Swastik Tv News Odisha

ଦେଖନ୍ତୁ ଭିଡିଓ – ରାଜଧାାନୀ ଭୁବନେଶ୍ବରରେ ସରକାରୀ ଅଫିସ ରେ ଖୁଲମ ଖୁଲା ଚାଲିଛି ଦେହ ବେପାର , ଗୋଟେ ରାତି କୁ 5ହଜାର ଟଙ୍କା

0

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି ।

ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ , ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜନେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ବୁଝିପାରିବେ ବର୍ତ୍ତମାନ ସମାଜରେ ଜଣେ ମହିଳା କେତେ ସୁରକ୍ଷିତ ।ତେବେ ବର୍ତ୍ତମାନ ମହିଳାଙ୍କୁ ଶୋଷଣ କରିବାର ଅନ୍ୟ ଏକ ଅସ୍ତ୍ର ସାଜିଛି ଲୋକମାନଙ୍କର ଉଚ୍ଚ ପଦବୀ ଏବଂ ଟଙ୍କା ।ନିଜର ଉଚ୍ଚ ପଦବୀର ନେଗେଟିଭ ବ୍ୟବହାର କରୁଛନ୍ତି ଏହି ପୁରୁଷ ମାନେ ।ତେବେ ଏହି ଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ବର ର ଏକ ଭିନ୍ନକ୍ଷମ ମହିଳା ସଙ୍ଘରେ।

ତେବେ ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ର ପଳାସପଲ୍ଲୀ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ମହାସଂଘରେ ଯେଉଁଠାରେ ଭିନ୍ନ କ୍ଷମ ଯୁବତୀ ମାନଙ୍କୁ ସଂଘ ର କର୍ମଚାରୀ ମଞ୍ଜୁଲତା ଏବଂ ଭୁବନେଶ୍ବର ସେକ୍ସ ରକେଡ ରେ ସାମିଲ ଥିବା ସୁରେଶ ଙ୍କର ନାମରେ ଏୟାରପୋଟ ଥାନା ରେ ଅଭିଯୋଗ ହୋଇଥିଲା ଯେ ସେମାନେ ସେଠାରେ ଏକ ସେକ୍ସ ରକେଡ ଚଳେଇଛନ୍ତି ଏବଂ ତା ସହ ସଙ୍ଗ ର ଅନ୍ତ ବାସୀ ଙ୍କୁ ମଧ୍ୟ ବଡ଼ ବଡ଼ ସରକାରୀ ବାକୁ ମାନଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।

ତେବେ ଏନେଇ ଅଭିଯୋଗ ପରେ ପୋଲିସ ମଞ୍ଜୁଲତା ଙ୍କୁ ଗିରଫ କରିଥିଲା ।ତେବେ ପୋଲିସ ର ତଦନ୍ତ ଅନୁସାରେ ଭିନ୍ନକ୍ଷମ କେନ୍ଦ୍ର କୁ ଏମାନେ ବେଶ୍ୟାଳୟ ରେ ପରିବର୍ତ୍ତନ କରିଥିଲେ ଏବଂ ଭିନ୍ନ କ୍ଷମ ମାନଙ୍କୁ ପ୍ରତି ରାତିକୁ ୫ ହଜାର ଲେଖାଏଁ ଟଙ୍କା ଦେଉଥିଲେ ।ଆଉ ଯେଉଁ ଝିଅ ତାଙ୍କ କଥାରେ ରାଜି ହେଉ ନଥିଲେ ସେମାନ ଙ୍କୁ ଜୋର ଜବରଦସ୍ତ କରାଯାଉଥିଲା ସେହି କାର୍ଯ୍ୟ କରିବାକୁ ନଚେତ ତାଙ୍କୁ ମାରିଦେବା ର ଧମକ ମଧ୍ୟ ଦେଉଥିଲେ ସେମାନେ। ।

ତେବେ ଏହି ଘଟଣା ର ଅଭିଯୋଗ ଆସିବା ପରେ ଉଭୟ ମଞ୍ଜୁଲତା ଏବଂ ସୁରେଶ ଦୁଇ ମାସ ଧରି ଫେରାର ଥିଲେ ତେବେ ପୋଲିସ ଷ୍ଟେସନ ରେ ମାମଲା ଗମ୍ଭୀର ହେବାରୁ ପୋଲିସ ଏହି ସେକ୍ସ ରକେଡ କୁ ଧରିବା ପାଇଁ ଏକ ସ୍ପେଶାଲ ଟିମ ବନେଇଥିଲା ଏବଂ ବହୁତ ଚେଷ୍ଟା ପରେ ସେମାନ ଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ।ତେବେ ମଞ୍ଜୁଲତା ପାଲଟା ଅଭିଯୋଗ କରିଥିଲେ କି ଭିନ୍ନ କ୍ଷମ ଯୁବତୀ ମାନେ ଏଥିପାଇଁ ରାଜି ଥିଲେ ବୋଲି ମାତ୍ର ଯୁବତୀ ଙ୍କର କହିବା ଅନୁସାରେ ସେମାନେ ବହୁତ ଖରାପ ଆର୍ଥିକ ସ୍ଥିତି ରେ ରହୁଥିଲେ ତେଣୁ ନିଶହାୟ ହୋଇ ସେମାନେ ଏହି କାର୍ଯ୍ୟରେ ନିବୃତ୍ତ ଥିଲେ ବୋଲି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.