Swastik Tv News Odisha

ପ୍ରତିଦିନ ସକାଳେ ସେବନ କରନ୍ତୁ ମାତ୍ର ଗୋଟିଏ ଗ୍ଲାସ ଏହି ଜୁଷ….. ମାତ୍ର ୭ ଦିନରେ ସବୁ ସମସ୍ୟାର ସମାଧାନ Pregnancy Tips

0

ମା ଗୋଟିଏ ଏପରି ନା ଯାହାର ବର୍ଣ୍ଣନା କେବେବି ସମ୍ଭବ ନୁହେଁ ।ଆମ ସମାଜ ର ଉନ୍ନତି ଅବନତି , ଭଲ ମନ୍ଦ ସବୁ ଗୋଟିଏ ମା ଉପରେ ହିଁ ନିର୍ଭର କରିଥାଏ। ଖାଲି ଏତିକି ନୁହେଁ ବରଂ ଏହା ଗୋଟିଏ ନାରୀ ଜୀଵନ ର ଉଦେଶ୍ୟ ଅଟେ। କିନ୍ତୁ କାହାକୁ ଏହା ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ ତ କାହାକୁ ଅନେକ ତପସ୍ୟା କରିବାକୁ ପଡିଥାଏ। ଉଲେକ୍ଷ୍ୟଯୋଗ୍ୟ ଯେ , ବିବାହ ପରେ ମା ହେବା ପ୍ରାୟ ସମସ୍ତେ ମହିଳା ଙ୍କର ଇଚ୍ଛା ରହିଥାଏ ।କିନ୍ତୁ କେତେକ କାରଣ ପାଇଁ ସେମାନେ ମା ହୋଇପାରନ୍ତି ନାହିଁ ।

ତେବେ ଆମେ ଆଜି ଆପଣଂକୁ ଏପରି ଏକ ପାନ୍ୟ ବିଷୟରେ ଜଣେଇବୁ ଯାହାକୁ ସେବନ କରିବା ଦ୍ଵାରା ଆପଣ ଗର୍ଭବତୀ ହେବାର ସୌଭାଗ୍ୟ ଅର୍ଜନ କରିବେ ଏବଂ ତା ସହ ଡାଇବେଟିସ ଏବଂ କ୍ରାଲେଷ୍ଟର ପରି ମାରାତ୍ମକ ରୋଗରୁ ମଧ୍ୟ ଆପଣଂକୁ ରକ୍ଷା କରିବ ।ତେବେ ବନ୍ଧୁଗଣ ସେହି ପାନ୍ୟ ଟି ହେଉଛି ଗ୍ରୀନ ଯୁସ । ତେବେ ଆସନ୍ତୁ ଜାଣିବା ଏହି ଜୁସ ଟି କଣ ଏବଂ କେଉଁ କେଉଁ ସବୁ ଉପାଦାନ ଦ୍ଵାରା ଏହା ପ୍ରସ୍ତୁତ ଅଟେ ।

ଗ୍ରୀନ ଜୁଷ କଣ :-

ବନ୍ଧୁଗଣ ଏହା ଏକ ୱେଟ ଗ୍ରାସ ଜୁଷ । ବର୍ତ୍ତମାନ ଏହା ପ୍ରାୟ ସବୁ ବାଜର ରେ ଉପଲବ୍ଧ ରହିଛି ଯାହାକୁ ଆପଣ କିଣି କି ଆଣିପାରିବେ । ତେବେ ଏହା ପାଉଡର ଫର୍ମ ମଧ୍ୟ ମିଳିଥାଏ, ଲିକ୍ୱିଟ ଫର୍ମ ମଧ୍ୟ ମିଳିଥାଏ, ଟାବ୍ଲେଟ ମଧ୍ୟ ମିଳିଥାଏ । ଆପଣ ଚାହିଁଲେ ଏହାକୁ ନିଜ ଘରେ ମଧ୍ୟ ପ୍ରସ୍ତୁତ କରି ପାରନ୍ତି ।

ଉପାଦାନ କଣ ରହିଛି:-

ଏହି ଗ୍ରୀନ ଜୁଷ ବା ୱେଟ ଗ୍ରାସ ଜୁଷ ତେକେକ ଉପାଦାନ ତଥା ପଦାର୍ଥ କୁ ନେଇ ଗଠିତ ।ତେବେ ସେହି ଉପାଦାନ ଗୁଡ଼ିକ ହେଉଛି ପ୍ରୋଟିନ , ଆଇରନ, ଫାଇବର, ପଟାସିୟମ ଏବଂ ମାଗନେସିୟମ । ତେବେ ଏହି ଉପାଦାନ ଗୁଡ଼ିକ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ

ସେବନ କିପରି କରିବେ ଏବଂ ଫାଇଦା କଣ ରହିଛି:-

ଏହି ୱେଟ ଗ୍ରାସ ଜୁଷ ଆମ ଆପଣ ପ୍ରତି ଦିନ ସକାଳେ ନିଜ ର ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଏକ ଗ୍ଲାସ ସେବନ କରନ୍ତୁ ।ନିୟମିତ ଭାବରେ ଗୋଟିଏ ଗ୍ଲାସ ୱେଟ ଗ୍ରାସ ଜୁଷ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ରକ୍ତ ସୃଷ୍ଟି ହୋଇଥାଏ ଏବଂ ଏହାର ସଞ୍ଚାଳନ ମଧ୍ୟ ଠିକ ମାତ୍ରାରେ ହୋଇଥାଏ ।

ତେବେ ଯେଉଁ ମହିଳା ମାନଙ୍କ ଶରୀରରେ ରକ୍ତ ର ମାତ୍ର କମ ପରିମାଣ ରେ ଥାଏ ସେମାନେ ଙ୍କ ପାଖରେ ପିରିୟଡ୍ସ ର ଅନିୟମିତତା ଦେଖାଯାଇଥାଏ। ତେଣୁ ପ୍ରତିଦିନ ଏହି ଜୁଷ ସେବନ କରିବା ଦ୍ଵାରା ଶରୀର ରେ ରକ୍ତ ସୃଷ୍ଟି ହୋଇଥାଏ ଏବଂ ପିରିୟଡ୍ସ ରେ କୌଣସି ଅସୁବିଧା କିମ୍ବା ଅନିୟମିତତା ଦେଖାଯାଏ ନାହିଁ।

ଏହା ସହ ଏହି ଜୁସ କୁ ସେବନ କରିବା ଦ୍ଵାରା ମେଦବହୁଲତ , ଡାଇବେଟିସ , ରକ୍ତହୀନତା , ଆଦି ସମସ୍ୟା ଦୂର ହୋଇଥାଏ।ଏବଂ ଯେଉଁ ମହିଳା ମାନେ ଗର୍ଭବତୀ ହେବାରୁ ବଞ୍ଚିତ ଅଛନ୍ତି ସେମାନେ ମା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.