Swastik Tv News Odisha

ପୁଣି ସାମନ୍ନାକୁ ଆସିଲା ଯୁବତୀଙ୍କ ଉଲଗ୍ନ ଭିଡିଓ ଭାଇରାଲ କଲା ଯୁବକ , ତାପରେ ବାପାଙ୍କ ପାଖକୁ ଆସୁଛି Call ଶେଷରେ

0

ସମାଜରେ ନାରୀ ଓ ପୁରୁଷ ଏକ ମୁଦ୍ରା ର ଦୁଇଟି ପାର୍ଶ୍ବ । ସୁସ୍ଥ ସମାଜ ଗଠନ ରେ ନାରୀ ର ଭୂମିକା ଗୁରୁତବପୂର୍ଣ୍ଣ । ବୈଦିକ ଯୁଗରେ ବା ପୁରାଣ ରେ ନାରୀ ଥିଲା ଐଶ୍ଚର୍ଯ୍ୟ , ଶକ୍ତି ଓ ସମ୍ମାନ ର ପ୍ରତୀକବ୍। ନାରୀ ମାନେ ପ୍ରସନ୍ନ ହେଲେ ଦେବତା ମାନେ ପ୍ରସନ୍ନ ହୋଇ ଥାନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇ ଥିଲା । ମାତ୍ର ଆଧୁନିକ ଯୁଗ ରେ ନାରୀ ର ରୂପରେଖ ଧୀରେ ଧୀରେ ବଦଳି ଯାଉଛି । ସମାଜ ରେ ନାରୀ ର ଉପଯୁକ୍ତ ମୂଲ୍ୟ ଓ ସମ୍ମାନ କରା ଯାଇ ପାରୁ ନାହିଁ।ନାରୀ ମାନେ ସବୁବେଳେ ଅବହେଳିତ ।

ଆଜି ର ସମାଜ ରେ ମଧ୍ୟ ନାରୀ ମାନଙ୍କୁ ଅବହେଳିତ ଓ ଅସୁରକ୍ଷିତ ବୋଲି ମନେ କରା ଯାଉଛି । ଯେତେବେଳେ କି ନାରୀ ମାନେ ବର୍ତ୍ତମାନ ଯୁଗ ରେ ପୁରୁଷ ମାନଙ୍କ ଠୁ ବହୁତ୍ ଆଗରେ । ଆଜି ବି ନାରୀ ମାନେ ନିର୍ଯାତନା ସହୁଚନ୍ତି । ନାରୀ ମାନଙ୍କ ପ୍ରତି ଅତ୍ୟାଚାର ଆଜି ବି କମି ନାହି ଦେଶ ରେ । ସୁରକ୍ଷିତ ଅବସ୍ଥା ରେ ନାରୀ ମାନେ ରହି ପରୁନନ୍ତି । ଧୀରେ ଧୀରେ ମଣିଷ ହରାଉଛି ମାନବିକତା । ବୁଝିବାକୁ ଯଥେଷ୍ଟ ଶକ୍ତି ଥାଇ ବି ସେ ଅବୁଝା । ଏକ ଖବର ଆସି ପହଁଚିଛି ଆମ ସମ୍ମୁଖ ରେ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

ମହିଳା ବର୍ତ୍ତମାନ ନ୍ୟାୟ ପାଇଁ ଆଇନ୍ ଆଗେଇ ଧାରା ଦେଇଛନ୍ତି । ମହିଳା ଙ୍କ ଘର କାମ ହେବାକୁ ଯାଉଥିଲା । ୨୦୨୦ ମସିହା ଜୁନ ମାସ ରେ ଘର କାମ ପାଇଁ ବେଙ୍ଗଲୀ ମିସ୍ତ୍ରୀ ମିଲନ ଶେଖ୍ କୁ ଠିକା ଦିଆ ଯାଇଥିଲା । ଏହି ସମୟ ରେ ମହିଳା ମିଲନ ଶେଖ୍ ସହିତ ପରିଚିତ ହୋଇ ଥିଲେ । Whats app ରେ ସେ ତାଙ୍କ ସହିତ ବ୍ୟକ୍ତିଗତ କଥା ହେବା ସମୟ ରେ ମହିଳା ଙ୍କ କିଛି ନ୍ୟୁଡ ଫୋଟୋ କୁ କେପଚର କରି ଦେଇଥିଲେ । ମହିଳା ଙ୍କ ପୋଡସି ସହିତ ଜମି ବାଡ଼ି ବିବାଦ ରହିଥିଲା ।

ପ୍ରତିଶୋଧ ନେବା ପାଇଁ କାମ କରୁଥିବା ମିଲନ ର ଭାଇ ମୁଲାୟମ ଙ୍କ ଜରିଆରେ ମହିଳା ଙ୍କ ନ୍ୟୁଡ ଫୋଟୋ କୁ ନେଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପରେ ମହିଳା ଜାଣିବା ପରେ ସଦର ଥାନା କୁ ଅଭିଯୋଗ ନେଇ ଯାଇ ଥିଲେ । ମହିଳା ଙ୍କ କହିବା ଅନୁଯାୟୀ ମିଲନ ତାଙ୍କୁ ଫସେଇ ହରସମେନ୍ଟ କରି ଭିଡ଼ିଓ କଲିଂ ଜରିଆରେ ତାଙ୍କ ଫଟୋ ନେଇ ବର୍ତ୍ତମାନ ୧୪ ଟି ରାଜ୍ୟ ସମେତ ବଳଙ୍ଗଦେଶ, ତୁର୍କୀ , ସାଉଦି ଆରବ, ୟୁଏସ ପରି ଚାରି ଛଅ ଟି ଦେଶ ରେ ପୋଡଶି ସ୍ମିତା ନାୟକ ଓ ସନ୍ଦୀପ ନାୟକ କାମ କରୁଥିବା ମିସ୍ତ୍ରୀ ସହ ମିଶି ଭାଇରାଲ କରୁଛନ୍ତି ।


ତେବେ ଘଟଣା ପରେ ଏସପି ମହିଳା ଙ୍କ ଘରକୁ ଯାଇ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଆସାମୀ କୁ ଧରିବେ ବୋଲି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣ ଗିରଫ ହୋଇ ଛନ୍ତି । ସ୍ମିତା ଓ ସନ୍ଦୀପ ଦୁଇ ଜଣ ଫେରାର ଅଛନ୍ତି । ତେବେ ଅପରିଚିତ ଲୋକ ଙ୍କ ସହ କୌଣସି ସମ୍ବନ୍ଧ ରଖନ୍ତୁ ନାହି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.