Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ନାଗ-ଢମଣାଙ୍କ ଜବରଦସ୍ତ ଖେଳ, ଦେଖନ୍ତୁ ଭାଇରାଲ Video ଯାହାକୁ ଏବେ ସୁଦ୍ଧା 60 ହଜାରୁ ଅଧିକ ଲୋକ ଦେଖି ସାରିଲେନି

0

ବନ୍ଧୁଗଣ, ଆପଣ ମାନେ ନାଗ ନାଗୁଣି ଏବଂ ନାଗମଣି କଥା ଫିଲ୍ମ କିମ୍ବା କାହାଣୀ ରେ ନିଶ୍ଚିତ ଭାବରେ ଶୁଣିଥିବେ ।କିନ୍ତୁ ଯଦିଓ ବର୍ତ୍ତମାନ ଏହି ନାଗ୍ ସାପ କିମ୍ବା ତାଙ୍କର ମିଳନ ଏବେ ସମାଜ ରେ ଦେଖିବାକୁ ମିଳୁନାହିଁ ମାତ୍ର ଏମାନେ ଏବେ ବି ଜଙ୍ଗଲ ରେ ଖେଳିଥାନ୍ତି। ତେବେ ବର୍ତ୍ତମାନ କିନ୍ତୁ ସୋସିଆଲ ମିଡ଼ିଆ ରେ ପ୍ରାୟ ଅନେକ ଥର ନାଗ ନାଗୁଣୀ ଙ୍କର ମିଲନ ତଥା ଡ୍ୟାନ୍ସ ଭିଡ଼ିଓ ଦେଖିବାକୁ ମିଳିଥାଏ। ଯେତେବେଳେ କୋଉ ବୁଦା ମୂଳରେ ତ୍ ପୁଣି କେତେବେଳେ ପୋଖରୀ ମଧ୍ୟରେ।

ତେବେ ନାଗ ନାଗୁଣୀ ଙ୍କର ମିଳନ ହେବା ସାଧାରଣ କଥା ଅଟେ କିନ୍ତୁ କଣ ଆପଣ କେବେ ବି ଗୋଟିଏ ନାଗ ସାପ ଏବଂ ଅନ୍ୟ ଏକ ଢ଼ମଣା ସାପ କି ଏକତ୍ର ମିଳନ କରୁଥିବା ର ଦେଖିଛନ୍ତି ।ନିହାତି ଭାବରେ ଆପଣ ମାନେ ନା ହିଁ କହିବେ କାରଣ ଏହା କେବେ ବି ସମ୍ଭାବପର ନୁହେଁ। କିନ୍ତୁ ଆମେ ଆପଣଂକୁ ଯେଉଁ ଘଟଣା ଟି ବିଷୟରେ ଜଣେଇବୁ ସେଥିରେ ଏପରି ହିଁ ହୋଇଛି। ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ମାନେ ଚକିତ ହେବା ଟା ନିଶ୍ଚିତ।

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ଏବେ ଗୋଟିଏ ଭିଡ଼ିଓ ବହୁ ମାତ୍ରାରେ ଚର୍ଚ୍ଚାର ବିଷୟ ପାଲଟିଛି ଯାହା ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ ନିଜ ଆଖି କୁ। ତେବେ ଏକ ଗ୍ରାମ ରେ ଗୋଟିଏ ବୁଦା ପାଖ ସ୍ଥାନରେ ଗୋଟିଏ ନାଗ ସାପ ଅନ୍ୟ ଏକ ଢ଼ମଣା ସାପ ସହ ଯୋଡ଼ି ବନାଇ ଥିଲା ।ତେବେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଗୋଟିଏ ନାଗ ସାପ ଯିଏକି ଭଗବାନ ଶିବ ଙ୍କର ପ୍ରିୟ ଅଟେ ସେ କିପରି ଭାବରେ ଗୋଟିଏ ଅତି ସାଧାରଣ ଢ଼ମଣା ସାପ ସହ ମିଳନ କରିପାରିଲା ନିଜର ଯୋଡି ବନେଇପାରିଲା ବୋଲି ସମସ୍ତେ ଚକିତ ।

ତେବେ ଏହି ଘଟଣା ଟିକୁ କେହି ଜଣେ ବ୍ୟକ କ୍ୟାମେରା ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ଭାଇରଲ କରିଛନ୍ତି ଯାହାକି ବର୍ତ୍ତମାନ ପ୍ରାୟ ସମସ୍ତ ବ୍ୟକ୍ତି ଦେଖି ସାରିଲେଣି ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି।ତେବେ ଆମ ଶାସ୍ତ୍ର ଅନୁସାରେ ଦୁଇଟି ସାପ ର ମିଳନ କୁ ଦେଖିଲେ ବହୁତ ଶୁଭ ବୋଲି କୁହାଯାଏ।

ଏମିତି ମଧ୍ୟ କଥା ରହିଛି କି, ଜଣେ ଯୁବକ ବା ମହିଳା ସନ୍ତାନ ପ୍ରାପ୍ତି ରୁ ବଂଚିତ ରହିଛନ୍ତି ସେହି ମାନେ ଦୁଇ ଟି ସାପର ମିଳନ ବେଳେ ନୂଆ ବସ୍ତ୍ର ଦିଅନ୍ତି ଆଉ ଯଦି ସାପ ଦୁଇ ଜଣ ଖେଳୁ ଖେଳୁ ତା ମଧ୍ୟ ଙ୍କୁ ଆସିଥାନ୍ତି। ତେବେ ସେହି ବ୍ୟକ୍ତି ପିଲା ର ସୁଖ ପାଇଥାଏ। ତେବେ କିନ୍ତୁ ଏହି ଘଟଣା ଟି କୁ ଦେଖି ଲୋକମାନେ କହିଛନ୍ତି କି ଏହା ବଧେ ପ୍ରଥମ ଥର ହୋଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.