Swastik Tv News Odisha

ଦେଖନ୍ତୁ ଅଦ୍ଭୁତ ଭିଡିଓ – ମୁହଁକୁ କାମୁଡ଼ିଲା କୁକୁର ୮ ଦିନ ହେଲା ଆସୁନି ବାଳକର ଚେତା ଦେଖନ୍ତୁ ଏକ ସତ ଭିଡ଼ିଓ 1ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେନି

0

ଭଗବାନ ଏହି ସଂସାର କୁ ସୃଷ୍ଟି କରିବା ବେଳେ ପ୍ରାଣୀ ମଧ୍ୟରେ କେବଳ ମଣିଷ ଜାତି କୁ ଗଠନ କରିନଥିଲେ ବରଂ ତା ସହ ପଶୁ ପକ୍ଷୀ , କୀଟ ପତଙ୍ଗ ଆଦି କୁ ସୃଷ୍ଟି କରିଥିଲେ। ତେବେ ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।ତେବେ ଏହି ସବୁ ମଧ୍ୟରେ କୁକୁର ଏକ ଏମିତି ପ୍ରାଣୀ ଯିଏକି ତାର ମାଲିକ ପାଇଁ ନିଜ ଜୀବନ ବାଜିରେ ଲଗାଇ ଥାଏ କିନ୍ତୁ କେତେକ ଏମିତି କୁକୁର ବି ଅଛନ୍ତି ଯିଏକି ଅନ୍ୟ ଜଣଙ୍କର ଜୀଵନ ନେବାକୁ ବସିଛନ୍ତି।

ତେବେ ବନ୍ଧୁଗଣ ଆମେ ଆଜି ଆପଣଂକୁ ଏହିଭଳି ଏକ ଘଟଣା ବିଷୟରେ ଜଣେଇବୁ ଯେଉଁଥିରେ ଜଣେ ୧୦ ବର୍ଷ ର ବାଳକ ଟି ହସ୍ପିଟାଲରେ ୮ ଦିନ ହେବ ମୃତ୍ୟୁ ସହ ଲଢେ଼ଇ କରୁଛି ।ତେବେ ତାଙ୍କ ଏପରି ପରିସ୍ଥିତି ପଛରେ ଥିବା କାହାଣୀ ଜାଣିଲେ ଆପଣ ମାନେ କୁକୁର କୁ ଦେଖିଲେ ଦୂରରୁ ନମସ୍କାର କରି ପଳେଇବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ସୂଚନାଯୋଗ୍ୟ ଯେ, ନୟାଗଡ଼ ର ଜଣେ ୧୦ ବର୍ଷ ର ବାଳକ ଶିବ ପ୍ରସାଦ ଙ୍କୁ ଗତ ୮ ଦିନ ପୂର୍ବରୁ ଏକ ହିଂସ୍ର ରାସ୍ତା ବୁଲା କୁକୁର କାମୁଡ଼ି ଥିଲେ। ତେବେ ସେ ରାସ୍ତା ରେ ଯାଉଥିବା ସମୟରେ କୁକୁର ଟି ହିଂସ୍ର ହୋଇ ଶିବ ଙ୍କର ମୁହଁକୁ କାମୁଡ଼ି ଦେଇଥିଲା। ତେବେ ଏଥିରେ ଶିବ ବହୁତ ମାତ୍ରାରେ ଆଘାତ ପ୍ରାପ୍ତ ହୋଇଥିବା ରୁ ସଙ୍ଗେ ସଙ୍ଗେ ତାଙ୍କୁ ଭୁବନେଶ୍ବର ର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହାକି ଯେ, ପ୍ରାୟ ୮ ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି କିନ୍ତୁ ତାଙ୍କର ଚେତା ଆସୁନାହିଁ ସେ ଅଚେତ ଅଛନ୍ତି।

ତେବେ ଶିବ ଙ୍କୁ ହସ୍ପିଟାଲ ଆଣିବା ପରେ ତାଙ୍କର ପରିସ୍ଥିତି କୁ ଦେଖି ଡାକ୍ତର ତାଙ୍କୁ ଆସିଓ ରେ ଭର୍ତ୍ତି କରିଥିଲେ। ମାତ୍ର ୮ ଦିନ ହେବ ତାଙ୍କର କୌଣସି ପରିବର୍ତ୍ତନ ନାହିଁ ସେହି ଭଳି ଅଚେତ ହୋଇ ପଡିରହିଛନ୍ତି ଶିବ। ତେବେ ପରିବାର ଲୋକ ମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ପୁଅ ର ଚିକିତ୍ସା ଡାକ୍ତର ମାନେ ଠିକ ଭାବରେ କରୁନାହାନ୍ତି। ଯେଉଁ କାରଣ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶିବ ଙ୍କର ସେନ୍ସ ଫେରୁନାହିଁ।

ତେବେ ପରିବାର ଲୋକଙ୍କୁ ସଫେଇ ଦେବାକୁ ଯାଇ ଡାକ୍ତର ମାନେ କହିଛନ୍ତି ଯେ, ସେମାନେ ପିଲାର ଉଚିତ ଚିକିତ୍ସା କରୁଛନ୍ତି ବୋଲି। ତେବେ ପୁଅ ର ଏପରି ପରିସ୍ଥିତି ଦେଖି ବାପା ମା ସମ୍ପୂର୍ଣ୍ଣ ଧର୍ଯ୍ୟ ହରାଇ ସାରିଲେଣି ।ତେବେ ଆମେ ସମସ୍ତେ ଭଗବାନ ଙ୍କ ଠାରେ ପାର୍ଥନା କରୁଛୁ କି, ଶିବ ବହୁତ ଜଲ୍ଦି ଭଲ ହୋଇଯାଅନ୍ତୁ ଏବଂ ତାଙ୍କର ପରିବାର ସହ ଖୁସିରେ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.