Swastik Tv News Odisha

ସ୍କୁଲରୁ ଘରକୁ ଫେରିଲେ ଝିଅ ହଟାତ ଗୁପ୍ତାଙ୍ଗରେ ହେଲା କଷ୍ଟ, ମା ପଚାରିଲେ ତ କହିଲେ ଏପରି କଥା ଜାଣିଲେ ଆପଣଙ୍କର ଲୋକ ତାଙ୍କୁରି ଉଠିବ…

0

ଆଗରୁ ଯେମିତି କଥା ଉଠୁଥିଲା ନାରୀ ସଦା ସର୍ବଦା ଅବଳା ଦୂର୍ବଳା , ନାରୀ ଟି ସଦା ସର୍ବଦା ନିନ୍ଦନୀୟ ହୋଇଥାଏ । ନାରୀ ସମସ୍ତଙ୍କ ଠାରେ ଶୋଷିତ ହୋଇଥାଏ । ଦୁନିଆ ନାରୀ କେବଳ ହିଁ କେବଳ ଖରାପ ନଜର ରେ ଦେଖିଛି । ଗୋଟିଏ ନାରୀ ପାଇଁ ତା ଅମୂଲ ସନ୍ତକ କେବଳ ହିଁ କେବଳ ତାର ଇଜ୍ଜତ୍ ।ନାରୀ ଟିଏ କେବଳ ସେଇ ଇଜ୍ଜତ୍ ଟିକ କୁ ନେଇ ଆଗେଇ ଚାଲିଥାଏ । ସତରେ ଆଜି କାଲି ର ମଣିଷ ଙ୍କ ଉପରେ କୌଣସି କାର୍ଯ୍ୟ ରେ ବିଶ୍ୱାସ କରିବା କଥା ନୁହଁ ।

ଆଗ କାଳ ରେ ଯେମିତି ଥିଲା କି ନାରୀ ଟେ ଘର କୋଣ ରେ ଲୁଚି ବସିବା ଉଚିତ୍ କଣ ଏଇଟା ଠିକ୍ ନା ନାରୀ କେବେ ଭି କୌଣସି ଏକ ପୁରୁଷ ଠୁ କମ୍ ନୁହଁ । ନାରୀ ଟେ ସଦା ସର୍ବଦା ସମସ୍ତ କ୍ଷେତ୍ର ରେ ନିଜର ଏକ ପରିଚୟ ଗଢି ତୋଳିଛି ।ତେବେ ଆଜି ଆମ ପାଖରେ ଏପରି ଏକ ଘଟଣା ଆସି ପହଁଚିଛି ଯାହା ଶୁଣିଲେ ଆପଣ ମାନଙ୍କ ଛାତି ଭୟ ରେ ଥରି ଉଠିବ ଆପଣ ମାନେ ମଣିଷ ଉପରେ ବିଶ୍ୱାସ କରିବା ଛାଡ଼ିଦେବେ ।

ସତ କହିବା ପାଇଁ ଗଲେ ଆମେ ସମସ୍ତେ ଜାଣିଛୁ ମଣିଷ ପାଖରେ ବିବେକ ,ବୁଦ୍ଧି ,ଜ୍ଞାନ ଓ ଦୟା ଏ ସବୁ ଭର୍ ପୁର ରହିଥାଏ । ହେଲେ ବେଳେ ବେଳେ କିଛି କିଛି ଖବର ଶୁଣିଲେ ଏମିତି ଲାଗେ କି ନିଜେ ମଣିଷ ହୋଇ ସେହି ମଣିଷ ଉପରେ ବିଶ୍ୱାସ କରିବା ଛାଡ଼ି ଦେବା ପାଇଁ । ମଣିଷ କିପରି ଭାବରେ ଏତେ ନୃଶଂସ ହୋଇ ପାରୁଛି ।

ସତ କହିବା ପାଇଁ ଗଲେ ଆଜି କାଲି ର ମଣିଷ ପାଖରେ ସଦା ସର୍ବଦା ହୀନ ମାନସିକତା ରହିଛି ଯାହା ପାଇଁ ସେମାନେ କାହାକୁ ମାରିଦେବା ଓ ମାରି ଦେଇ ତାଙ୍କର ସମସ୍ତ ଜିନିଷ ହଡ଼ପ କରିନେବା ଏଇ ମନ ବୃତ୍ତି ରହୁଛି । ହେଲେ ମଣିଷ କେବେ ନିଜର ମନ ବୃତ୍ତି ପରିବର୍ତ୍ତନ କରିବ ତାହା ଜଣା ନାହିଁ । ହେଲେ ଆଉ କିଛି ମଣିଷ ଅଛନ୍ତି ଯେଉଁ ମାନେ ଏବେ ଭି ଗୋଟିଏ ନାରୀ ର ଇଜ୍ଜତ୍ ସହିତ ଖେଳିବା ପାଇଁ ପଛାନ୍ତି ନାହିଁ ।

ତେବେ ଏହି ଘଟଣା ଟି ଶୁଣିଲେ ଆପଣ ମାନେ ଭି ଡରିବେ ନିଜ ପିଲା କୁ ସ୍କୁଲ କୁ ଛାଡ଼ିବା ପାଇଁ । ଘଟଣା ଟି ହେଉଚି କୌଣସି ଏକ ସ୍ଥାନ ରେ ଗୋଟିଏ ଝିଅ ପିଲା ବିଦ୍ୟାଳୟ ରୁ ଫେରି ଘରେ ମାଆ ଙ୍କୁ କହିଥିଲା ତାର ଦିବ୍ୟ ଅଙ୍ଗ ରେ ବହୁତ୍ ଯନ୍ତ୍ରଣା ଅନୁଭବ ହେଉଛି ଆଉ ଆସ୍ତେ ଆସ୍ତେ ସେ ଅଧିକ କଷ୍ଟ ପାଇଥିଲେ ।

ଘର ଲୋକ ଡକ୍ଟର ଙ୍କ ପାଖକୁ ନେବା ପରେ ଡକ୍ଟର ସବୁ କିଛି ଦେଖିବା ପରେ କହିଥିଲେ ପିଲା ଟି ଦୁଷ୍କର୍ମ ର ସ୍ବୀକାର ହୋଇଚି । ଆଉ ପିଲା ଟି କୁ ପଚରା ଉଚୁରା କରିବା ପରେ ଜଣା ପଡ଼ିଛି କି ବିଦ୍ୟାଳୟ ର ଗୋଟିଏ ଛାତ୍ର ଏମିତି କରିଛି । ଏହା ଶୁଣି ଘର ଲୋକ ହତ୍ବାକ୍ ହୋଇ ଯାଇଥିଲେ । ପୋଲିସ ମଧ୍ୟ ଏହି ସମ୍ବନ୍ଧ ରେ ତଦନ୍ତ ଜାରି ରଖିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.