Swastik Tv News Odisha

ଦେଖନ୍ତୁ ଭିଡିଓ – ନିଜ ସ୍ବାମୀ ହୋଇ ସ୍ତ୍ରୀ କୁ ଉଲଗ୍ନ କରି ଅଶ୍ଲୀଳ ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେବ ସ୍ବାମୀ ର ଧମକ2

0

ଯୁଗେ ଯୁଗେ ସର୍ବଦା ନାରୀ କୁ ଅବଳା ଦୁର୍ବଳା ଭାବେ ଦେଖା ହୋଇ ଆସିଛି । ନାରୀ ଶକ୍ତି ଙ୍କୁ ସମ୍ମାନ ଦିଆ ଯିବା ଉଚିତ୍ । କାରଣ ନାରୀ ଶକ୍ତି ହେଉଛନ୍ତି ମାତୃଶକ୍ତି । ସମସ୍ତେ ନାରୀ ଜାତି ପ୍ରତି ଏକ ପୈସାଚିକ ପ୍ରବୃତ୍ତି ରେ ନାଜରଦରି କରିଆସିଥାନ୍ତି । ନାରୀ ପ୍ରତି ଅନ୍ୟାୟ ହେଲେ ସାଧାରଣତଃ ଭାରତ ରେ ଲୋକ ଲଜ୍ୟା କୁ ଭୟ କରି ସେ ପାଟି ଫିଟେଇନଥାଏ ।

ବୋଧ ହୁଏ ସେଥିପାଇଁ ଦିନ କୁ ଦିନ ନାରୀ ଙ୍କ ପ୍ରତି ଭାରତ ରେ ଅନ୍ୟାୟ , ଅବିଚାର ବଢ଼ି ଆସିଛି । କିନ୍ତୁ ଭାରତ ବାହାର ଦେଶ ଗୁଡ଼ିକ ରେ ନାରୀ ଜାତି ପ୍ରତି ଅନ୍ୟାୟ ହେଲେ ସେମାନେ ନିଜେ ନିଜ ପାଇଁ ଲଢ଼ିଥାନ୍ତି । ସେମାନଙ୍କ ଲଢ଼ିବା ପ୍ରକ୍ରିୟା ମଧ୍ୟ ଭିନ୍ନ । ତେବେ ଆଜି କାଲି ଶାଶୁ ଘରେ ଶାଶୁ ଘର ଲୋକ ଙ୍କ ଦ୍ଵାରା ବୋହୂ ଟିଏ ନିର୍ଯାତନା ପାଇଁ ସାଧାରଣ ଘଟଣା ରେ ପରିଣତ ହେଲାଣି ।

ଘଟଣା ଟି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଏକ ଗ୍ରାମ ରେ ଘଟିଛି । ପ ଦା ରେ ପଡ଼ିଛି ସଇତାନ ସ୍ବାମୀ ର କାର୍ଯ୍ୟ କଳାପ । ନିଷ୍ଠୁର ସ୍ବାମୀ ର କାର୍ଯ୍ୟ କଳାପ ଶୁଣିଲେ ଲୋମ ତଙ୍କୁରି ଉଠିବା । ବିବାହ ପରେ ଆରମ୍ଭ ହୋଇଛି ସ୍ତ୍ରୀ ଙ୍କ ଉପରେ ଅତ୍ୟାଚାର । ପ୍ରତି ଦିନ ମଦ ପିଇ ଆସି ନିର୍ଦ୍ଧୁମ ମାଡ଼ ମାରନ୍ତି ନିଜ ସ୍ତ୍ରୀ କୁ । ଏପରି କି ସ୍ତ୍ରୀ କୁ ଉଲଗ୍ନ କରି ମାରନ୍ତି ସେ ।

ନିଜ ସ୍ତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ଭାଇ ତାଲ୍ କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ । ଏପରି ନିଜ ଭାଉଜ ଙ୍କ ପାଖକୁ ମଧ୍ୟ ପଠାଇ ଦେଇଥିଲେ । ମହିଳା ଜଣକ ଗର୍ଭବତୀ ଥିବା ବେଳେ ବାରମ୍ବାର ତାଙ୍କ ଗର୍ଭ କୁ ଗୋଇଁ ଠା ମାରି ଗର୍ଭ ନଷ୍ଟ କରି ଦେଇଛନ୍ତି । ୨୦୧୬ ମସିହା ମନପୂର୍ ଗ୍ରାମ ର ଲୋକନାଥ ପଣ୍ଡା ଙ୍କ ପୁଅ ସୁବ୍ରତ ପଣ୍ଡା ଙ୍କ ସହ କୁଆଖିଆ ଥାନା କେଉତଲଗିଆ ଗ୍ରାମ ର ଦେବାନନ୍ଦ ଦାସ ଙ୍କ ଝିଅ ର ବୈଦିକ ପରମ୍ପରା ରେ ବିବାହ ଅନୁଷ୍ଠିତ ହୋଇଥିଲା ।

ଜଣେ ବଡ଼ ନେତା ଙ୍କ ଘର ର ବୋହୂ ଆଣିଛନ୍ତି ଏପରି ସଙ୍ଗୀନ ଅଭିଯୋଗ । ମହିଳା ଙ୍କ ସ୍ବାମୀ , ଅନ୍ୟ ଝିଅ ଙ୍କ ସହିତ ସମ୍ପର୍କ ରଖିଥିବା ନେଇ କହିଛନ୍ତି ମହିଳା ଜନକ । ସ୍ବାମୀ ସ୍ତ୍ରୀ ଗୋଟେ ଘରେ ନ ଶୋଇ ସ୍ବାମୀ ଯାଇ ଛାତ ଉପରେ ଶୁଅନ୍ତି । ବିବାହ ପରେ ଏକ ମାସ ଠିକ୍ ଥିଲା ସବୁ କିଛି ।

କିନ୍ତୁ ତା ପରେ ପରେ ସ୍ବାମୀ ମଦ ପିଇ ଆସି ସ୍ତ୍ରୀ ଙ୍କୁ ଉଲଗ୍ନ କରି ବାଡେଇ ଥାନ୍ତି । ସେହି ସମୟ ରେ କାନ୍ଦିବା ପାଇଁ ଶାଶୁ ଆସି ବୋହୂ ମୁଁହ ରେ କନା ବିନ୍ଦା ଦେଇଦିଅନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପରି ନିର୍ଯାତନା ପ୍ରାୟତଃ ଅନେକ ଝିଅ ବିବାହ ପରେ ଶାଶୁ ଘର ପାଉଛନ୍ତି । କିନ୍ତୁ ଯେତେ ପର୍ଯ୍ୟନ୍ତ ସମସ୍ତେ ଏହାର ପ୍ରତିବାଦ କରିବା ନ ଶିଖିବେ , ଏହି ଅତ୍ୟାଚାର ବନ୍ଦ୍ ହେବ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.