Swastik Tv News Odisha

ଦେଖନ୍ତୁ Shocking Video – ସମୁଦ୍ର ଭିତରେ ବାତ୍ୟା ଭିଡ଼ିଓ କରି ସାଙ୍ଗକୁ ପଠାଇଥିଲେ ଯୁବକ, କିନ୍ତୁ ହେଲା କିଛି ଏମିତି କି ମୃତ୍ୟୁ ପୂର୍ବର ଶେଷ ଭିଡ଼ିଓ ହେଲା ଭାଇରାଲ 1

0

ମୃତ୍ୟୁ ଏକ ନିରାଟ ସତ୍ୟ ଅଟେ। ଏବଂ ଏହା ମଧ୍ୟ ସତ୍ୟ ଅଟେ କି ମୃତ୍ୟୁ କେତେବେଳେ କାହା ସାମ୍ନା କୁ ଆସିଥାଏ ଆଉ କିପରି ଆସିଥାଏ ତାହା କେହିବି ଜାଣିପାରନ୍ତି ନାହିଁ ।ଏହା କେବଳ ସେହି ଭଗବାନ ଙ୍କ ଉପରେ ନିର୍ଭର କରିଥାଏ ଯିଏ ଏହି ସଂସାର ର ସୃଷ୍ଟିକର୍ତ୍ତା ।କିନ୍ତୁ ମରିଯିବା ଲୋକ ତ୍ ସବୁଦିନ ପାଇଁ ଏ ସଂସାର କୁ ଛାଡ଼ି କରି ଚାଲିଯାଏ ।କିନ୍ତୁ ତାର ଏହି ଦୁନିଆଁ ରୁ ବିଦାୟ ନେବା ଦ୍ବାରା ତାର କମି ସବୁଦିନ ପାଇଁ ଆମ ଉପରେ ପଡିଥାଏ ତଥା ତାର ପ୍ରିୟ ଜନ ଙ୍କ ଉପରେ ପଡିଥାଏ ।

ପ୍ରାକୃତିକ ମୃତ୍ୟୁ ଏକ ଭିନ୍ନ ଘଟଣା ହୋଇଥାଏ କିନ୍ତୁ ଜଣେ ବ୍ୟକ୍ତି ବହୁତ କମ ବୟସ ରେ ନିଜ ଆଖି ଆଗରେ ମୃତ୍ୟୁ କୁ ଦେଖିବା ଆଉ ତା ପୁଣି ଆକସ୍ମିକ ଭାବରେ ତାହା ବହୁତ କଷ୍ଟ ଦାୟକ ହୋଇଥାଏ। ତେବେ ଏହିଭଳି ଏକ ଦୁଖଃଭର କାହାଣୀ ବିଷୟରେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯାହା ଜାଣିବା ପରେ ଆପଣ ଙ୍କ ଆଖି ଲୁହ ରେ ଛଳ ଛଳ ହୋଇଯିବ।

ତେବେ ଏହିଭଳି ଘଟଣା ର ସ୍ୱୀକାର ହୋଇଥିଲେ ସ୍ୱରାଜ ଏବଂ ତାଙ୍କର ପରିବାର ଲୋକେ। ତେବେ ଗରିବ ପରିବାର ର ହୋଇଥିବା ରୁ ତାଙ୍କୁ ବାହାରେ ଯାଇ କାମ କରିବାକୁ ପଡିଥିଲା। ତେବେ ସେ ରୋଜଗାର ପାଇଁ ଏକ କମ୍ପାନୀ ରେ କାର୍ଯ୍ୟ କରୁଥିଲେ ଯେଉଁଥିରେ ତାଙ୍କୁ ଜାହାଜ ରେ କାମ କରିବାକୁ ପଡୁଥିଲା , ଆଗାଧ ସମୁଦ୍ର ମଝିରେ। ସବୁ କିଛି ଠିକ ଭାବରେ ଚାଲୁଥିଲା କିନ୍ତୁ କିଏ ଜାଣିଥିଲା କି ଗୋଟିଏ ଦିନ ପ୍ରାକୃତି ଏପରି ତେଜିବ ଆଉ ତାଙ୍କର ଜୀବନ ନେଇଯିବ ବୋଲି।

ତେବେ ସବୁଦିନ ପରି ସେ ଦିନ ମଧ୍ୟ ସେ ଜାହାଜ ନେଇ ନିଜ ସହଯୋଗୀ ଙ୍କ ସହ ସମୁଦ୍ର ଭିତରକୁ ଯାଇଥିଲେ। ମାତ୍ର ହଠାତ ଉପରେ ସମୁଦ୍ର ଅଶାନ୍ତ ହୋଇଗଲା ଏବଂ ପ୍ରବଳ ରୁ ଅତିପ୍ରବଳ ବର୍ଷା ସହ ପବନ ହେବାରୁ ସମୁଦ୍ର ରେ ଢେଉ ଅଧିକ ହେବାର ଲାଗିଲା। ଆଉ ଜାହାଜ ମଧ୍ୟରେ ପାଣି ପ୍ରବେଶ କଲା ।ତେବେ ସେମାନେ ଏନେଇ ତାଙ୍କର କମ୍ପାନୀ କୁ ଜଣେଇଥିଲେ ହଁ କୌଣସି ପ୍ରତିକ୍ରିୟା ଆସିନଥିଲା।

ତେବେ ସ୍ୱରାଜ ବଧେ ନିଜ ମୃତ୍ୟୁ ବିଷୟରେ ଜାଣିଥିଲେ କି କଣ କେଜାଣି ସେ ଏହି ପ୍ରକୃତି ର ତାଣ୍ଡବ କୁ ମୋବାଇଲ ରେ ରେକର୍ଡ କରୁଥିଲେ ଏବଂ ତାକୁ ଉପଭୋଗ କରିଥିଲେ ନିଜ ସହଯୋଗୀ ମାନଙ୍କ ସହ। ତେବେ ଦେଖୁ ଦେଖୁ ଜାହାଜ ମଧ୍ୟରେ ପାଣି ଫୁଳ ହୋଇଗଲା ଏବଂ ତାଙ୍କର ସେହି ଭିଡ଼ିଓ ଟି ମୃତ୍ୟୁ ପୂର୍ବରୁ ଶେଷ ଭିଡ଼ିଓ ହୋଇ ରହିଗଲା।

ତେବେ ତାଙ୍କର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କି, କମ୍ପାନୀ ତରଫରୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଖବର ଆସିନାହିଁ। ସେମାନେ ଦୁଖୀ ଅଛନ୍ତି କାରଣ ସ୍ୱରାଜ ତାଙ୍କର ଗୋଟିଏ ମାତ୍ର ପୁଅ ଥିଲେ ଏବଂ ଆଗ୍ ମାସରେ ତାଙ୍କର ବିବାହ ହେବାକୁ ଯାଉଥିଲା ।କିନ୍ତୁ ସବି ଆଶା ତାଙ୍କର ସ୍ୱପ୍ନ ହୋଇ ରହିଗଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.