Swastik Tv News Odisha

ଦେଖନ୍ତୁ ଭିଡ଼ିଓ – ରାଜଧାନୀ ଭୁବନେଶ୍ୱରର ବିଚ ରାସ୍ତାରେ ପ୍ରେମୀ ଯୁଗଳଙ୍କ ଅଜବ ଦୃଶ୍ୟ ଲୋକେ ଦେଖି ହୋଇଗଲେ ତାଯୁବ

0

ଏହି ଅତ୍ୟାଧୁନିକ ଯୁଗ ର ଶିକାର ହୋଇ ରେ ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢା ରେ ଧ୍ୟାନ ନଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି ।ଖାଲି ଏତିକି ନୁହେଁ ଏମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି । ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି । ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି ।

ଏହି ଶିକ୍ଷିତ ଛାତ୍ର ଛାତ୍ରୀ ମାନେ ସବୁ କିଛି ଭୁଲିଯାଇ ନିଜର ବାସନା ଏବଂ କାମନା ର ମନ ଭାବ କୁ ପୂରଣ କରିବାରେ ଲାଗିଛନ୍ତି। ନା ମନୁଚନ୍ତି ରାସ୍ତା ଘାଟ ନା ବିଦ୍ୟାଳୟ ।ଏମାନେ ସବୁ ଲାଜ ଲଜ୍ୟା ବି ପୋଡି ଖାଇଲେଣି। ତେବେ ଏହିଭଳି ଏକ ଘଟଣା ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣଂକୁ ଏମାନଙ୍କ ଉପରେ ଘୃଣା ଭାବ ଆସିବ।

ତେବେ ଘଟଣା ଟି ହେଉଛି ଭୁବନେଶ୍ୱର ର ଏକ ରାସ୍ତା ଉପରେ ହୋଇଥିବା ହାଇ ଭଲଟେଜ ଡ୍ରାମା ।ଫିଲ୍ମ ର କାହାଣୀ ପରି ଲାଗୁଥିଲା ସେମାନ ଙ୍କର ଏହି ପ୍ରକାର କାର୍ଯ୍ୟ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସହ ଚିକିତ ହୋଇଯିବେ।ତେବେ ଉଲ୍ଲେଖ ଯୋଗ୍ୟ ଯେ, ଭୁବନେଶ୍ୱର ର ଭରତପୁର ରାସ୍ତା ଉପରେ ପ୍ରେମୀ ଯୁଗଳ ଙ୍କର ଜବରଦସ୍ତ ନାଟକ ଯାହାକୁ ଦେଖି ଫିଲ୍ମ ର ସୁଟିଂ ହେଉଛି ବୋଲି ଭାବୁଥିଲେ କିନ୍ତୁ ଏହି ଘଟଣା ସତ୍ୟ ଥିଲା।

ତେବେ ଘଟଣା କିଛି ଏପରି ଥିଲା କି, ଭୁବନେଶ୍ବର ର ଭରତପୁର ରାସ୍ତା ରେ ଜଣେ ଯୁବକ ଓ ଯୁବତୀ ସ୍କୁଟି ରେ ଆସି ଛିଡା ହେଲେ ଏବଂ କିଛି ସମୟ କଥା ବାର୍ତା ଚାଲିଲା ।ତେବେ କଣ ହେଲା କେଜାଣି ହଠାତ ଯୁବତୀ ଜଣଙ୍କ ନିଜ ବ୍ୟାଗ ରୁ କିଛି ବିଷାକ୍ତ ପଦାର୍ଥ ବାହାର କରି ଖାଇନେଲେ।ତେବେ ଯୁବକ ଜଣଙ୍କ ତାଙ୍କୁ ଅଟକାଇବା କୁ ପ୍ରୟାସ କରିଚାଲିଥିଲା। ଏକ ଫିଲ୍ମ ର କାହାଣୀ ଭଳି ସେହି ଯୁବତୀ ଜଣଙ୍କ ଆତ୍ମହତ୍ୟା କରବାକୁ ଉଦ୍ୟମ କରୁଥିଲେ।

କେତେ ବେଳେ ଲୋକଙ୍କ ଭିଡ଼ ମଧ୍ୟରେ ପଶି ଯାଉଥିଲା ତ୍ ପୁଣି କେତେବେଳେ ରାସ୍ତା ର ଏକ ଉଚ୍ଚ ସ୍ଥାନ ରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିଲା। ତେବେ ତାଙ୍କର ପ୍ରେମିକ ତାଙ୍କୁ ବଞ୍ଚାଇବା କୁ ଚେଷ୍ଟା ଚଲେଇଥିଲେ ।ତେବେ ଏହି ମଧ୍ୟରେ ଯୁବତୀ ଜଣଙ୍କ ଅସୁସ୍ଥ ହୋଇ ରାସ୍ତାରେ ପଡିଯାଇଥିଲେ। ଲୋକମାନେ ପାଖକୁ ଘେରି ଆସିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ପ୍ରକୃତ ରେ ଦୁହିଁଙ୍କ ମଧ୍ୟରେ କଣ ଘଟିଥିଲା ବୋଲି। ତେବେ ଏହି ଘଟଣା ଟି କେଉଁ ଫିଲ୍ମ ର କାହାଣୀ ଠାରୁ କମ ନଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.