Swastik Tv News Odisha

ନା ଝଡ଼ିବ ନା ଛିଡିବ ୨ ସପ୍ତାହରେ କେଶ ହେବ ଏତେ ଲାମ୍ବା କି ବିଶ୍ବାସ ହେବନି- Hair Care Tips

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।

ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।

ତେବେ ବର୍ତ୍ତମାନ କେଶ ଝଡ଼ିବା ଏକ ସାଧାରଣ କଥା ହୋଇଗଲାଣି ଲୋକଙ୍କ ପାଇଁ ।ଏବଂ ଏହି କେଶ ଝଡ଼ିବା କୁ ରୋକିବା ପାଇଁ ବହୁତ ପ୍ରକାରର କସମେଟିକ ଜିନିଷ ବ୍ୟବହାର କରିଥାଉ ଏବଂ ଫେସନ ପଲର ର ସାହାଯ୍ୟ ମଧ୍ୟ ନେଇଥାଉ ।କିନ୍ତୁ ଏହିପରି ସବୁ କେସମେଟିକ ବ୍ୟବହାର କରିବା ଦ୍ୱାରା ଆମ କେଶ ଝଡ଼ିବା ଅଧିକ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା କରିବା ଦ୍ବାରା ଆପଣ ନିଜର ଝଦୁଯାଇଥିବା କେଶ କୁ ଫେରିପାଇବେ ସହ କେଶ ସୁନ୍ଦର ଘନ ଓ ମଜବୁତ ହୋଇଥାଏ ।ତେବେ ଆସନ୍ତୁ ଜଣିବା ଉପୟା ଟି ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

ଏହି ପ୍ରାକୃତିକ ଉପାୟ ଟିକୁ କରିବାକୁ ହେଲେ ଆପଣଙ୍କୁ ଏହି ସବୁ ସାମଗ୍ରୀ ର ଆବଶ୍ୟକତା ରହିଛି ।ସେଗୁଡିକ ହେଉଛି
୧.ରସୁଣ ଗୋଲା
୨.ସୋରିଷ ତେଲ
୩.ନଡ଼ିଆ ତେଲ
ପ୍ରସ୍ତୁତ ପ୍ରଣାଳୀ:-
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ କାଚ ଜାର ବା ବୋତଲ ଆଣନ୍ତୁ ଏବଂ ସେଥିରେ ୫-୬ ଟି ରସୁଣ ଗୋଲା କୁ ଛୋଟ ଛୋଟ କରି କାଟି ପକାଇ ଦିଅନ୍ତୁ। ଏବଂ ସେଥିରେ ୫-୭ ଚାମଚ ସୋରିଷ ତେଲ ଏବଂ ୩-୪ ଚାମଚ ନଡ଼ିଆ ତେଲ ପକାଇ କିଛି ସମୟ ରଖି ଦିଅନ୍ତୁ। ପରେ ଦେଖିବେ ବି ଏହାର ରଙ୍ଗ ରେ ଅନେକ ପରିବର୍ତ୍ତନ ଆସିଥାଏ ।ତେବେ ବର୍ତ୍ତମାନ ଆମର ରିମେଡି ଟି ପ୍ରସ୍ତୁତ ହୋଇସାରିଛି।

ବ୍ୟବହାର କରିବେ କିପରି:-

କହିବାକୁ ଗଲେ ଏହି ରିମେଡି ଟିକୁ ବ୍ୟବହାର କରିବାର ସେପରି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ଯେକୌଣସି ସମୟରେ ଆପଣ ଏହାକୁ କେଶ ରେ ଲଗାଇ ପାରିବେ।କିନ୍ତୁ ଯଦି ମୁଣ୍ଡ ଧୋଇବା କୁ ଯାଉଛନ୍ତି ତେବେ ତାର ଦୁଇ ଘଣ୍ଟା ପୂର୍ବରୁ ମୁଣ୍ଡରେ ତେଲ ଲଗାଇ ନିଅନ୍ତୁ। ଏବଂ ମନେ ରଖିବେ କି ତେଲ କେଶ ରେ ଲଗାଇବା ପୂର୍ବରୁ ଏହାକୁ ଖରାରେ ବସାଇ ନିଅନ୍ତୁ।

ତେବେ ଗୋଟିଏ ସପ୍ତାହରେ ଏହାକୁ ଆପଣ ୩ ଥର ନିଜ କେସ ରେ ଲଗାନ୍ତୁ। ଏହା ଆପଣଙ୍କ କେସ କୁ ସୁନ୍ଦର, ଘନ, କଳା ଏବଂ ଚିକ୍ଣ କରିବା ସହ କେଶ ଝଡ଼ିବ ନାହିଁ କିମ୍ବା ଅଧାରୁ ଛିଡିବ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.