Swastik Tv News Odisha

Anubhav Mohanty ଙ୍କ ଭାଇଙ୍କ ସ୍ତ୍ରୀ ଙ୍କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ବର୍ଷା ଙ୍କ ଠାରୁ ବି ଅଧିକ ସୁନ୍ଦରୀ, ଜଲ୍ଦି ଦେଖନ୍ତୁ

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ କିଛି ଅଧିକ ମାତ୍ରରେ ଭାଇରଲ ବା ଚର୍ଚ୍ଚାର ବିଷୟ ପାଲଟିଛି କହିଲେ ତାହା ହେଉଛି ବଲିଉଡ, ଓଲିଉଡ , ଟଲିଉଡ଼ ଏବଂ ଜଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ ।ଏହି ସିନେମା ଜଗତର କଳାକାର ମାନେ ସବୁବେଳେ ନିଜର ର ଫୋଟ , ଆଲବମ ,ପୋଷାକ , ନିଜର ଅଭିନୟ , ପ୍ରେମ ତଥା ନିଜର ବୈବାହିକ ଜୀବନ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।ଖାଲି ଏତିକି ନୁହେଁ ବରଂ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେମାନେ ଆମକୁ ବହୁତ ପ୍ରଭାବିତ ମଧ୍ୟ କରିଥାନ୍ତି।

ତେବେ ଆମେ ତାଙ୍କର ଅଭିନୟ ରେ ଏତେ ଆକୃଷ୍ଟ ହୋଇଯାଇଥାଉ ଯେ, ତାଙ୍କ ବିଷୟରେ ସମସ୍ତ କଥା ଯେପରି କି ତାଙ୍କର ସ୍ତ୍ରୀ , ପରିବାର ଆଦି ବିଷୟରେ ଜାଣିବାକୁ ପ୍ରୟାସ କରିଥାଉ। ତେବେ ଆପଣ ମାନେ ଓଲିଉଡ ର ହ୍ୟାଣ୍ଡସମ ହିରୋ ତଥା ବର୍ତ୍ତମାନ ର ବିଜେଡ଼ି ରାଜନୈତିକ ଦଳର ସଂସଦୀୟ ବିଧାୟକ ଅନୁଭବ ମହାନ୍ତି ଙ୍କୁ ଜାଣିଥିବେ ।ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ତାଙ୍କ ପରିବାର ସହିତ ଯୋଡ଼ିତ୍ ଏମିତି ଏକ ତଥ୍ୟ ଆପଣଂକୁ ଜଣେଇବାକୁ ଯାଉଛୁ। ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ।
ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଚୁ କି, ଆମ ହ୍ୟାଣ୍ଡସମ ହିରୋ ଅନୁଭବ, ଓଲିଉଡ ର କୁଇନ ବର୍ଷା ପ୍ରିୟଦର୍ଶନୀ ଙ୍କୁ ବିବାହ କରିଛନ୍ତି। ତେବେ ଯଦି ବର୍ଷା ଙ୍କ କଥା ଆମେ କହିବୁ ତେବେ ସେ ଏତେ ସୁନ୍ଦରୀ ଏବଂ ତାଙ୍କର ରୂପ ଏତେ ପ୍ରଭାବଶାଳୀ ଯେ ତାଙ୍କୁ ଥରେ ଦେଖିଲେ ଆପଣ ଙ୍କୁ ଆଉ ଥରେ ଦେଖିବାକୁ ଇଚ୍ଛା ହେବ ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଅନୁଭବ ଙ୍କର ଭାଇ ଙ୍କର ପତ୍ନୀ ଙ୍କର ସୁନ୍ଦରତା ଆଗରେ ବର୍ଷା କିଛିବି ନୁହଁନ୍ତି ବୋଲି ।ଆଜ୍ଞା ହଁ।
ଅନୁଭବ ମହାନ୍ତି ଙ୍କର ଜଣେ ସାନ ଭାଇ ଅଛନ୍ତି ଯାହାଙ୍କ ର ନାମ ହେଉଛି ଅନୁପ୍ରାସ ଏବଂ ତାଙ୍କର ପତ୍ନୀ ହେଉଛନ୍ତି ପ୍ରେରଣା ।ସୂଚନା ଅନୁସାରେ ଦୁହିଁଙ୍କ ର ଏକ ଝିଅ ଟିଏ ମଧ୍ୟ ରହିଛି ଯାହାର ନାମ ଅଭିଚରିତା ଅଟେ ଯାହାଙ୍କୁ ଆପଣ ଅନେକ ସମୟ ରେ ଅନୁଭବ ଙ୍କର ସହ ସୋସିଆଲ ମିଡ଼ିଆ ରେ ଦେଖିଥିବେ ନିଶ୍ଚିତ। ତେବେ ଅନୁଭବ ଙ୍କର ସାନ ଭାଇ ର ପତ୍ନୀ ପ୍ରେରଣା ଦେଖିବାକୁ ଏତେ ସୁନ୍ଦର କି ଆପଣ ବିଶ୍ୱାସ କରିପାରିବେ ନାହିଁ। ବର୍ଷା ପ୍ରିୟଦର୍ଶନୀ ଏବଂ ପ୍ରେରଣା ଙ୍କ ମଧ୍ୟ ରେ ଆକାଶ ପାତାଳ ର ତଫାତ ଏତେ।
କିନ୍ତୁ ଆପଣ ତାଙ୍କୁ କେବେବି କୌଣସି ଫିଲ୍ମ ବା ସିରିଏଲ ରେ ଦେଖିବାକୁ ପାଇବେ ନାହିଁ କାରଣ ବୃତ୍ତି ରେ ସେ ଜଣେ ଇଣ୍ଟେରିୟର ଡେକରେଟର ଅଟନ୍ତି ।ତାଙ୍କର ଫିଲ୍ମ ବା ଅଭିନୟ ପ୍ରତି କୌଣସି ଆଗ୍ରହ ନଥିବା ସେ କହିଛନ୍ତି ଆଉ ଅଧିକାଂଶ ସମୟରେ ସେ ଘରେ ରୁହନ୍ତି। ଅନୁଭବ ତାଙ୍କୁ ନିଜର ଭଉଣୀ ଭାବରେ ଦେଖନ୍ତି ଏବଂ ବର୍ଷା ଓ ପ୍ରେରଣା ଙ୍କର ବହୁତ ଭଲ ସମ୍ପର୍କ ରହିଛି।]

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.