Swastik Tv News Odisha

ଖୁସି ଖବର: କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ

0

ବନ୍ଧୁଗଣ ୨୦୨୦ ବର୍ଷ ଟିକୁ ଏକ କଳା ବର୍ଷ ରୂପରେ ବର୍ଣ୍ଣନା କରିଲେ କିଛି ବି ସମସ୍ୟା ନାହିଁ କାହିଁକି ନା ଏହି ମସିହାର ପ୍ରାରମ୍ଭ ରୁ ଆରମ୍ଭ ହୋଇଥିବା ଏହି କରନା ଭୁତାଣୁ (COVID-19) ର ତାଣ୍ଡବଲୀଳା ହୋଇଥିଲା ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଥମିବା ର ନାମ ନେଉନାହିଁ।

ଯେବେ ଠାରୁ ଏହି କରନା ଭୁତାଣୁ ର ତାଣ୍ଡବ ଆରମ୍ଭ ହୋଇଛି ସେବେ ଠାରୁ ଦେଶର ସମସ୍ତ କାର୍ଯ୍ୟ ତଥା ସାମାଜିକ , ଆର୍ଥନୀତିକ , ରାଜନୈତିକ , ସଂସ୍କୃତିକ ତଥା ଶିକ୍ଷା ଉପରେ ବହୁତ ପ୍ରଭାବ ପକାଉଛନ୍ତି। ଖାସ କରି ଏହାର ପ୍ରଭାଵ ରେ ସାଧାରଣ ଲୋକମାନ ଙ୍କର ନିତିଦିନିଆ ଜୀବନ ରେ ବହୁତ ବାଧା ସୃଷ୍ଟି କରୁଛି।
ତେବେ ସୂଚନାଯୋଗ୍ୟ ଯେ, ଏହି କରନା ମହାମାରୀ ରୁ ଲୋକ ମାନଙ୍କୁ ଦୁରେଇ ରଖିବା ପାଇଁ ସରକାର କରନା ଟୀକା ଦେଉଛନ୍ତି। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଛନ୍ତି କି ଏହି ଭାକ୍ସିନ ପ୍ରସ୍ତୁତ କରିବା ପାଇଁ ବହୁତ ରାଷ୍ଟ୍ର ମାନେ ଏକତ୍ର ହୋଇ ବହୁତ ବୟରେ ଏହାକୁ ପ୍ରସ୍ତୁତ କରିଥିଲେ। ମାତ୍ର ଆଶ୍ଚର୍ଯ୍ୟ ର କଥା ଏହାକି ଯେ, ଲୋକମାନେ କୋଭିଡ ଭାକ୍ସିନ ନେବା ପରେ ମଧ୍ୟ କରନା ମାହାମାରୀ ରେ ଆକ୍ରାନ୍ତ ହେଉଛନ୍ତି। ଏବଂ ଆକ୍ରାନ୍ତ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି ।ଯାହା ଫଳରେ ବର୍ତ୍ତମାନ କୌଣସି ହସ୍ପିଟାଲରେ ମଧ୍ୟ ସ୍ଥାନ ନାହିଁ ଚିକିତ୍ସା ପାଇଁ ।

ତେବେ ଏହି ସମୟରେ , “ରେଚ ଇଣ୍ଡିଆ” ନାମକ ଏକ ଭାରତୀୟ କମ୍ପାନୀ ଖୁସି ଖବର ଦେଇଛନ୍ତି ଭାରତ ସରକାର ଙ୍କୁ ।ତେବେ ସୂଚନା ଅନୁସାରେ, ଏହି କମ୍ପାନୀ ର ଦାବି ରହିଛି ଯେ, ତାଙ୍କ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏକ ମେଡ଼ିସିନ(ଆଣ୍ଟିବଡୀ) ପ୍ରସ୍ତୁତ କରିଛନ୍ତି ଯାହାକି କୋଭିଡ ରୋଗୀ ଯେଉଁମାନେ ବହୁତ ଶିରୀୟସ ଅବସ୍ଥାରେ ଅଛନ୍ତି ତାଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରିବ ।ତେବେ ସେହି ଆଣ୍ଟିବଡୀ ର ନାମ ରହିଛି କକଟେଲ ,ତେବେ ଆସନ୍ତୁ ଜାଣିବା ଏହି ଭାରତ ଦ୍ବାରା ପ୍ରସ୍ତୁତ କୋଭିଡ ଆଣ୍ଟିବଡୀ କକଟେଲ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ।
ସୂଚନାଯୋଗ୍ୟ ଯେ, ଇଣ୍ଡିଆ ଆପଡେଟ ର ଖବର ଅନୁସାରେ, ଭାରତରେ ଫାର୍ମା କମ୍ପାନୀ ସିପ୍ଲା ସହିତ ମିଶି ରୋଚେ ଏହି ଆଣ୍ଟିବଡି ପ୍ରସ୍ତୁତ କରିଛନ୍ତି। ଯାହାକି କୋଭିଡ ରେ ଆକ୍ରାନ୍ତ ଲୋକମାନ ଙ୍କ ପାଇଁ ମହାମୃତ୍ୟଞ୍ଜୟ ମନ୍ତ୍ର ଭଳି କାର୍ଯ୍ୟ କରିବ ବୋଲି ଆଶା ରଖିଛନ୍ତି ଏହି କମ୍ପାନୀ। ତେବେ ତାଙ୍କର ମତ ଅନୁସାରେ,କକଟେଲ ୧୨ ବର୍ଷ ରୁ ଉର୍ଦ୍ଧ ବୟସର ପିଲା ମାନଙ୍କୁ ଦିଆ ଯାଇ ପାରିବ ବୋଲି ସୂଚନା ମିଳିଛି ।

୨ ଟି ନ୍ୟୁଲାଇଜେଶନ ଆଣ୍ଟିବୋଡୀ କୋଭିଡ ସଂକ୍ରମିତ ବ୍ୟକ୍ତି ଶରୀରରେ ପ୍ରୟୋଗ ହେବା ପରେ କୋଭିଡ ଭାଇରସ କୁ ଶରୀର ଭିତରେ ବ୍ୟାପିବାରେ ରୋକିଦେଇଥାଏ । ଏହା ସହିତ ଏହି ଔଷଧ ଅଧିକ ପ୍ରଭାବଶାଳୀ ମଧ୍ୟ ରହିଥାଏ ସେଥି ପାଇଁ ଏହାର କୋରନା ଭଳି ମହାମାରୀ କୁ ରୋକି ବାର କ୍ଷମତା ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.