Swastik Tv News Odisha

1st ଟାଇମ ହିରୋଇନ Janklin ନିଜ ହାତରେ ତିଆରି କଲେ ମାଟି ହାଣ୍ଡି ଚିକେନ, ଭିଡ଼ିଓ ଦେଖିଲେ ଆପଣ ବି କହିବେ….

0

ବନ୍ଧୁଗଣ ନିଶ୍ଚିତ ଭାବରେ ଅଭିନୟ ଜଗତର କିଛି କଳାକାର ମାନେ ଅନେକ ସମୟରେ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ବହୁତ୍ କମ ସୁଯୋଗ ଦେଇଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। କିନ୍ତୁ ସେଲିବ୍ରିଟି ମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ଦେଇଥାନ୍ତି ଏବଂ ଲାଇଭ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି। ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି। ଯାହା ତାଙ୍କ ଫ୍ୟାନ ମାନଙ୍କୁ ଖୁସି କରାଇଥାଏ।

ତେବେ ଅନେକ ଏମିତି କଳାକାର ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ଜାଙ୍କଳିନ ପରିଡା ଅନ୍ୟତମ।ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଟେଲି ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ଜାଙ୍କଳିନ ପରିଡା ବେଶ୍ ପରିଚିତ। ଏହା ବି ଜାଣିଥିବେ ଯେ ତାଙ୍କର ଅଭିନୟ ର ଅନ୍ଦାଜ କେତେ ଭିନ୍ନ ଅନ୍ୟ କଳାକାର ମାନଙ୍କ ଠାରୁ।

ନିଜର ଜୀବନ୍ତ ଅଭିନୟ ର ପାରଦର୍ଶିତା ପାଇଁ ସେ ବେଶ୍ ପ୍ରଶଂସା ସାଉଁଟି ସାରିଛନ୍ତି। ତାଙ୍କର ଅଭିନୟ ଯେତିକି ଦମଦାର ତାଙ୍କର ସୁନ୍ଦରତା ମଧ୍ୟ ସେତିକି ଆକର୍ଷଣୀୟ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖି ବାକୁ ମିଳୁଛି। ତେବେ ଅନେକ ସମୟରେ ତାଙ୍କର ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେ ସେୟାର କରୁ ଥିବାର ଦେଖିବାକୁ ମିଳିଥାଏ। ବିବାହ ପରେ ସ୍ବାମୀ ଅରବିନ୍ଦ ଙ୍କ ସହ ମଧ୍ଯ ତାଙ୍କର ଅନେକ ଫଟୋ ଭିଡିଓ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି। ଯେଉଁଥିରେ ସେମାନେ ଅନେକ ଖୁସି ମଜାଜ ର ଅନ୍ଦାଜ ରେ ନଜର ଆସିଛନ୍ତି।

ତେବେ ଏବେ ସେମାନଙ୍କର ଦୁଇ ଜଣଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କର ଫ୍ୟାନ ମାନଙ୍କ ସହ ମନଖୋଲି ବହୁତ୍ ଖୁସି ମଜାଜ୍ ର ସହ କଥା ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ରେ ଅଭିନେତ୍ରୀ ଜାଙ୍କଲୀନ ପରିଡା ମାଟି ହାଣ୍ଡିରେ ରୋଷେଇ କରୁଥିବାର ଦେଖିବାକୁ ମିଳିଛି। ତେବେ ମାଟିହାଣ୍ଡିରେ ସେ ରୋଷେଇ କରୁଛନ୍ତି ଚିକେନ୍। ଏହାପରେ ବହୁତ୍ ଖୁସିର ସହିତ ସେ ସମସ୍ତଙ୍କୁ ସେହି ଖାଦ୍ୟ ପରଶୁ ଅଛନ୍ତି। ତେବେ ସେମାନେ ହାଇଦ୍ରାବାଦ୍ କୁ ବୁଲିବାକୁ ଯାଇଥିବା ବେଳେ ଜଣେ ବନ୍ଧୁଙ୍କ ଘରେ ରହି ଅନେକ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି। ତେବେ ଏସବୁ ସୁନ୍ଦର୍ ମୁହୂର୍ତ୍ତକୁ ଜାଙ୍କଲୀନ ଏବଂ ଅରବିନ୍ଦ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ଅର୍ଜାନ ରେ ପୋଷ୍ଟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.