Swastik Tv News Odisha

ଦେଖନ୍ତୁ ମୃତ୍ୟୁର Live ଦୃଶ୍ୟ : ଭିଡ଼ିଓଟି ଦେଖିଲେ ଗୋଡ ତଳୁ ମାଟି ଖସି ଯିବ..ଥରୁଟିଏ ନିଶ୍ଚୟ ଦେଖନ୍ତୁ ମୋତେ ବଞ୍ଚାଓ Please

0

କଥା ରେ ଅଛି ପରିବାର ଅଛି ତ କଳି ଝଗଡା ଓ ମନମାଳିନୀ ରହିବ। ସମସ୍ୟା ଅଛି ତ ପୁଣି ତାର ସମାଧାନ ମଧ୍ୟ ନିଶ୍ଚିତ ରହିଛି। କିନ୍ତୁ ଏ ସବୁ ପାଇଁ ଜଣେ ମଣିଷ ପାଖରେ ସମୟ , ଆତ୍ମ ବିଶ୍ୱାସ ଏବଂ ଧର୍ଯ୍ୟ ରହିବା ଆବଶ୍ୟକ। କିନ୍ତୁ ଯାହା ଦେଖାଯାଉଛି ବର୍ତ୍ତମାନ ର ଲୋକଙ୍କ ପାଖରେ କୌଣସି ସମସ୍ୟା କି ସମାଧାନ କରିବାର ରାସ୍ତା ନାହିଁ। ସେମାନେ କେବଳ ଗୋଟିଏ ରାସ୍ତା ଜାଣିଛନ୍ତି ତାହା ହେଉଛି ମୃତ୍ୟୁ ।

ଟିକିଏ କଳି ଝଗଡା ହୋଇଗଲେ କିଛି ନବୁଝି ନଶୁଝି ଆତ୍ମହତ୍ୟା କଟିବାକୁ ଆସୁଛନ୍ତି ବର୍ତ୍ତମାନ ର ଯୁବକ ଯୁବତୀ।ତେବେ ବନ୍ଧୁଗଣ ଏହି ଭଳି ଘଟଣା ଭୋପାଳ ସହରରେ ଦେଖାଯାଇଥିଲା। ସାମାନ୍ୟ ମନମାଳିନୀ କୁ ନେଇ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ ଜଣେ ଯୁବତୀ ମାତ୍ର ସୌଭାଗ୍ୟ ବସତ୍ୱ ଅଳ୍ପକେ ବର୍ତ୍ତି ଗଲେ ଯୁବତୀ।

ତେବେ କିନ୍ତୁ ଏହି ଘଟଣା ଟି ସମ୍ପୂର୍ଣ୍ଣ ଭାବରେ ଜାଣିଲେ ଆପଣଂକୁ ଚକିତ ଲାଗିବ ଏବଂ ଭାବିବେ କି କଣ ହୋଇଯାଇଛି ଆଜି କାଲି ର ଯୁବ ପୀଡ଼ିଙ୍କୁ କି ସେମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଆତ୍ମହତ୍ୟା ଭଳି ଘୁର୍ଣ୍ୟ କାର୍ଯ୍ୟ କରିବାକୁ ପସନ୍ଦ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଭୋପାଳ ସହରର ଏୟାରପୋର୍ଟ ଅଞ୍ଚଳରେ ରହୁନ୍ତି ନିକିତା ମୀନା ।ବାପା ମା ଓ ଭାଇ ଙ୍କର ଗୋଟିଏ ବୋଲି ଅଲିଓଳି ଝିଅ ଓ ଭଉଣୀ। ତେବେ କାହା ଘରେ ବା ଝଗଡା ଝାଟି କି କଥା କଟାକଟି ହୋଇନଥାଏ। ତେବେ ନିକିତା ଙ୍କର ଘରେ ମଧ୍ୟ ସେମିତି କିଛି ହୋଇଥିଲା।କୌଣସି କାରଣ ରୁ ବାପା ମା ଓ ଭାଇ ଙ୍କ ସହ ମନମାଳିନୀ ହୋଇଥିଲା ନିକିତା ଙ୍କର। ତେବେ ସେ ଜଣେ ଉଚ୍ଚ ଶିକ୍ଷିତ ଯୁବତୀ ଅଟନ୍ତି ।ତଥାପି ସେ ଏମିତି ପଦକ୍ଷେପ ନେବା ସମସ୍ତ ଙ୍କୁ ଚକିତ କରଥିଲା।

ତେବେ ଝଗଡା କୁ କେନ୍ଦ୍ର କରି ନିକିତା ମୀନା ଘରୁ ସିଧା ଦୌଡି ଦୌଡି ପଳେଇ ଆସି ପାଖରେ ଥିବା ଏକ ନଦୀ କୁ ଡେଇଁ ପଡ଼ିଥିଲେ। ତେବେ ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଛି ତେବେ ତାଙ୍କୁ ବା ଦେଖିବ କିଏ। କିନ୍ତୁ ନିକିତା ର ଭାଇ ତା ପଛେ ପଛେ ଦୌଡ଼ି ଆସିଥିଲେ ,ଆଉ ଯେତେବେଳେ ସେ ନିକିତା କୁ ନଦୀ କୁ ଦେଇବାର ଦେଖିଲେ ସେ ମଧ୍ୟ ନଦୀ କୁ ଡେଇଁ ପଡିଲେ ଏବଂ ପ୍ରାଣ ପଣେ ଚେଷ୍ଟା କରି ନିକିତା ଙ୍କୁ ଉଦ୍ଧାର କରିଥିଲେ। ତେବେ ସେଠାରେ ଥିବା ସୁରକ୍ଷା କର୍ମୀ ମଧ୍ୟ ଏଥିରେ ନିକିତା ଙ୍କର ଭାଇକୁ ସାହାଯ୍ୟ କରିଥିଲେ।

ତେବେ ବର୍ତ୍ତମାନ ନିକିତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଟିକେ ଭାବନ୍ତୁ ଯଦି ତାଙ୍କ ଭାଇ ଙ୍କୁ ନଦୀ ପହଁରିବା ନଆସିଥାନ୍ତା ତେବେ ନିକିତା ଙ୍କ ସହ ଭାଇ ର ଜୀଵନ ମଧ୍ୟ ଯାଇଥାନ୍ତା ।ତେବେ ଏହି ଘଟଣା କୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି। ତେବେ ଆମେ ଆପଣଂକୁ କହିରଖୁଚୁ ଯେ ସମସ୍ୟା କିଛି ବି ହେଉନା କାହିଁକି ଧର୍ୟ୍ଯ ଏବଂ ବିଶ୍ୱାସ ର ସହ ତାକୁ ସାମ୍ନା କରନ୍ତୁ ନିଶ୍ଚିତ ଭାବରେ ଜିତ ଆପଣଙ୍କ ର ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.