Swastik Tv News Odisha

ଦେଖନ୍ତୁ Virl ଭିଡ଼ିଓ : ” ଗଙ୍ଗାଜଳ ” ଫିଲ୍ମ ଷ୍ଟାଇଲ ରେ ବୀଚ ରାସ୍ତା କୁ ବନ୍ଧୁକ ଧରି ଆସିଲେ SP ସାହେବ, ଆଉ ତା’ପରେ…

0

ବନ୍ଧୁଗଣ ଆମେ ଜାଣିଚୁ କି ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ଅଟେ ।ଏବଂ ଏକ ଗଣତାନ୍ତ୍ରିକ ଦେଶର ମୁଖ୍ୟ ଶାସନ ପଦ୍ଧତି ହେଉଛି ଆଇନ ର ଶାସନ। ତେବେ ଏହି ଆଇନ କହିଲେ କୌଣସି ମଣିଷ କିମ୍ବା ଯନ୍ତ୍ର ପାତି କୁ ବୁଝାଯାଏ ନାହିଁ। ଏହା କେଵଳ ଗୋଟିଏ ମାଧ୍ୟମ ହୋଇଥାଏ ସମାଜ କୁ ଶୃଙ୍ଖଳିତ ରଖିବାର। ତେବେ ଏହି ଆଇନ ଆମ ଦେଶରେ ପୋଲିସ ମାନଙ୍କ ଦ୍ଵାରା ପାଳନ କରାଯାଏ ।

ତେବେ କିନ୍ତୁ ବର୍ତ୍ତମାନ ର ଏହି ସମାଜ ରେ ପୋଲିସ ତଥା ଆଇନ ରକ୍ଷକ ମାନେ ମଧ୍ୟ ଲୋଭ ଏବଂ ସ୍ଵାର୍ଥ ର ବଶବର୍ତ୍ତୀ ହୋଇ ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟ ଭୁଲିଯାଇଥାନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଜଣେ ପୋଲିସ ଅଫିସର ଙ୍କ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯିଏ ଆଜି ବି ନିଜର କର୍ତ୍ତବ୍ୟ ତଥା ଲୋକମାନ ଙ୍କୁ ସୁଖ ଶାନ୍ତି ରେ ରଖିବା ପାଇଁ ସେ କିଛି ବି କରିପାରନ୍ତି। ଏବଂ ଏହି ପୋଲିସ ଅଫିସ ଙ୍କ ବିଷୟରେ ଜାଣିଲେ ଆପଣ ନିଶ୍ଚିତ ଭାବରେ ତାଙ୍କୁ ସାଲୁଟ କରିବେ। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ IPS ଅଫିସର ଙ୍କର ଭିଡ଼ିଓ ନିଆଁ ପରି ଭାଇରଲ ହେବାରେ ଲାଗିଛି। ତେବେ ସେ ହେଉଛନ୍ତି ବିହାର ର ବଗଲପୁର ର IPS ଅଫିସର ପୁନର ଝା। ତେବେ ଆପଣ ମାନେ ଜାଣିଛନ୍ତି କି କୋଭିଡ ସମୟରେ ଲୋକ ମାନଙ୍କର ସୁରକ୍ଷା କୁ ଆଖିରେ ରଖି ସବୁ ପବ୍ଲିକ ସ୍ଥାନରେ ଲକଡାଉନ କରାଯାଇଛି ଏବଂ ପୋଲିସ ମାନଙ୍କୁ ଏହାର ତଦାରଖ କରିବାର ଦାୟିତ୍ୱ ଦିଆଯାଇଛି।

ତେବେ ନିକଟରେ ଏହି ଲକଡାଉନ ରେ ଲୋକଙ୍କ ପରିସ୍ଥିତି ଏବଂ ଏହି କାର୍ଯ୍ୟ ରେ ନିୟୋଜିତ ହୋଇଥିବା ସରକାରୀ ଅଧିକାରୀ ଙ୍କର ଡିଉଟି ସେମାନେ ଠିକ ଭାବରେ କରୁଛନ୍ତି କି ନାହିଁ ଦେଖିବା ପାଇଁ ବିହାର ପୋଲିସ ତଥା IPS ଅଫିସର ଏକ ସାଧାରଣ ପୋଷକ ରେ ନିଜ କର୍ମଚାରୀ ଙ୍କ ସହ ବାଇକ ସାହାଯ୍ୟ ରେ ଆସିଥିଲେ। ତା ପରେ କିନ୍ତୁ ଯାହା ସବୁ ଘଟିଲା ଜାଣିଲେ ଆପଣ ଚକିତ ହୋଇଯିବେ।ତେବେ ସେ ପ୍ରଥମେ ଜଣେ ମହିଳା କନେଷ୍ଟବଳ ଙ୍କୁ ଭେଟିଥିଲେ ଯିଏକି ନିଜ ଡ୍ୟୁଟି ସମୟରେ ସୋଇଥିଲେ ।

ତେବେ ପୁନର ତାଙ୍କୁ ଏହା କରିବାକୁ ବାରଣ କରିବାରୁ ସେ ତାଙ୍କୁ ନାଲି ଆଖି ଦେଖିଥିଲେ। ମାତ୍ର ଯେତେବେଳେ ସେ ପୁନର ଙ୍କ ପରିଚୟ ଜାଣିପାରିଲେ ସେତେବେଳେ ତାଙ୍କୁ କ୍ଷମା ମାଗିବା ସହ ନିଜ କର୍ତ୍ତବ୍ୟ ଠିକ ଭାବରେ କରିବେ ବୋଲି କହିଥିଲେ।

ତେବେ ସେ ନିଜ ପୋଷକ ରେ ନଥିବାରୁ ଲୋକ ମାନେ ତାଙ୍କୁ ବେଖାତିର କରିଥିଲେ ଫଳରେ ସେ ବିଚ ରାସ୍ତା ରେ ବନ୍ଧୁକ ବାହାର କରି ଲୋକମାନ ଙ୍କୁ ନିଜର ପରିଚୟ ଦେଇଥିଲେ ଏବଂ ସରକାର ଙ୍କର ସମସ୍ତ ନିୟମ କୁ ମାନିବାକୁ କହିଥିଲେ। ତେବେ ତାଙ୍କର ଏହିଭଳି ନିଷ୍ପତ୍ତି ଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.