Swastik Tv News Odisha

ଦେଖନ୍ତୁ Shocking ଭିଡିଓ ରାସ୍ତା ମଝିରେ ଡାକ୍ତର ଙ୍କୁ ଗୁଲିକରି ହତ୍ୟା, ଦୁଇ ବର୍ଷ ତଳ ମାମଲାର ପ୍ରତିଶୋଧ ନେଲେ ହତ୍ୟାକାରୀ ଭାଇରାଲ ହେଲା ଭିଡିଓ

0

ଦୁନିଆ ରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି ।

ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣ ମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବା କଣ ଏହି ପରି ହୋଇ ପାରେ ।ଏମିତି ହେବାର କାରଣ କଣ ।
ଘଟଣା ଟି ଖୁବ୍ ହୃଦୟ ସ୍ପର୍ସି ଓ ଦୁଃଖ ଦାୟକ । ଘଟଣା ଟିକୁ ସମ୍ପୂର୍ଣ ରୂପେ କୋଏଦ୍ କରିଛି ସିସି ଟିଭି । ଘଟଣା ଟି ଘଟିଛି ରାଜସ୍ଥାନ ର ଭରତପୁର ରେ ଏକ କାର ଦ୍ଵାରା ଦୁଇ ଦମ୍ପତି ଯାଉଥିଲେ କୌଣସି ଏକ ସ୍ଥାନ ରୁ ହଠାତ୍ ଦୁଇ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି କାର କୁ ଅଟକାଇ ଦେଇଥିଲେ ଓ କାର ଅଟକାଇବା ପରେ ପରେ ସେମାନେ ଗୁଳି କରିବା ଆରମ୍ଭ କରି ଦେଇଥିଲେ ଓ ସଙ୍ଗେ ସଙ୍ଗେ ଦମ୍ପତି ଙ୍କୁ ମାରି ଦେଇଥିଲେ ।

ତା ପରେ ପରେ ଦୁର୍ବୃତ୍ତ ମାନେ ସେହି ଠାରୁ ଖସି ଯାଇଥିଲେ । ସୂଚନା ଅନୁସାରେ ଦମ୍ପତି ଦୁଇଜଣ ଡାକ୍ତର ଥିଲେ । ଡାକ୍ଟର ଥିଲେ ସୁଦିପ ଗୁପ୍ତା ଓ ତାଙ୍କ ପତ୍ନୀ ଥିଲେ ଡକ୍ଟର ସୀମା ଗୁପ୍ତା । ଘଟଣା ଟି ହେଉଛି ଦୀପା ଗୁଜର ନାମକ ଜଣେ ମହିଳା ଏବଂ ତାଙ୍କ ୫ ବର୍ଷିୟ ଶିଶୁ ପୁତ୍ରକୁ ହତ୍ୟା କରିଥିବା ମାମଲାରେ ଜେଲ ଯାଇଥିଲେ l


ଘଟଣା ଟି ହୋଇଥିଲା ୨୦୧୯ ମସିହା ନଭେମ୍ବର ମାସ ର ଯେଉଁଥିରେ ସେହି ଡକ୍ଟର ଯୋଡ଼ି ହୋଇ ରହିଥିଲେ ସେ ଓ ତାଙ୍କ ମାଆ ସେଇଥି ପାଇଁ ଜେଲ ମଧ୍ୟ ଯାଇଥିଲେ । ଘଟଣା ଯୋଗୁଁ ବାଟରେ ଦୁଇଜଣ ସଶସ୍ତ୍ର ଦୁର୍ବୁତ୍ତ ଅନୁଜ ଓ ମହେଶ ସେମାନଙ୍କ କାରକୁ ଅଟକାଇ ସ୍ୱାମୀ-ସ୍ତ୍ରୀଙ୍କୁ ଗୁଳି କରିଥିଲେ । ଏଥି ସହିତ ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳ କୁ ଆସି ପହଂଚିଥିଲେ ।
ସେହି ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ଓ ତା ପରେ ପରେ ସେହି ମୃତ ଶରୀର କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ କୁ ସ୍ଥାନାନ୍ତରଣ କରିଛନ୍ତି । ମୃତଦେହକୁ ଆରବିଏମ୍ ହସ୍ପିଟାଲରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଡାକ୍ତର ଦୁଇଜଣ ନିଜ ପ୍ରାଇଭେଟ୍ କ୍ଲିନିକ୍ ଚଳାଉଥିଲେ ବୋଲି ଜଣା ପଡିଛି । ଏହି ଘଟଣା ପଛରେ ଆଉ କଣ ରହସ୍ୟ ଲୁଚି ରହିଛି ତାହା ପୋଲିସ ତଦନ୍ତ ଜାରି ରଖିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.