Swastik Tv News Odisha

ଦେଖନ୍ତୁ ଶେଷରେ ବାବୁସାନ ସେୟାର କରିଲେ ତାଙ୍କର ଘର ର କିଛି Video Clip

0

ଆମେ ସମସ୍ତେ ଓଡ଼ିଆ ଫିଲ୍ମ, ସିରିଏଲ୍ ଆଦି ଦେଖିବା ପାଇଁ ବହୁତ୍ ପରିମାଣ ରେ ଭଲ ପାଇଥାଉ ।ତ ଠାରୁ ଭି ଅଧିକ ଭଲ ପାଉ ସେଇ ଫିଲ୍ମ ଓ ସିରିଏଲ୍ ରେ କାମ କରୁଥିବା ହିରୋ ଓ ହିରୋଇନ୍ ମାନଙ୍କୁ । କେତେବେଳେ କାହାର ଅଭିନୟର ଯାଦୁ ଦେଖି ଆମେ ତାଙ୍କୁ ପସନ୍ଦ କରିଥାଉ ତା ଆଉ କେତେବେଳେ ତାଙ୍କର ସୁନ୍ଦରତା ରୂପ ଆଦି ଦେଖି ଫିଦା ହୋଇଯାଇଥାଏ । ତେଣୁ ଆପଣ ମାନେ ସମସ୍ତେ ତ ଓଲିଉଡ ଜଗତ ର ଜଣେ ସୁପରିଚିତ କଳାକାର ଉତ୍ତମ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଯିଏ କି ଓଡିଆ ସିନେମା ଜଗତ ରେ ନିଜ ର ଅଭିନୟ ଦ୍ବାରା ଓଡ଼ିଶା ବାସୀ ଙ୍କ ମନ ରେ ନିଜ ର ଏକ ପରିଚୟ ଗଢି ତୋଳିଛନ୍ତି । ଏହା ସହିତ ତାଙ୍କର ଧର୍ମ ପତ୍ନୀ ଅପରାଜିତା ମହାନ୍ତି । ସିଏ ମଧ୍ଯ ଓଲିଉଡ ଫିଲ୍ମ ଜଗତ ରେ ନିଜ ର ଏକ ଖୁବ୍ ପରିଚୟ ସୃଷ୍ଟି କରି ପାରିଛନ୍ତି ।

ଯାହାଙ୍କୁ ସମସ୍ତେ ଟିକି ଅପା ଭାବରେ ଜାଣିଛନ୍ତି। ଦୁହେଁ ରିୟଲ ଲାଇଫ୍ ର ସ୍ବାମୀ, ସ୍ତ୍ରୀ ଏବଂ ଚଳଚ୍ଚିତ୍ର ରେ ମଧ୍ଯ ଦୁହେଁ ସ୍ୱାମୀ, ସ୍ତ୍ରୀ ର ଅଭିନୟ କରି ଦର୍ଶକ ଙ୍କ ହୃଦୟ କୁ ବେଶ୍ ଜିଣି ପାରିଛନ୍ତି।ଆହୁରି ମଧ୍ୟ ସେହି ଦୁଇ ଜଣଙ୍କ ଯୋଡ଼ି କୁ ସମସ୍ତେ ବହୁ ପରିମାଣରେ ଭଲ ପାଇବା ଦେଇଥାନ୍ତି । ତାଙ୍କ ପରେ ତାଙ୍କ ପୁତ୍ର ବାବୁଶାନ୍ ମହାନ୍ତି ଯିଏ କି ଓଲିଓଡ଼ ଜଗତରେ ବେଶ ନାମ କମାଇ ପାରିଛନ୍ତି ।

 

ଓଲିଓଡ଼ ଇଣ୍ଡଷ୍ଟ୍ରି ର ଚକୋଲେଟ୍ ହିରୋ ବୋଲି ବାବୁଶାନ୍ ଙ୍କୁ ଆମେ ଜାଣୁ । ବହୁତ୍ କମ୍ ବୟସ ରୁ ସେ ଅଭିନୟ ଜଗତ ରେ ପାଦ ଦେଇଥିଲେ । ତାଙ୍କର କେବଳ ଯେ ଅଭିନୟ ପାଇଁ ରୁଚି ଥିଲା ତାହା ନୁହଁ ସେ ପ୍ରଥମେ ନିଜେ ସୁନ୍ଦର କଣ୍ଠଶିଳ୍ପୀ ହିସାବ ରେ ଓଡ଼ିଆ ଫିଲ୍ମ ଜଗତରେ ପଦା ଥାପିଥିଲେ । ତ ପରେ ପରେ ନିଜର ଦମଦାର ଅଭିନୟ ଯୋଗୁଁ ସେ ଦର୍ଶକ ଙ୍କ ପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ ର ଯୁବ ପୀଢ଼ି ତାଙ୍କର ଅଭିନୟ ଓ ସିନେମା କୁ ବହୁତ୍ ପସନ୍ଦ କରିବା ସହିତ ବହୁତ୍ ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ରୋମିଓ ଦ ଲଭର ବୟ ରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।

ତେବେ ଆପଣ ମାନଙ୍କ ମନ ରେ ପ୍ରଶ୍ନ ଆସୁଥିବ କି ଆମର ସେହି ପ୍ରିୟ ଯୋଡ଼ି ଏବେ ଏହି ମହାମାରୀ ସମୟରେ କଣ କରୁଛନ୍ତି । ହଁ ଆମର ପ୍ରିୟ ଯୋଡ଼ି ଏବେ ସରକାର ଙ୍କ କହିବା ଅନୁସାରେ ଘରେ ରହୁଛନ୍ତି ସୁସ୍ଥ ରେ ରହିଛନ୍ତି ଏବଂ ତା ସହିତ ଆମ ମାନଙ୍କର ଟିକି ଅପା ଏବେ ଘରେ ଭଲ ଭଲ ରୋଷେଇ କରୁଛନ୍ତି ବହୁତ୍ ମଜା ମସ୍ତି କରୁଛନ୍ତି ବାଟୁଳି ମାରିବା ଓ ଖେଳ କୁଦ କରିବା ନାତି ସହିତ ଖେଳିବା ଏହି ଭଳି ବହୁତ୍ ମଜା ମସ୍ତି କରୁଛନ୍ତି । ବାବୁଶାନ୍ ଭି ନିଜ କୁକୁର ସହିତ ଖେଳୁଛନ୍ତି ଗୀତ ଗାଇଛନ୍ତି ଏହିଭଳି କିଛି ଭିଡିଓ ସୋସିଆଲ ମିଡ଼ିଆ ରେ ଆସିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.