Swastik Tv News Odisha

ଦେଖନ୍ତୁ Live ଭିଡିଓ – CCTV ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 16 ହଜାରରୁ ଅଧିକ ଲେକ ଦେଖିସାରିଲେନି…

0

ଧୀରେ ଧୀରେ ସମାଜ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସରକାରୀ କର୍ମଚାରୀ ମାନଙ୍କ ର ଦୁର୍ନୀତି, ଦୁର୍ବ୍ୟବହାର ଏବଂ ଦାଦାଗିରି। ଏକ ସରକାରୀ କର୍ମଚାରୀ ହୋଇ ମଧ୍ୟ ଭୁଲିଯାଉଛନ୍ତି ତାଙ୍କର ମାନବିକତା ଏବଂ କରିବସୁଛନ୍ତି ଏହିପରି ସବୁ ଅସାମଜିକ ତଥା ଅମାନବିକ କାର୍ଯ୍ୟ।ବର୍ତ୍ତମାନ ର ଏହି ସମାଜ ରେ ଆମକୁ ହାତେ ମାପ କରି ଚାଖଣ୍ଡ ଚାଲିବାକୁ ହେବ କାରଣ ପାଦ ପାଦରେ ସମସ୍ୟା ରହିଛି।

ତେବେ ବର୍ତ୍ତମାନ ସମାଜ ରେ ଲୋକମାନେ ଆଉ ସତ କାର୍ଯ୍ୟ କରୁନାହାନ୍ତି ବରଂ ଚୋରି କରି ଟଙ୍କା ରୋଜଗାର କରିବାକୁ ଇଚ୍ଛା ରଖିଛନ୍ତି।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହେଉ କିମ୍ବା ଖବରକାଗଜ ରେ ଦେଖୁଥିବେ କି ଆଜି ଦୁର୍ବୁତ୍ତ ମାନେ ଏକ ବ୍ୟାଙ୍କ ଲୁଟିଲେଣି ତ ପୁଣି କେଉଁଠାରେ ମିଛ ନାଟକ କରି ମୋବାଇଲ ଲୁଟିଲେଣି ତ କେଉଁଠି ପୁଣି ରାସ୍ତା ମଝିରେ ଚୋରି କଲେଣି। ତେବେ ଆମେ ଆଜି ଆପଣଂକୁ ଏମିତି ଏକ ଘଟଣା ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣଂକୁ ମଧ୍ୟ ଶକ୍ତ ଧକ୍କା ଲାଗିବ ।

ତେବେ ଘଟଣା ଟି ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି ।ତେବେ ଘଟଣା ଟି କିଛି ଏପରି ଥିଲା କି ଜଣେ ବୟସ୍କ ମହିଳା ଏକ ରାସ୍ତା କଡରେ ଛିଡା ହୋଇ ନିଜ ଫୋନ ରେ କଥା ହେଉଥିଲେ। ତେବେ ସେହି ମହିଳା ଜଣଙ୍କ ନିଜ ବେକରେ ଏକ ଦାମି ସୁନା ହାର ପିନ୍ଧିଥିଲେ। ତେବେ ବୁଢ଼ୀ ମହିଳା ଜଣଙ୍କ ସେହି ସ୍ଥାନରେ କଥା ହେଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ସ୍କୁଟି ରେ ସେହି ରାସ୍ତା ରେ ଯାଉଥିଲା ଏବଂ ସେ ସେହି ବୃଦ୍ଧ ମହିଳା ଙ୍କର ପାଖରେ ସ୍କୁଟି ଟି ଛିଡା କରେଇ ମହିଳା ଙ୍କ ସହ କିଛି କଥାବାର୍ତ୍ତା କରିଲା।

ତେବେ ସେ ଏକ ସ୍ଥାନର ଠିକଣା ବୃଦ୍ଧ ମହିଳା ଙ୍କୁ ପଚାରିଲେ ତେବେ ମହିଳା ଜଣଙ୍କ କଥା ହେବା ସମୟରେ ତାଙ୍କର ବେକ ରେ ଥିବା ସୁନା ର ଚେନ ଟିକୁ ନେଇ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା ।ତେବେ ବୃଦ୍ଧ ମହିଳା ଜଣଙ୍କ ପ୍ରାଣ ପଣେ ସେହି ଅଜଣା ବ୍ୟକ୍ତି ଙ୍କୁ ଅଟକାଇ ବାକୁ ପ୍ରୟାସ କରିଥିଲା କିନ୍ତୁ ଶେଷ ରେ ବିଫଳ ହୋଇଥିଲା।ତେବେ ମହିଳା ଜଣଙ୍କ ବହୁତ ଚେଷ୍ଟା କରିବା ଦ୍ୱାରା ଅଜଣା ବ୍ୟକ୍ତି ଜଣଙ୍କ ତାଙ୍କୁ ଧକ୍କା ଦେଇଥିଲେ ଏବଂ ଦୃତ ଗତିରେ ନିଜର ସ୍କୁଟି ନେଇ ପଳାଇ ଯିବାରେ ସଫଳ ହୋଇଥିଲ।


ତେବେ ତାକୁ ରୋକିବାକୁ ଯାଇ ବୃଦ୍ଧ ମହିଳା ଜଣଙ୍କ କ୍ଷତ ବିକ୍ଷତ ହୋଇଥିଲେ ଏବଂ ସେହି ଅଜଣା ଲୋକଟି ଚେନ ନେଇ ପଳେଇଯିବା ରେ ସଫଳ ହୋଇଥିଲା ଯାହାର ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି। ତେବେ ଆମେ ଆପଣ ସମସ୍ତ ଙ୍କୁ ଜଣେଇଦେଉଛୁ ଯେ କୌଣସି ଅଜଣା ବ୍ୟକ୍ତି ଙ୍କର ସହ କଥା ହୁଅନ୍ତୁ ନାହିଁ ଯଦି କାହା ସହ କଥା ହେଲା ବେଲେ ସତର୍କତା ଅବଲମ୍ବନ କରନ୍ତୁ ନଚେତ ଆପଣ ମଧ୍ୟ ଏହିପରି ଅସୁବିଧା ରେ ପଡିପାରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.