Swastik Tv News Odisha

Period Problem – କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ Period ଶୀଘ୍ର ଆଣିବାର ଘରୋଇ ଉପାୟ 1-2 ଘଣ୍ଟାରେ ହୋଇଯିବ

0

ଭଗବାନ ଙ୍କର ଏହି ସଂସାର ରେ ମହିଳା ମାନଙ୍କୁ ସେ ଭିନ୍ନ ଢଙ୍ଗରେ ଗଢିଛନ୍ତି। ମହିଳାଙ୍କ ପାଖରେ ଅନ୍ୟ ଏକ ଜୀଵନ କୁ ଏହି ଦୁନିଆଁ କୁ ଆଣିବାର କ୍ଷମତା ରହିଛି।ଯାହାକି ଜଣେ ମହିଳା ଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ବୟସ ରେ ଏହି କ୍ଷମତା ଆସିଥାଏ । ଯାହାକୁ ମାସିକ ଋତୁସ୍ରାବ ବୋଲି କୁହାଯାଏ। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ମହିଳା ମାନଙ୍କ ର ମାସିକ ଋତୁସ୍ରାବ (ପିରିୟଡ୍ସ) ସମ୍ପୂର୍ଣ୍ଣ ତଥ୍ୟ ଜଣେଇବୁ ଯାହା ଆପଣ ଙ୍କର ଜାଣିବା ନିହାତି ଆବଶ୍ୟକ।

ମାସିକ ଋତୁସ୍ରାବ କଣ ଏହା କାହିଁକି ହୋଇଥାଏ:-

ସାଧାରଣ ଭାବରେ କହିବାକୁ ଗଲେ ମାସିକ ଋତୁସ୍ରାବ ମହିଳା ମାନଙ୍କ ର ଏକ ପ୍ରାକୃତିକ ଗୁଣ ଅଟେ ଯାହା ଜଣେ ମହିଳାଙ୍କ ର ପ୍ରଜନନ କ୍ଷମତା କୁ ସୂଚାଇ ଥାଏ ।ଏହା ପ୍ରାୟ ୧୧ ରୁ ୧୩ ବୟସ ମଧ୍ୟରେ ହୋଇଥାଏ, ମାତ୍ର ବର୍ତ୍ତମାନ ଏହା ପ୍ରାୟ ୧୦ ବର୍ଷ ବୟସ ରୁ ମହିଳା ଙ୍କ ପାଖରେ ଦେଖିବାକୁ ମିଳୁଛି।ଏହା ହେବା ଦ୍ବାରା ଝିଅ ଟିର ଶରୀରରେ କେତେକ ପରିବର୍ତ୍ତନ ଦେଖାଯାଏ ଯେପରି କି ମୋଟା ହୋଇଯିବା। ବୈଜ୍ଞାନିକ ଭାଷାରେ, ଝିଅ ମାନଙ୍କ ଶରୀର ରେ ହରମୋନ ର ପରିବର୍ତ୍ତନ ହେଲେ ଋତୁସ୍ରାବ ହୋଇଥାଏ।

ଋତୁସ୍ରାବ ରେ ଅନିୟମିତତା ର କାରଣ:-

ଝିଅ ମାନଙ୍କ ର ଶରୀରରେ ପିଟୁଇଟାରୀ ଓ ହାଇପୋଥାଲାମସ୍ ହରମୋନ ର କ୍ଷରଣ ଏବଂ ଚକ୍ର ଦ୍ବାରା ମହିଳାଙ୍କ ର ପିରିୟଡ୍ସ ହୋଇଥାଏ। ମାତ୍ର ଯେତେବେଳେ ଆପଣଙ୍କ ର ପିରିୟଡ୍ସ ରେ ଅନିୟମିତତା ଦେଖାଯାଏ। ତା ପଛରେ କେତେକ କାରଣ ରହିଥାଏ ଯେପରି କି:-
୧.ମହିଳା ମାନଙ୍କ ର ଖାଦ୍ୟ, ଶୋଇବା ଏବଂ ବ୍ୟାୟମ ର ପ୍ରଭାବରୁ
୨.ଶରୀରରେ ହରମୋନ ର ପରିବର୍ତ୍ତନ
୩.ମାନସିକ ଚାପ ଏବଂ ଏନଯାଇଟି

ପିରିୟଡ୍ସ ନିୟମିତ ହେବାର ଘରୋଇ ଉପଚାର :-

୧.ପିରିୟଡ୍ସ ର ନିୟମିତତା ପାଇଁ ଆପଣ ଅଧିକ ଗରମ ଜାତୀୟ ଜିନିଷ ତଥା ସପୁରୀ,ଖେଜୁରୀ, ପାପାୟର ସେବନ କରନ୍ତୁ।
୨.ପିରିୟଡ୍ସ ର ଅନିୟମିତତା ଦେଖାଦେଲେ , ଜିରା କୁ ଗରମ ପାଣିରେ ଫୁଟନ୍ତୁ ଏବଂ ପରେ ସେହି ପାଣି କୁ ଥଣ୍ଡା କରି ଦିନରେ ଦୁଇ ଥର ସେବନ କରନ୍ତୁ। ମାତ୍ର ଦୁଇ ଦିନ ମଧ୍ୟରେ ପିରିୟଡ୍ସ ହେବା ନିଶ୍ଚିତ।

୩.ଅଦା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।ତେବେ ଏହା ଆପଣଙ୍କର ପିରିୟଡ୍ସ ରେ ବିଳମ୍ବ ହେଲେ ଗୋଟିଏ ୨ ଇଞ୍ଚ ର ଅଦାକୁ ଛୋଟ କରି କରିନିଅନ୍ତୁ ଏବଂ ତାହାକୁ ଏକ ଗ୍ଲାସ ପାଣିରେ ଫୁଟାଇ ସେହି ପାଣି କୁ ସେବନ କରନ୍ତୁ। ମାତ୍ର ଦୁଇ ଦିନ ମଧ୍ୟରେ ଆପଣଙ୍କ ର ପିରିୟଡ୍ସ ହେବା ନିଶ୍ଚିତ।

ତେବେ ବନ୍ଧୁଗଣ ତେବେ ଏହିସବୁ ଉପରକ୍ତ କାରଣ ଯୋଗୁଁ ପିରିୟଡ୍ସ ରେ ଅନିୟମିତତା ତା ଦେଖାଯାଏ ଯାହା ଜଣେ ମହିଳାଙ୍କ ର ଶରୀର ପାଇଁ କ୍ଷତିକାରକ ଅଟେ। ତେବେ ଆପଣ ମାନେ ପ୍ରଦତ୍ତ ରିମେଡି ଗୁଡ଼ିକ ପାଳନ କଲେ ଏହି ସମସ୍ୟା ରୁ ମୁକ୍ତି ପାଇପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.