେଷ୍ଟା କଲେ କି ତାର ଭାଗ୍ୟ ପରିବର୍ତ୍ତନ କରି ପାରିବ ନାହିଁ ।ଭାଗ୍ୟରେ ଯାହା ଲେଖା ଥାଏ ତାହା ହିଁ ହୋଇଥାଏ। ତେବେ ଏହିପରି ଏକ ଘଟଣା ବିଷୟରେ ଆମେ ଆପଣଂକୁ ଜଣେଇବୁ ଯେଉଁଥିରେ ଲାଗୁଛି ଝିଅ ଟି କେବଳ ସ୍ୱାମୀ ହାତର ସିନ୍ଦୂର କୁ ଚାହିଁ ବସିଥିଲା ଯାହା ପାଇବା ପରେ ସେ ସବୁଦିନ ପାଇଁ ଆଖି ବୁଜିଦେଲା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ ।

ଏହା ବିବାହ ରୁ ଆରମ୍ଭ ହୋଇଥାଏ ସତ ମାତ୍ର ଏହାର ଶେଷ ମୃତ୍ୟୁ ପରେ ହିଁ ହୋଇଥାଏ। ତେବେ ଆପଣ ଭାବନ୍ତୁ କି ଯଦି ଏମିତି ହୁଏ ଜଣେ ଯୁବତୀ ବିବାହ ବେଦୀ ରୁ ହିଁ ତାଙ୍କ ସ୍ୱାମୀ କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଯାଏ ।ତେବେ କଣ ହୋଇଥିବ ସେହି ସ୍ୱାମୀ ର ହୃଦୟ ଯିଏ ନିଜର ନୂଆ ସଂସାର କରିବାକୁ ନେଇ ଏତେ ସ୍ୱପ୍ନ ଦେଖିଥିଲା ।

କିନ୍ତୁ ମଣିଷ ହାତରେ ବା କଣ ଅଛି, ଯାହା ତା ଭାଗ୍ୟରେ ଲେଖା ଅଛି ତାହା ହିଁ ହେବ। ତେବେ ଏହିଭଳି ଏକ ଘଟଣା ବିଷୟରେ ଆମେ ଆପଣଂକୁ ଜଣେଇବୁ ଯାହା ଜାଣିବା ପରେ ଲୁହରେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ ଏବଂ ହୃଦୟ କାନ୍ଦି ଉଠିବ୍ ।ମଧ୍ୟରେ ଉଭୟ ମାନସିକ ଓ ଶାରୀରିକ ସୁଖ ସମ୍ପର୍କ ହୋଇଥାଏ। ଏହା ସାତ ଜନ୍ମ ର ସମ୍ପର୍କରେ ହୋଇଥାଏ। କିନ୍ତୁ ଆମେ ଆଜି ଯେଉଁ ଘଟଣା ବିଷୟରେ ଜଣେଇବୁ ଯାଉଛୁ ସେଥିରେ ଝିଅ ଟି ତାର ସ୍ୱାମୀ କୁ ବିବାହ କରିଲା ସତ କିନ୍ତୁ ସତ ଜନ୍ମ ର ଦୂର କଥା ୭ ଘଂଟା ମଧ୍ୟ ସାଙ୍ଗରେ ରହିଲା ନାହିଁ ।ସାରା ଜୀବନ ପାଇଁ ବିବାହର ୬ ଘଂଟା ପରେ ମୃତ୍ୟୁ ବରଣ କଲା।
ତେବେ ସୂଚନା ଅନୁସାରେ ଏହିଭଳି ଘଟଣା ଟି ଘଟିଛି ମୁଙ୍ଗେର ଜିଲ୍ଲାରେ ଯେଉଁଠାରେ ବିବାହ ର ୬ ଘଂଟା ପରେ ପତ୍ନୀ ତାର ସ୍ୱାମୀ କୁ ଛାଡି ଆରପାରିକୁ ଚାଲିଯାଇଛି ।ଉଲେଖ ଥାଉ କି ମୁଙ୍ଗେର ଜିଲ୍ଲାର ଖୁଦିଆ ଗ୍ରାମର ନିଶା କୁମାରୀଙ୍କ ସହ ମହାକାଳ ଗ୍ରାମର ସୁରେଶ ଯାଦବଙ୍କ ପୁଅ ରଂଜନ ଯାଦବଙ୍କ ବିବାହ ମେ ୮ରେ ବିବାହ କରିଥିଲେ। ମାତ୍ର ବିବାହ ସରୁ ସରୁ ନିଶା ଅସୁସ୍ଥ ହୋଇଯାଇଥିଲେ।

ତେବେ ପ୍ରଥମେ ତାଙ୍କୁ ତାରାପୁର ହସ୍ପିଟାଲରେ ଭର୍ତ୍ତି କରି ପରେ ପୁଣି ଭଗଲପୁର କୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହା ପରେ ସ୍ୱାମୀ ବହୁତ ଭାଙ୍ଗିପଡିଥିଲେ କିନ୍ତୁ ସତ୍ୟ କୁ ସ୍ୱୀକାର କରିବାକୁ ହେବ। ତେଣୁ ତାଙ୍କର ମୃତ୍ୟୁ ଶରୀରକୁ ଆଣି ସେ ନିଜ ଘରେ ଅନ୍ତିମ ସତ୍କାର କଲେ। ତେବେ ଏହି ଘଟଣା ଟି ଚାରିଆଡେ ଦୁଃଖ ର କାୟା ବିସ୍ତାର କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.